ଶରୀରର ଏହି ଅଙ୍ଗରେ ବାନ୍ଧନ୍ତୁ କଳା ସୂତା,ସବୁ ଜିନିଷ ରହିବ ଆପଣଙ୍କ ପାଦ ତଳେ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ପୁଅ ମାନଙ୍କୁ ଗୋଡ ରେ କଳା ସୂତା ଏବଂ ଝିଅ ମାନଙ୍କୁ ହାତ ରେ ଏହି କଳା ସୂତା ର ବାନ୍ଧି ଥିବାର ଆପଣ ମାନେ ଦେଖି ଥିବେ ହେଲେ କଣ ଆପଣ ମାନେ ଏହାକୁ କେବେ ବି ଜାଣିବା ପାଇଂ ଚେଷ୍ଚା କରିଛନ୍ତି କି । ଏହି କଳା ସୂତା ବାନ୍ଧିବାର କାରଣ କଣ । ଯଦି ନାହିଁ । ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆସନ୍ତୁ । ସେମିତି ରେ କହିବା ପାଇଁ ଗଲେ ଶାସ୍ତ୍ର ଅନୁସାରେ ଏହି କଳା ସୂତା ବିଷୟ ରେ ଜାହା କୁହା ଜାଇଛି । ଏହା ନାକାରାତ୍ମକ ଶକ୍ତି କୁ ଆମ ନିକଟ ରୁ ସଂମ୍ପର୍ଣ୍ଣ ଭାବେ ଦୂର କରି ଥାଏ । ଆପଣ ମାନେ ଏହା କୁ ଶରୀରର ର ଯେକୈଣସି ବି ସ୍ଥାନ ରେ ବାନ୍ଧିଲେ ଆପଣ ମାନେ ଆପଣ ମାନଙ୍କ ଉପରେ ପଡୁ ଥିବା ଖରାପ୍ ଉର୍ଜା ଠାରି ସଂମ୍ପର୍ଣ୍ଣ ଭାବେ ବଞ୍ଚି ପାରିବେ ।

ଦୁନିଆଁ ରେ ବହୁତ ଲୋକ ମାନେ ରହିଥାନ୍ତି । ତେବେ ସେମିତି କ୍ଷେତ୍ର ରେ ସମସ୍ତ ଙ୍କ ନଜର ସବୁ ବେଳେ ସମାନ ପରିମାଣ ରେ ହୋଇ ନ ଥାଏ । କିଛି ଲୋକ ମାନଙ୍କ ନଜର ରେ କେବଳ ନାକାରାତ୍ମର ଉର୍ଜା ରହି ଥାଏ । ଆଜି ଆମେ ଯେଉଁ ସମାଜରେ ବଢ଼ୁଛୁ ସେଥିରେ ଛଳନା କପଟ ଲାଳଶା କ୍ରୋଧ ଏବଂ ହିଂସା ଯେପରି ଭାବନା ଲୋକଙ୍କ ଭିତରେ ଅଧିକ ପ୍ରଚଳିତ ଅଟେ। ଏପରି ଆମର ଗୁରୁଜନଙ୍କ ଦ୍ୱାରା ସୁଚା ଯାଇଥିବା କିଛି କଥା ହିଁ ଆମର କାମରେ ଆସିଥାଏ। ଏହି ଜିନିଷକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ କଳା ସୂତା ସହିତ ଜଡ଼ିତ କିଛି ଏପରି ଉପାୟ ଯେଉଁଥିରେ ଆପଣଙ୍କର ନାକାରାତ୍ମକତା ଦୂର ହୋଇଯିବ।

