ଏବେ ଏବେ 10th ଓ +2 ପରୀକ୍ଷାକୁ ନେଇକି Student ମାନଙ୍କ ପାଇଁ ଆସିଲା ବଡ ଖୁସିର ଖବର, ସରକାର କରିଲେ ବଡ ଘୋଷଣା

sarkar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଦ୍ୱାଦଶ ପରିକ୍ଷା ପ୍ରସଙ୍ଗ କୁ ନେଇ ଆସିଲା ବଡ ଖବର ପରିକ୍ଷା ପୂର୍ବରୁ ଯାଞ୍ଚ ହେବ ସମସ୍ତ କେନ୍ଦ୍ର ତେବେ ବନ୍ଧୁଗଣ କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ବିବରଣି ଆସନ୍ତୁ ଜାଣିନେବା । ତେବେ ଆଗକୁ ଅନୁଷ୍ଟିତ ହେବାକୁ ଥିବା ଉଭୟ ଦଶମ ଏବଂ ଦ୍ୱାଦଶ ପରିକ୍ଷା ପୂର୍ବରୁ ସମସ୍ତ ପରିକ୍ଷା କେନ୍ଦ୍ରିୟ ବିଭାଗ ଅଧିକାରୀ ଙ୍କ ଦ୍ୱାରା ଅନୁଧ୍ୟାନ କରାଯିବ ।

ଦଶମ ପରିକ୍ଷା ଲାଗି ବୋର୍ଡ ଏବଂ ଜୋନ୍ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ୍ କରାଯିବ ପରେ ଗଣଶିକ୍ଷା ବିଭାଗ ଏକ ସାତ ଜଣିଆ କମିଟି ଚୁଡାନ୍ତ ଅନୁଧ୍ୟାନ କରିବ ସେହିପରି ଦ୍ଵାଦଶ ପରୀକ୍ଷା ପାଇଁ +2 ପରୀକ୍ଷା ଅଧିକାରୀ ପରୀକ୍ଷା କେନ୍ଦ୍ର ଅନୁଧ୍ୟାନ ପରେ ପରୀକ୍ଷା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ତୃତୀୟ ସପ୍ତାହରେ ଗଣଶିକ୍ଷା ବିଭାଗ ଅନୁଧ୍ୟାନ କମିଟି ସବୁ ପରୀକ୍ଷା କେନ୍ଦ୍ରକୁ ଯାଞ୍ଚ୍ କରିବ ବୋଲି କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ ଦଶମ ପରିକ୍ଷା ପର୍ବରୁ ସବୁ ପରିକ୍ଷା କେନ୍ଦ୍ର କୁ 2 ଥର ଯାଞ୍ଚ କରାଯିବା ସହିତ ସମସ୍ତ ପରିକ୍ଷା କେନ୍ଦ୍ର ରେ ନିଯୁକ୍ତି ପାଇଥିବା ଶିକ୍ଷକ ସଂଖ୍ୟା ପରିକ୍ଷାର୍ଥି ଙ୍କ ସଂଖ୍ୟା ଏବଂ ଗତ 5 ବର୍ଷ ରେ ସେହି ସ୍କୁଲ ର ପାସ୍ ହାରକୁ ମଧ୍ୟ ଯାଞ୍ଚ କରାଯିବ । ତେବେ ରାଜ୍ୟ ରେ ଯେଉଁ ସବୁ ସ୍କୁଲ ହା 7 ପ୍ରତିଶତ ରହିଛି । ସେହିସବୁ ସ୍କୁଲ୍ କୁ ପ୍ରତ୍ୟକ୍ଷ ଭାବେ ତାଲିକା ପ୍ରସ୍ତୁତ କରିବା ସହ 60 ରୁ ଅଧିକ ପାସ୍ ହାର ଥିବା ସ୍କୁଲର ଓ 40 ପ୍ରତିଶତରୁ ଅଧିକ ପାସ୍ ହାର ଥିବା ସ୍କୁଲର ମଧ୍ୟ ତାଲିକା ପ୍ରସ୍ତୁତ କରାଯିବ।

ରାଜ୍ୟ ରେ ଜିଲ୍ଲା ସ୍କୁଲ ରେ ଯେଉଁ ସବୁ ସ୍କୁଲ ର ଯେପରି କଡା ସୁରକ୍ଷା ବ୍ୟବସ୍ଥା କରାଯିବ ସେହିଥି ଲାଗି କି ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ତାହାର ଏକ ସମିକ୍ଷା ପ୍ରସ୍ତାବ କମିଟି ସଦସ୍ୟ ମାନେ ପ୍ରଦାନ କରିବାକୁ ନିସ୍ପତି ହୋଇଛି । ସେହି ପରି +2 ପରିକ୍ଷା କୁ ନେଇ ଅଙ୍କ କଷା ଚାଲିଛି । ଏପରି କି ପରିକ୍ଷା ହେବ କି ନାହିଁ ତାହା ମଧ୍ୟ ଦ୍ୱନ୍ଦ ରେ ରହିଛି । ମାର୍ଚ୍ଚରୁ ଦ୍ଵାଦଶ ପରୀକ୍ଷା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ସିସି କ୍ୟାମେରାକୁ ଗୁରୁତ୍ଵ ଦିଆ ଯାଇଥିବା ବେଳେ ସିସି କ୍ୟାମେରା ନଥିଲେ ପରୀକ୍ଷା କେନ୍ଦ୍ର ବାତିଲ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତି ହୋଇଛି ।

ତେଣୁ ରାଜ୍ୟ ରେ ସବୁ ଜୁନୁଅର କଲେଜ୍ ରେ ପ୍ରାକ୍ଟିକାଲ ପରିକ୍ଷା ଲାଗି ସିସି କ୍ୟମେରା ବାଧ୍ୟତା ମୂଳକ ଥିବା ବେଳେ ଥୀଓରୀ ପାଇଁ 1 ହଜାର 163 କଲେଜ୍ ରେ ସିସି କ୍ୟାମେରା ଲଗେଇବାକୁ ନିର୍ଦ୍ଦେଶ ଦିଆଜାଇଛି । ତେବେ ଏହି ବ୍ୟବସ୍ଥା ଲାଗୁ ହେଉଛି କି ନାହିଁ । ସେହି ସଂମ୍ପର୍କ ରେ କଲେଜ କତୃପକ୍ଷ ରିପୋର୍ଟ ପ୍ରଦାନ କରିବା ପରେ ଅନୁଧ୍ୟନ କମିଟି ସଦସ୍ୟ ମାନଙ୍କୁ ଚୁଡାନ୍ତ ରିପୋର୍ଟ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *