ରାଜ୍ୟର ଏହି ସ୍ଥାନ ଗୁଡିକ ରେ11 ରୁ 12 ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ ।

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ହେଲା ଆମ ରାଜ୍ୟ ଏବଂ ଦେଶ ରେ ଅଦିନିଆ ବର୍ଷା ଲାଗି ରହିଛି । ଏହି ବର୍ଷା ଲଘୁଚାପ ବର୍ଷା କାରଣ ରୁ ହେଉଛି । ତେବେ ବର୍ଷା ଲଘୁଚାପ ସୃଷ୍ଟି କାରଣ ରୁ ହେଉଛି । ଓ ପରେ ଲଘୁଚାପ ବାତ୍ୟା ର ରୂପ ନେଇଛି । ତେବେ ଏହା କେଉଁ ରାଜ୍ୟ ରେ ପ୍ରଭାବିତ କରୁ କି ନକରୁ ତେବେ ଓଡିଶା ସାଙ୍ଗକୁ ପଶ୍ଚିମ ବଙ୍ଗ ରାଜ୍ୟ ରେ ଅଧିକ ପ୍ରଭାବିତ କରିଛି ।

ତବେ ନିକଟ ରେ ରାଜ୍ୟ ରେ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ସାଙ୍ଗକୁ ପବନ । କିଛି ଜିଲ୍ଲା ରେ ଗତ କାଲି ମଧ୍ୟ ବର୍ଷା ସାଙ୍ଗକୁ ପବନ ବହିବ । ଆରମ୍ଭ ହୋଇଜାଇଛି ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଏବଂ କୁଆ ପଥର ବର୍ଷିବ ତତ୍ସହିତ ବିଜୁଳି ଘଡଘଡି ତାଣ୍ଡବ ରଚିବ । ଏ ନେଇ କେନ୍ଦ୍ର ପାଣିପାଗ ବିଭାଗ ପକ୍ଷରୁ 12 ଟି ଜିଲ୍ଲା କୁ ହାଇ ଆଲର୍ଟ ଜାରି କରା ଯାଇଛି।

rains

ତେବେ ପାଣିପାଗ ବିଭାଗ ଅନୁସାରେ କେଉଁ କେଉଁ ଜିଲ୍ଲା ରେ ବର୍ଷା ହେବ ଏବଂ କେଉଁ ଜିଲ୍ଲା ରେ ହାଇ ଆଲର୍ଟ ଜାରି ହୋଇଛି । ଏବଂ କେଉଁ କେଉଁ ଜିଲ୍ଲା କୁ ୟୋଲ ଆଲର୍ଟ ଜାରି ହୋଇଛି ସେହି ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ ଜାଣିବା । ଗତ କାଲି ଠାରୁ କିଛି ଜିଲ୍ଲା ରେ ପ୍ରବଳ ବର୍ଷା ସହିତ ପବନ ବି ଆରମ୍ଭ ହୋଇଯାଇଛି। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଗୁରୁଚାପ ବଳୟ ରହିଅଛି । ଏହାର ପ୍ରଭାବ ରେ କିଛି ସ୍ଥାନ ରେ ହାଲ୍କା ରୁ ମଧ୍ୟମ ଧରଣ ର ବର୍ଷା ହୋଇଛି ।

କିଛି ସ୍ଥାନରେ କୁହୁଡି ମଧ୍ୟ ଦେଖିବା ପାଇଁ ମିଳିଛି । ଅନ୍ୟ ପକ୍ଷ୍ୟ ରେ ଘୂ୍ଣ୍ଣିଂ ବଳୟ ପ୍ରଭାବ ରେ ରାଜ୍ୟ ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ତେବେ 11 ତାରିଖ ଏବଂ 12 ତାରିଖ ରେ ଘଡଘଡି ସହ ବର୍ଷା ହେବା ନେଇ ପଶ୍ଚିମ ଓଡିଶା ର 7 ଟି ଜିଲ୍ଲା ଆଲର୍ଟ ଜାରି କରାଜାଇଛି । ତେବେ ପାଣିପାଗ ବିଭାଗ ପକ୍ଷ ରୁ ଜାରି ହୋଇଥିବା ସେହି 7 ଟି ଜିଲ୍ଲା ଗୁଡିକ ହେଲା ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ଼ ,ବରଗଡ଼, ଓ ବଲାଙ୍ଗୀର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *