ଆଜିଠୁ ଲାଗୁ ହୋଇଗଲା ଏହି ନୁଆ ନିୟମ , ନିଶ୍ଚୟ ଜାଣି ନିଅନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ବ୍ୟଙ୍କ୍ ଗ୍ରାହାକ ମାନଙ୍କ ପାଇଁ କିଛି ବଡ ଖବର । ଯଦି ଆପଣ ମାନଙ୍କର SBI ଅର୍ଥାତ ଷ୍ଟେଟବ୍ୟାଙ୍କ୍ ରେ ଏକାଉଣ୍ଟ ରହିଛି ତେବେ ଏମିତି ପଞାବ ନେସନାଲ ବ୍ୟଙ୍କ୍ ଏବଂ ବ୍ୟଙ୍କ୍ ଅଫ୍ ବୋରଦା ରେ ଏକାଉଣ୍ଟ ରହିଛି ତେବେ ଏବେ କିଛି ନୂଆ ନିୟମ ଆସିଛି ଯାହାକି 1 ଫେବୃଆରୀ ରୁ ଲାଗୁ ହେବାକୁ ଯାଉଛି । ଯାହା ପାଇଁ ଆପଣ ମାନଙ୍କୁ ଦେବାକୁ ହେବ ଏକ୍ସଟ୍ରା ଚାର୍ଜ ।

ତେବେ ଆସନ୍ତୁ ଜାଣି ନେବା ଏହି 3 ଟି ବ୍ୟାଙ୍କ୍ ରେ କଣ ଲାଗୁ ହେବ ନୂଆ ନିୟମ । ତେବେ ପ୍ରଥମେ ଦେଖନ୍ତୁ ବ୍ୟାଙ୍କ୍ ଅଫ ବୋରଦା ପାଇଁ ସୂଚନା ଜାହାକି ଚେକ କ୍ଲିୟରାନ୍ସ ରେ ଏହି ପରିବର୍ତନ ହେବ ଆଗାମୀ ଫେବୃଆରୀ ରୁ ଚେକ୍ କ୍ଲିୟରାନ୍ସ ସହିତ ଯୋଡିତ ନିୟମ ରେ ପରିବର୍ତନ ହେବାକୁ ଯାଉଛି । ବ୍ୟଙ୍କ୍ ପକ୍ଷରୁ ଦିଆଯାଇଥିବା ସୂଚନା ଆଧାର ରେ 1 ଫେବୃଆରୀ ରୁ ଚେକ୍ ପେମେଣ୍ଟ ପାଇଁ କୋନଫ୍ରେନ୍ସ ଅନିର୍ବାଜ୍ୟ ହେବ ।

sbi bank

କୋନଫ୍ରେନ୍ସ ନାହିଁ ତେବେ ଚେକ୍ କୁ ଫେରସ୍ତ ବି ନିଆଜାଇ ପାରିବ । ସେହି ପରି ତୃତୀୟ ରେ ଦେଖନ୍ତୁ SBI ଗ୍ରାହାକ ମାନଙ୍କ ପାଇଁ ସତର୍କ ସୂଚନା 1 ଫେବୃଆରୀ ରୁ ଲାଗିବ ଅଧିକ ଚାର୍ଜ । ଯଦି ଆପଣ ମାନେ SBI ର ଗ୍ରାହାକ ତେବେ ଆପଣ ମାନଙ୍କ ଟଙ୍କା ଟ୍ରାନ୍ସଫର ସ୍ଥାନ ରେ ଚାର୍ଜ ଦେବାକୁ ହେବ । SBI ୱେବସାଇଟ ଅନୁସାରେ ବ୍ୟାଙ୍କ୍ 1 ଫେବୃର୍ଆରୀ 2022 ରୁ IMPS ଟ୍ରାଞାକ୍ସନ ଏକ ନୂଆ ଶ୍ଲାମ୍ ଯୋଡିଛି । ଯାହା 2 ଲକ୍ଷ ରୁ 5 ଲକ୍ଷ ଟଙ୍କା ଯାଏ ରହିଛି ।

ତେବେ ଆସନ୍ତା ମାସରୁ SBI ଏକାଉଣ୍ଟ କୁ IMPS ଟ୍ରାଞାକ୍ସନ ମାଧ୍ୟମ ରେ ଟଙ୍କା ପଠେଇଲେ 20 ଟଙ୍କା ସହିତ GST ଚାର୍ଜ ଲାଗିବ । ଏହିଥି ପାଇଁ ଆପଣ ମାନଙ୍କୁ ଅଧିକ ଚାର୍ଜ ଦେବାକୁ ହେବ । ତୃତୀୟ ରେ ହେଲା ପଞାବ ନେସନାଲ ବ୍ୟଙ୍କ୍ ମାନଙ୍କ ପାଇଁ ସୂଚନା ତେବେ ଡେବିଟ ଫେଲ ହେବାର 250 ଟଙ୍କା ଲାଗିବ ଚାର୍ଜ । ପଞାବ ନେସନାଲ ବ୍ୟଙ୍କ୍ ବି ଆସନ୍ତା ମାସରୁ କିଛି ନିୟମ ରେ ପରିବର୍ତନ କରିବା ପାଇଁ ଯାଉଛି ।

sbi

ତେବେ ପଞାବ ନେସନାଲ ବ୍ୟଙ୍କ୍ ର ନିୟମ ଅନୁସାରେ 1 ଫେବୃଆରୀ ରୁ ଆପଣ ମାନଙ୍କ ଅକାଉଣ୍ଟ ରେ କୈଣସି ଡେବିଟ ଏବଂ କ୍ରେଡଟ ର ଟ୍ରାଞାକ୍ସନ ନଥିବା କାରଣ ରୁ ଫେଲ୍ଡ ହେଲେ ଏହିି ପାଇଁ ଆପଣ ମାନଙ୍କୁ 250 ଟଙ୍କା ଚାର୍ଜ ଲାଗିବ । ତେବେ ଏହା ଥିଲା 3 ଟି ବ୍ୟାଙ୍କର ବଡ ଅପଡେଟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *