ବିଜୁ ପକ୍କାଘର ଯୋଜନା ରେ ଘର ମରାମତି ପାଇଁ 8000 ଟଙ୍କା ଏହି ଦିନ ହିତାଧିକାରୀ ଙ୍କ ଏକାଉଣ୍ଟ କୁ ଆସିବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ବିଜୁ ପକାଘର ପାଇଛନ୍ତି କିମ୍ବା ଆପଣ ମନେ ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ପାଇଛନ୍ତି ତାହାଲେ ଏବେ ବିଜୁ ପକାଘର ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ନେଇକି ରାଜ୍ୟ ସରକାର ତରଫ ରୁ ବହୁତ ବଡ଼ ଘୋଷଣା କରାଯାଇଛି । ତେବେ ବନ୍ଧୁଗଣ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେଉଁ ମାନେବି ରାସନକାର୍ଡ ଧାରି ହେଲେ ସେମାନଙ୍କୁ କୋଭିଡ ସହାୟତା ର ଏକ ହଜାର ପ୍ରଦାନ କରାଯିବ ଏବଂ ତାପରେ ରାଜ୍ୟ ସରକାର ତରଫରୁ ବିଜୁ ପକାଘର ଏବଂ ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ନେଇକି ବହୁତ ବଡ଼ ଘୋଷଣା କରା ଯାଇଛି ।

navin

ଯଦି ଆପଣ ମାନେ ବିଜୁ ପକାଘର ପାଇଛନ୍ତି କିମ୍ବା ଆପଣଙ୍କୁ ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ପାଇଛନ୍ତି ତାହାଲେ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ । ବନ୍ଧୁଗଣ ଯଦି ଆପଣ ମାନେ ବିଜୁ ପକାଘର ପାଇଛନ୍ତି ତାହାଲେ ଏବେ ରାଜ୍ୟ ସରକାର ତରଫରୁ ବିଜୁ ପକାଘର ନେଇ ବହୁତ ବଡ଼ ଘୋଷଣା କରା ଯାଇଛି ।

ଯେଉଁ ମାନେ ବିଜୁ ପକାଘର ପାଇଛନ୍ତି ସେମାନଙ୍କୁ ବିଜୁ ପକାଘର ମରାମତି କରିବା ପାଇଁ ତିନି ହଜାର ଟଙ୍କା ପ୍ରଦାନ କରାଯିବ ତା ସହିତ କେନ୍ଦ୍ରିୟ ଯୋଜନା ରେ ଯେଉଁ ମାନେବି ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ପାଇଚନ୍ତି ସେମାନେ ପାଞ୍ଚ ହଜାର ଟଙ୍କା ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ମରାମତି କରିବା ପାଇଁ ପ୍ରଦାନ କରାଯିବ ଯାହାକି ପ୍ରାୟ ଆମ ରାଜ୍ୟରେ 30 ଲକ୍ଷ ପରିବାର ଉପକୃତ ହୋଇ ପାରିବେ ।

naveen

କିନ୍ତୁ ବନ୍ଧୁଗଣ ଏହମ ସହାୟତା ରାଶି କେବେ ପ୍ରଦାନ କରାଯିବ ସେମିତି କିଛି ରାଜ୍ୟ ସରକାର ତରପରୁ ସୂଚନା ମିଳିନାହିଁ । ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ଅଛି ନିର୍ବାଚନ ପୂର୍ବରୁ ସରକାର ଏହି ସହାୟତା ରାଶିକୁ ପ୍ରଦାନ କରି ପାରନ୍ତି ଯଦି ପ୍ରଦାନ କରୁ ନାହାନ୍ତି ତେବେ ପଞ୍ଚାୟତ ନିର୍ବାଚନ ସରଲା ପରେ ଏହି ସହାୟତା ରାଶି ପ୍ରଦାନ କରାଜାଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *