ରାଇମୋହନ ଙ୍କ ମୁହଁ ରୁ ତାଙ୍କ ଲଭଷ୍ଟୋରୀ କହିଲା ବେଳେ ଲାଜେଇ ଗଲେ ସ୍ତ୍ରୀ, ହସି ହସି ଗାଡ଼ିଯିବେ ଦେଖନ୍ତୁ ଭିଡ଼ିଓ

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ରେ ଏମିତି ବହୁତ କଳାକାର ମାନେ ରହିଛନ୍ତି ଯେଉଁ ମାନଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରୁ ଅଭିନେତା ରାଇମୋହନ ପରିଡା ଅନ୍ୟତମ ଅଟନ୍ତି । ବର୍ଷୀୟାନ କଳାକାର ଭାବରେ ଅଭିନେତା ରାଇମୋହନ ତାଙ୍କର କଳାକାର ଜୀବନ କୁ ବହୁତ ସଫଳତାର ସହିତ ଆଗେଇ ନେବାରେ ସଫଳ ହୋଇଛନ୍ତି। ତାଙ୍କର କଳା ଏବଂ ବ୍ୟକ୍ତିତ୍ଵ ରେ ସେ ବଡ଼ ନାମ କରିଛନ୍ତି । ଏବେ ସେ ପ୍ରତିଟି ଓଡ଼ିଆର ହୃଦୟରେ ରାଜ୍ କରୁଛନ୍ତି, ସେ ତାଙ୍କର ଆକର୍ଷଣୀୟ ଅଭିନୟ ପାଇଁ ଓଡିଶାର ପ୍ରତିଟି ଘରେ ଘରେ ସେ ସମସ୍ତଙ୍କ ପ୍ରିୟର କଳାକାର ।

ଖଳନାୟକ ଚରିତ୍ରରେ ସେ ଅନେକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି। ଅଭିନୟ ରେ ସେ ଖଳନାୟକ ର ଚରିତ୍ର ସେ କରିଥାନ୍ତି କିନ୍ତୁ । ବାସ୍ତବ ଜିବନ ରେ ସେ ଜଣେ ହୃଦୟ ବାନ ମଣିଷ ଅଟନ୍ତି । ତାଙ୍କର ଜିବନ ବାସ୍ତବ ଜିବନ ରେ ଅତଳନିୟ ଅଟେ । ଏହି ଭଳି ସେ ଜଣେ କଳାକାର ଆମ ଓଡ଼ିଶାକୁ ବେଶ୍ ଗୈରବ ଆଣି ଦେଇଛନ୍ତି । ଏହି ଭେଟରାନ ଅଭିନେତା ଜଣଙ୍କ ତାଙ୍କର କଳାକାର ଜୀବନରେ ଅନେକଙ୍କ ହୃଦୟକୁ ଜିଣିବାରେ ସଫଳତା ହାସଲ କରିଛନ୍ତି ।

Raimohan

ଓଡିଆ ଚଳଚ୍ଚିତ୍ର ଜଗତକୁ ତାଙ୍କ ଅବଦାନ ଅନେକ ରହିଛି। କାହିଁ କେତେ ବର୍ଷ ଧରି ସେ ତାଙ୍କର ଅଭିନୟର ଜଲୱା ଦେଖାଇ ଆସୁଛନ୍ତି। ସେ ଏପରି ଜଣେ କଳାକାର ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନରଂଞୀନ ର ସୁରାକ ଯୋଗାଇଥାନ୍ତି। କେବଳ ଫିଲ୍ମ ଦୁନିଆଁ ନୁହେଁ ବିଗତ କିଛି ବର୍ଷ ହେଲା ସେ ଯାତ୍ରା ଦୁନିଆଁ ରେ ମଧ୍ୟ ସେ ତାଙ୍କର ଅଭିନୟ ପାଇଁ ସେ ବହୁତ ପରିଚିତ ଚେହେରା ଭାବେ ପରିଚିତ ଅଟନ୍ତି । ତାଙ୍କୁ ଯାତ୍ରା ପେଣ୍ଡେଲ ରେ ଅତି ପାଖରେ ଦେଖି ଲୋକ ମାନେ ବହୁତ ପରିମାଣ ରେ ଖୁସୀ ମଧ୍ୟ ହୋଇଛନ୍ତି ।

ରାଇମୋହନ ବୁଲି ବୁଲି ତାଙ୍କ ଘର ଦେଖାଇଛନ୍ତି। ଏବେ ତାଙ୍କ ଘରକୁ ବୁଲିଜାଇଛନ୍ତି । ଶ୍ରୀରାମ ଏବଂ ତାଙ୍କର ସାକ୍ଷାତକାର ନେଇଛନ୍ତି । ଏବଂ ତାଙ୍କର ଅନେକ କଥା କୁ ମଧ୍ୟ ସେୟାର କରିଛନ୍ତି । ତାଙ୍କର ପ୍ରେମ କାହାଣୀ ବିଷୟ ରେ ସେ କହିଛନ୍ତି ଯେ । ସେ କେମିତି ଧର୍ମ ପତ୍ନୀ ଙ୍କୁ ପ୍ରେମ ବିବାହ କରିଥିଲେ । ପୂରା ପରିବାର ସହିତ ସେ ବହୁତ ଖୁସୀରେ ରହିଛନ୍ତି । ତାଙ୍କର ଏହି କଳାକାର ଜିବନ କେମିତି ଆରମ୍ଭ ହେଲା ସେ କେମିତି ଭାବେ ନାଟକ ସିଖିଲେ । ତାଙ୍କ ଗୁରୁ ତାଙ୍କୁ କେମିତି ଶିକ୍ଷା ପାଇଲେ । ସେହି ନାକଟ ରେ କେମିତି ଭାବେ ସେ ନିଜ ସ୍ତ୍ରୀ ଙ୍କୁ ଭଲ ପାଇ ବସିଥିଲେ ।


ଆଉ ଏମିତି ସ୍ଥିତି ଥିଲା ଯେତେ ବେଳେ ତାଙ୍କୁ ତାଙ୍କ ବାପା ମାଆ ଙ୍କ ହାତ ଛାଡି ଆସିବାକୁ ପଡିଥିଲା । ପରେ ସେ ତାଙ୍କ ସ୍ତ୍ରୀ ଙ୍କ ହାତ ଧରିଥିଲେ ଭଲପାଇ ବିବାହ କରିଥିଲେ। ଏହା ପରେ ପରେ କେମିତି କାଙ୍କୁ ସିନେମା ରୁ ଅଫର ଆସିଥିଲାଏବଂ ବର୍ତମାନ ସମୟ ର କେମିତି ଜିବନ ଶୈଳି ରହିଥିବା ସବୁ ସବୁ ବିଷୟ ରେ ସେ ସଂମ୍ପର୍ଣ୍ଣ ଭାବେ ବିବରଣି ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *