ଗୋଟିଏ ପୁଅ ପାଇଁ ଭାଲେନ୍ ଣ୍ଟାଇନ ଡେ ରେ ରକ୍ତ ମୁଖା ହୋଇଗଲେ ଦୁଇ ଓଡିଆ ଯୁବତି । ଦେଖନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓ

aswe1

କଥାରେ ଅଛି ପ୍ରେମ ଶାସ୍ୱତ । ଏହି ପ୍ରେମ ପାଇଁ କେତେ କେତେ ଲୋକ କେତେ ବନ୍ଧ ବଡ ଡେଇଁ ଜାଇଛନ୍ତି । ପୁରାଣ ଠୁ ଆରମ୍ଭ କରି ବର୍ତ୍ତମାନର 21 ବିଂଶ ଶତାର୍ଧ୍ଧିରେ ମଧ୍ୟ ଏହାର ଅନେକ ଉଦାହରଣ ରହିଅଛି । କେତେବେଳେ ଏହି ପ୍ରେମ ପାଇଁ କିଏ ନିଜର ଜିବନ ହାରି ଦେଇଛି ତ କେତେବେଳେ କିଏ ଏହି ପ୍ରେମ ପାଇଁ ଦୁନିଆରେ ସମସ୍ତଙ୍କୁ ଭୁଲି ଜାଇଛି ।

ତେବେ ଆଜିର ଏହି ଆଧୁନିକ ସଭ୍ୟତାରେ ଅନେକ ଲୋକ ପ୍ରେମ କରୁଛନ୍ତି ଓ ଏହା ସହିତ ପ୍ରେମ ବିବାହ ମଧ୍ୟ କରୁଛନ୍ତି । ତେବେ ଏହି ପ୍ରେମକୁ ମାନିବା ବା ପାଳନ କରିବା ପାଇଁ ଫ୍ରେବୃଆରୀ ମାସ ଦ୍ୱୀତିୟ ସପ୍ତାହକୁ ଭାଲେଣ୍ଟାଇନ ସପ୍ତାହ ରୁପେ ପାଳନ କରାଜାଇଥାଏ । ଏହି ଭାଲେଣ୍ଟାଇନ ସପ୍ତାହରେ ଅନେକ ପ୍ରମି ଯୁଗଳ ଅନେକ ଢଙ୍ଗରେ ନିଜର ପ୍ରମକୁ ସେଲି ବ୍ରେଟ କରିଥାନ୍ତି ।

ହେଲେ ଏହା ଭାଲେଣ୍ଟାଇନ ଡେ ରେ ନିଆଁ ଭଳି ଭାଇରାଲ ହେଉଛି ଓଡିଶାର ଏକ କଲେଜର ଭିଡିଓ । ଯେଉଁ ଭିଡିଓରେ ଦୁଇଟି ଜୁବତୀ ଗୋଟିଏ ପୁଅ ପାଇଁ କ୍ଲାସ ରୁମରେ ଝଗଡା କରୁଥିବାର ଭିଡିଓ ଏବେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓରେ ଦୁଇ ଯୁବତୀ ନିଜ ନିଜ ଭିତରେ ଝଗଡା କରିବା ସହିତ କ୍ଲାସ ରୁମରେ ଚୁଟି ଧରା ଧରି ହୋଇ ଗଡି ଜାଉଥିବାର ଦେଖିବାକୁ ମିଳିଛି । ତଳେ ଆପଣ ଏହି ଭିଡିଓ ଦେଖି ପାରୁଥିବେ ।

ତେବେ ସୁଚନା ମୁତାବକ ଏହା ଓଡିଶାର କେନ୍ଦ୍ରାପଡା ଜିଲ୍ଲା ଏକ କଲେଜର ଦୃଶ୍ୟ । ଗୋଟିଏ ଯୁବକଙ୍କୁ ଦୁଇଚି ଜୁବତୀ ଭଲ ପାଉଥିଲେ ଏବଂ ତାକୁ ପାଇବାକୁ ଉଭୟଙ୍କ ମଧ୍ୟରେ ଲାଗି ଜାଇଥିଲା ଝଗଡା , ଆଉ ଯେଉଁ ଝଗଡା ଶେଷରେ ରକ୍ତାତରେ ପରିଣତ ହୋଇଥିଲା ।

ତେବେ ଏହି ଭିଡିଓ ସମ୍ପର୍କରେ ଆପଣଙ୍କର ମତା ମତ କଣ ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବା ସହିତ ଅଧିକରୁ ଅଧିକ ଏହାକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚିବାରେ ସାହାର୍ଯ୍ୟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *