ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଶିକ୍ଷିତ ସମାଜ ଏବଂ ଯୁବ ପିଢି ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଗଲାଣୀ । ଆଜିର ସମୟ ରେ ଯଦି ଯୁବପୀଢି ଙ୍କୁ ଦେଖିବା ପାଇଁ ଯିବା ତେବେ ସେମାନଙ୍କ ପ୍ରେମ ଏକ ଛଳନା ଅଟେ । ଏହା ସହିତ ଅଭିନୟ,ପ୍ରତାରଣା ରହିଛି । ପ୍ରକୃତ ଭଲ ପାଇବା କେହି ବି ପାଇ ପାରୁ ନାହାଁନ୍ତି । ଯିଏ ପ୍ରକୃତ ଭଲ ପାଉଛି ସେ ଅସୁବିଧାର ସମ୍ମୁଖୀନ ହେଉଛି ।
ଯେତେ ବେଳେ ଜଣେ ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛି । ପ୍ରତାରଣା ସହି ନପାରି ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରକାର ଅଘଟଣା ଘଟାଉଛନ୍ତି। ଯାହା ପାଇଁ ସୈମ୍ୟର ଏପରି ଘଟଣା ଘଟିଛି। ତେବେ ଆସନ୍ତୁ ଜାଣିବା ସେ ଘଟଣା ସମ୍ପର୍କରେ। ସୋସିଆଲ ମିଡ଼ିଆରେ ଭାଇରଲ ବହୁତ ଜୋରରେ ହେଉଛି ସୈମ୍ୟ ଓ ସୋନାଲି ଘଟଣା। ଏହି ସମୟରେ ଯୁବ ବ୍ୟବସାୟୀ ସୈମ୍ୟଙ୍କର ନୂଆ ନୂଆ ଟୁଇଷ୍ଟ କିମ୍ବା ତଥ୍ୟ ବାହାରକୁ ଆସୁଛି। ତାଙ୍କର ଆ-ତ୍ମ-ହ-ତ୍ୟା ପାଇଁ ଯିଏ ଦାୟୀ ତାଙ୍କୁ ଆଜିଯାଏ ତଦନ୍ତ ପରିସର ଭୁକ୍ତ କରା ଯାଇପାରି ନାହିଁ। ଏହା ମଧ୍ୟ ରେ ଆଉ ଏକ ତଥ୍ୟ ଆସିଛି ଯେ ସୈମ୍ୟ ସୋନାଲୀ ଙ୍କୁ ଏତେ ଭଲ ପାଉଥିଲେ ଯେ ତାଙ୍କ ପାଇଁ କିଛି ବି କରିବାକୁ ଆଗେଇ ଆସୁଥିଲେ ।
ସୋନାଲୀ ପାଇଁ ସେ ବହୁତ ଚିନ୍ତା କରୁଥିଲେ । ସେ କେତେ ବେଳେ ଖାଇବେ ସେ କେତେ ବେଳେ ଔଷଧ ଖାଇବେ । ସେ ସବୁ ସମୟ ରେ ତାଙ୍କ ପାଖରେ ରହୁଥିଲେ । ନିଜର ଯତ୍ନ ନେବା ଅପକ୍ଷା ସେ ତାଙ୍କର ବେଶୀ ଯତ୍ନ ନେଉଥିଲେ । କିନ୍ତୁ ସେହି ସବୁ କୁ ସେ ବୁଝି ପାରି ନଥିଲେ ଯାହା ପାଇଁ ସୈମ୍ୟ ଙ୍କୁ ବହୁତ କଷ୍ଟ ହୋଇଥିଲା । ଆତ୍ମହତ୍ୟା ପୂର୍ବରୁ ସେ ବହୁତ କଷ୍ଟ ସହିଛନ୍ତି ଏବଂ ବହୁତ ଥର କଲ୍ ଏବଂ ମେସେଜ୍ ମଧ୍ୟ କରିଛନ୍ତି । ହେଲେ ଶେଷରେ ମଧ୍ୟ ତାଙ୍କ ଶୁଣି ନାହାନ୍ତି କି କଥା ହୋଇ ନାହାଁନ୍ତି।
ତାଙ୍କ ଭଲ ପାଇବାକୁ ସେ ବୁଝି ପାରି ନଥିଲେ ଏବଂ ସେ ନିଜକୁ ବହୁତ ଥର ବୁଝେଇବାକୁ ଚେଷ୍ଟା କରିଲେ ଆଉ ତାଙ୍କ ମା ସହିତ କଥା ହୋଉଥିଲେ ମଧ୍ୟ ପରି ଶେଷରେ କିଛି ହୋଇ ନଥିଲା ସମାଧାନ। ଆଉ ଏହି ସବୁ ଘଟଣା କୁ ସହ୍ୟ କରି ନ ପାରି ସେ ସୁଇସାଇଡ଼ କରିବାକୁ ବାଧ୍ୟ ହୋଇଥିଲେ । ବର୍ତମାନ ସୈମ୍ୟ ମାଆ କହିଛନ୍ତି ଶେଷ ଥର ପାଇଁ ଯଦି ସୋନାଲୀ ଙ୍କ ମାଆ ଚାହିଁଥାନ୍ତେ । ତେବେ ମୋ ପୁଅ କୁ ସେ ବଞ୍ଚେଇ ଦେଇ ପାରିଥାନ୍ତେ । ସେ ଆଜିବି ମୋ ପାଖରେ ଥାଆନ୍ତା ।
ସେହି ସମୟ ରେ ସୋନାଲୀ ଙ୍କ ମାଆ ଯଦି ମତେ କଲ କରି ଏହି ବିଷୟ ରେ କହିଦେଇଥାନ୍ତେ ଆଜି ସୈମ୍ୟ ଏମିତି କିଛି କରି ପାରି ନଥାନ୍ତା । ଏହା ମଧ୍ୟ ରେ ସୈମ୍ୟ ଙ୍କ ମାଆ କହିଛନ୍ତି ସବୁ ଜାଣି ଥିବେ ସୋନାଲୀ ଙ୍କ ପରିବାର ଲୋକେ ଆଉ ତାଙ୍କର ମାଆ ଝିଅ କେହି ବି କିଛି ଆମକୁ କହିଲେ ନାହିଁ । ସେମାନଙ୍କ ପାଇଁ ଆଜିବି ମୋ ପୁଅ ଆଉ ନାହିଁ , ହେଲେ ମୋ ପାଇଁ ସେ ରହିଛି ଏମିତି ବହୁତ କିଛି କହି ସୈମ୍ୟ ଙ୍କ ମାଆ କାନ୍ଦୁଥିଲେ ।
ଏମିତି ଘଟଣାରେ ସୈମ୍ୟ ଙ୍କୁ କେମିତି ନ୍ୟାୟ ମିଳିବ ସେହି ବିଷୟରେ ନିଶ୍ଚିତ ଚିନ୍ତା କରିବା କଥା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।