black thread

ଯଦି ଆପଣଙ୍କର ଜୀବନରେ ବି ଆପଣ ଏହା ଅନୁଭବ କରୁଛନ୍ତି କୌଣସି ଖରାପ ନଜର ଆପଣଙ୍କର ରାସ୍ତା ରକୁଛି କିମ୍ବା ଆପଣଙ୍କର ପରିବାରକୁ ଆପଣଙ୍କର ଘରର ସୁଖ ଶାନ୍ତିକୁ କାହାର ନଜର ଲାଗିଯାଇଛି ତ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ଏବଂ ଏହି ଉପାୟକୁ ନିଶ୍ଚୟ ଆପଣାନ୍ତୁ। ତେବେ ଆସନ୍ତୁ ଆପଣଙ୍କୁ ଜଣେଇବୁ କି କଳା ସୂତା ସହିତ ଜଡ଼ିତ କିଛି ଉପାୟ ବିଷୟରେ।

ତେବେ ପ୍ରଥମେ ଆପଣ ମାନଙ୍କୁ ଜଣେଇ ଦେବୁ କି କଳାରଙ୍ଗ ନାକାରାତ୍ମକ ଉର୍ଜା କୁ କମ୍ କରେ । ଏହିଥି ପାଇଁ କଳାଟୀକା , କଳା କପଡା , କଳା ରଙ୍ଗର ଜିନିଷ ବ୍ୟବହାର କରିବା ପାଇଁ କୁହାଯାଏ । ଯଦି ଆପଣଙ୍କ ଘରେ ଝଗଡା ବଢୁଛି । ଅକାରଣ ରେ ମନମାଳିନ୍ୟ ଆପଣ ମାନଙ୍କ ମଧ୍ୟ ରେ ହେଉଥାଏ । ତେବେ ଶନିବାର ଦିନ ଆପଣ ମାନେ ମହାରାଜ ମନ୍ଦିର କୁ ଜାଇ ଏକ ମିଟର କଳାସୂତା ନେଇ ତା ଉପରେ 108 ଟି ଗଣ୍ଠୀ ବାନ୍ଧନ୍ତୁ । ସବୁ ଗଣ୍ଠୀ ବାନ୍ଧିବା ବେଳେ ଓଁ ଶନିଶ୍ଚରାୟ ନମଃ ଜପ କରନ୍ତୁ। ତେବେ ଏହି ସୂଚନା ଦ୍ୱାରା ଜଣେଇ ଦେବୁ କି ଏହି କଳାସୂତା କୁ ଆପଣ ମାନେ ଘରର ମୂଖ୍ୟ ଦ୍ୱାର ରେ ବାନ୍ଧି ଦିଅନ୍ତୁ । ଦେଖିବେ ଘରକୁ ନାକାରାତ୍ମକ ଉର୍ଜା ର କେବେ ବି ପ୍ରବେଶ କରିବ ନାହିଁ ।

black

ଗର୍ଭବତୀ ମହିଳାଙ୍କୁ ସବୁବେଳେ ଜଲଦି ନଜର ଲାଗିଯାଏ। କେତେଥର ତାଙ୍କର ଆସିବାକୁ ଥିବା ପିଲା ଦେହରେ ଖରାପ ପ୍ରଭାବ କିମ୍ଵା ଖରାପ ନଜର ପଡିଯାଇଥାଏ। କଳା ସୂତାକୁ ଗର୍ଭବତୀ ମହିଳାଙ୍କୁ ଯେତିକି ସେତିକି ମାପିକି ନେଇଯିବେ ଆପଣ ସେହି ସୂତାକୁ 3 ଥର ତାଙ୍କର ଚାରିପଟେ ବୁଲେବ ନେଇ ସେହି ସୂତାକୁ ବରଗଛ କିମ୍ବା ନଦୀରେ ବିସର୍ଜନ କରିଦିଅନ୍ତୁ। ଏହି ଉପାୟ ପିଲା ଜନ୍ମ ହେବାଯାଏଁ କରନ୍ତୁ। ଏଥି ଦ୍ୱାରା ଗର୍ଭବତୀ ମହିଳାଙ୍କର ଆଖପାଖରେ କୈଣସି ଖରାପ ନଜର ଆସିପାରିବ ନାହିଁ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *