ଭାଲେଣ୍ଟାଇନ ଡେରେ ଭୁବନେଶ୍ୱର ହୋଟେଲରେ ଏମିତି କାମ କରୁଥିଲେ ଯୁବକ ଯୁବତୀ । ଧରା ପଡିଲେ ପୋଲିସ ହାତରେ

bvg

କଥାରେ ଅଛି ପ୍ରେମ ଶାସ୍ୱତ । ଏହି ପ୍ରେମ ପାଇଁ କେତେ କେତେ ଲୋକ କେତେ ବନ୍ଧ ବଡ ଡେଇଁ ଜାଇଛନ୍ତି । ପୁରାଣ ଠୁ ଆରମ୍ଭ କରି ବର୍ତ୍ତମାନର 21 ବିଂଶ ଶତାର୍ଧ୍ଧିରେ ମଧ୍ୟ ଏହାର ଅନେକ ଉଦାହରଣ ରହିଅଛି । କେତେବେଳେ ଏହି ପ୍ରେମ ପାଇଁ କିଏ ନିଜର ଜିବନ ହାରି ଦେଇଛି ତ କେତେବେଳେ କିଏ ଏହି ପ୍ରେମ ପାଇଁ ଦୁନିଆରେ ସମସ୍ତଙ୍କୁ ଭୁଲି ଜାଇଛି ।

ତେବେ ଆଜିର ଏହି ଆଧୁନିକ ସଭ୍ୟତାରେ ଅନେକ ଲୋକ ପ୍ରେମ କରୁଛନ୍ତି ଓ ଏହା ସହିତ ପ୍ରେମ ବିବାହ ମଧ୍ୟ କରୁଛନ୍ତି । ତେବେ ଏହି ପ୍ରେମକୁ ମାନିବା ବା ପାଳନ କରିବା ପାଇଁ ଫ୍ରେବୃଆରୀ ମାସ ଦ୍ୱୀତିୟ ସପ୍ତାହକୁ ଭାଲେଣ୍ଟାଇନ ସପ୍ତାହ ରୁପେ ପାଳନ କରାଜାଇଥାଏ । ଏହି ଭାଲେଣ୍ଟାଇନ ସପ୍ତାହରେ ଅନେକ ପ୍ରମି ଯୁଗଳ ଅନେକ ଢଙ୍ଗରେ ନିଜର ପ୍ରମକୁ ସେଲି ବ୍ରେଟ କରିଥାନ୍ତି ।

କିଏ ଫୁଲ ତୋଡା ଦେଇ ନିଜର ପ୍ରେମ ଜାହିର କରେ ତ , ଅନ୍ୟ କେହି ଅନ୍ୟ କୌଣସି ଉପାୟରେ ନିଜର ପ୍ରମକୁ ଜାହିର କରିଥାଏ । ତେବେ ଏହି ଭାଲେଣ୍ଟାଇନ ଡେକୁ କିଛି ପ୍ରେମି ଜୁଗଳ ଭୁବନେଶ୍ୱରର ଏକ ହୋଟେଲରେ ସେଲିବ୍ରେଟ କରୁଥିବା ବେଳେ ପୋଲିସ ହୋଟେଲ ରେ ଟଢାଉ କରିଥିଲା ।

ତେବେ ସେହି ପ୍ରମି ଯୁଗଳଙ୍କ ମଧ୍ୟରେ କେତେକ ଯୋଡି 18 ବର୍ଷରୁ ଉପରେ ହୋଇଥିବା ବେଳେ , କେତେକ ଯୋଡି 18 ବର୍ଷରୁ କମ ବୟସର ଥିବା କଥା ସୁଚନା ମିଳିଛି । ଏମିତି ନାବାଳକ ଯୁବକ ଯୁବତୀଙ୍କୁ ବିନା କୌଣସି ପ୍ରମାଣ ପତ୍ରରେ ହୋଟେଲ ରେ କିଏ ରହିବାର ଅନୁମତି ଦେଲା ବୋଲି ପୋଲିସ ପ୍ରଶ୍ନ କରିଥିଲେ ।

ସେ ମାନଙ୍କ ମଧ୍ୟରୁ କେତେକ ଯୁବତି ଓ ।ୁବକଙ୍କୁ ପୋଲିସ ଆରେଷ୍ଟ କରିବା ସହିତ ତାଙ୍କ ପରିବାର ଲୋକଙ୍କ ସହିତ କଥା ମଧ୍ୟ ହୋଇଥିବାର ସୁଚନା ମିଳିଛି । ତେବେ ଏହି ବିଷୟରେ ଆପଣଙ୍କର ମତା ମତ କଣ ଆମକୁ କମେଣ୍ଟ କରି ନିଶ୍ଚିନ୍ତ ରୁପେ ଜଣାଇବା ସହିତ ଏହାକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କ ପାଖେରେ ପହଞ୍ଚାଇବାରେ ଆମକୁ ସାହାର୍ଯ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *