10th Classର ପୁଅ ଆଉ ବିଧବା Teacher ଙ୍କ ଏମିତି ପ୍ରେମ କାହାଣୀ, ନିଜ ଶିକ୍ଷୟତ୍ରୀଙ୍କ ସହ କରିଦେଲେ ଏମିତି କାଣ୍ଡ…

bidhaba

ଅପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ଛତିସଗଡ ର ରାୟଗଡ ଜିଲ୍ଲାରେ ଗୁରୁ ଶିଷ୍ୟ ର ସଂମ୍ପର୍କ କୁ କଳଙ୍କିତ କରିଥିବା ଏକ ଘଟଣା ସାମ୍ନା କୁ ଆସିଛି । ଏଠାରେ ଜଣେ ଛାତ୍ର ନିଜର ଶିକ୍ଷୟତ୍ରୀ ଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ । ଆଉ ବିବାହ ନକରିଲେ ବଦନାମ୍ କରିବାକୁ ଧମକ୍ ମଧ୍ୟ ଦେଉଥିଲେ ।

ମିଳିଥିବା ସୂଚନା ଅନୁସାରେ ରାୟଗଡ଼ର ଖରସିୟା ଅଞ୍ଚଳ ରେ ଏକ ହାଇୟର ସେକେଣ୍ଡିଆରି ସ୍କୁଲ ରେ ପତି ପତ୍ନୀ ଅଧ୍ୟାପକ ଭାବେ କାମ କରୁଥିଲେ। କିଛି ଦିନ ତଳେ ମହିଳା ଶିକ୍ଷୟତ୍ରୀ ଙ୍କ ପତି ଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ର କିଛି ଦିନ ପରେ ସ୍କୁଲ ର ଜଣେ 10 ଶ୍ରେଣୀ ଛାତ୍ର ଜଣଙ୍କ ତାଙ୍କ ସହିତ ଅଭଦ୍ର ବ୍ୟବହାର କରିଥିଲେ ।

ମହିଳା ଶିକ୍ଷୟତ୍ରୀ ଜଣଙ୍କ ଏହାକୁ ବିରୋଧ କରିବା ସହିତ ଶିକ୍ଷ୍ୟା ସମିତି ରେ ଏହାର ଅଭିଯୋଗ କରିଥିଲେ । ସମସ୍ତେ ଏହି ଛାତ୍ର ଙ୍କୁ ବୁଝା ସୁଝା କରିଥିଲେ କି ଏପରି ହରକତ ନ କରିବା କୁ । କିନ୍ତୁ ଛାତ୍ର ଟି ମହିଳା ଶିକ୍ଷୟତ୍ରୀ ଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । ଛାତ୍ର ଉକ୍ତ ମହିଳା ଶିକ୍ଷୟତ୍ରୀ ଙ୍କୁ ଏହା ଧମକ ଦେଇଥିଲେ କି ସେ ବିବାହ ନକରିଲେ ସ୍କୁଲ ରୁ ହିଁ ତାଙ୍କର ଅପହରଣ କରିନେବେ ।

ସ୍କୁଲ ର କାନ୍ଥ ରେ ମଧ୍ୟ ଏହି ଶିକ୍ଷୟତ୍ରୀ ନାମରେ ଛାତ୍ର ଅନେକ କଥା ଲେଖିଥିଲେ। ତେବେ ପୀଡିତା ଶିକ୍ଷୟତ୍ରୀ ଶିକ୍ଷ୍ୟା ଅଧିକାରୀ ଙ୍କୁ ଏହି ଅନୁରୋଧ କରିଛନ୍ତି କି ସେଠାରେ ଟ୍ରାନ୍ସଫର ନେବାକୁ ଚାହିଁଛନ୍ତି । ଏବଂ ଶିକ୍ଷ୍ୟା ଅଧିକାରୀ ମାନେ ଏହି ଅଶ୍ୱସନା ଦେଇଛନ୍ତି କି ଖୁବ୍ ଶୀଘ୍ର ତାଙ୍କର ଟ୍ରାନଫର କରେଇ ଦିଆଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *