ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିହାର ର ମୁଜାଫରପୁର ରେ ଗତ ମଙ୍ଗଳବାର ଦିନ ପୋଲିସ ରେଡ୍ ରେ ଏକ ସେକ୍ସ ରେକର୍ଡ ଧରାପଡିଛି । ହୋଟେଲ ର ଅଲଗା ଅଲଗା ରୁମ୍ ରେ 4 ଯୁବକ ଏବଂ 4 ଜଣ କଲେଜ ଛାତ୍ରୀ ଆପତ୍ତିଜନକ ଅବସ୍ଥାରେ ଧରା ପଡିଛନ୍ତି । ଏବଂ ଏହି ଛାତ୍ରୀ ଙ୍କ ପିତା ମାତା ଙ୍କୁ ଥାନା ଡକାଜାଇ ଜେରା ହୋଇଛି । ସୂଚନା ମୁତାବକ ଏହି 4 ଜଣ କଲେଜ ଯିବାକୁ କହି ଘରୁ ବାହିରି ଯାଉଥିଲେ ।
ହେଲେ ଏହି 4 ଜଣ ହୋଟେଲ ରେ ଦେହ ବ୍ୟବସାୟ ରେ ଲିପ୍ତ ରହୁଥିଲେ । ପୋଲିସ ରେଡ ସମୟ ରେ ଏହି ପ୍ରେମୀ ଯୁଗଳ ଙ୍କ ଶରୀର ରେ ପୋଷାକ ନ ଥିଲା । ଏବଂ ଏହା ପରେ କପଡା ପିନ୍ଧାଇ ତାଙ୍କୁ ବାହାର କୁ ଅଣାଯାଇଥିଲା । ହୋଟେଲ ରୁମ ରୁ ଶକ୍ତିବର୍ଧକ ଔଷଧ ମଧ୍ୟ ମିଳିଥିଲା । ପୂର୍ବରୁ ମଧ୍ୟ ଏମିତି ବହୁତ ସେକ୍ସ ରାକେର୍ଟ ଧରା ପଡିଛନ୍ତି । ପୋଲିସ ଏଠାରେ ହୋଟେଲ ମ୍ୟନେଜର ଙ୍କୁ ମଧ୍ୟ ଗିରୋଫ କରିଛି ।
ହୋଟେଲ ମାଲିକ ହତ୍ୟା ଆରୋପ ରେ ଜେଲ ରେ ରହିଛନ୍ତି । ନଗର ଡିଏସପି ମୁକୁଲ ରଞ୍ଜନ ଙ୍କ କହିବା ଅନୁସାରେ ହୋଟେଲ ମ୍ୟାନେଜର ଓ କର୍ମଚାରୀ ଙ୍କ ସହମତି ରେ ହିଁ ହୋଟେଲ ରେ ଏହି ବ୍ୟବସାୟ ଚାଲୁଥିଲା । ପତି ପତ୍ନୀ କହି ହୋଟେଲ ରୁମ୍ ରେ ନେଉଥିଲେ ମଜା ତେବେ ଡିଏସପି ମୁକୁଲ ରଞ୍ଜନ ଙ୍କ କହିବା ଅନୁସାରେ 4 ଯୁବକ ମାନଙ୍କ ମଧ୍ୟ ରୁ ଦୁଇ ଜଣ ବିହାର ର ମୁଜାଫରପୁର ର ଅଟନ୍ତି । ଆଉ ଜଣେ ବିତୋୟା ଏବଂ ଆଉ ଜଣେ ପାଟ୍ନା ର ଅଟନ୍ତି ।
ଏହି ହୋଟେଲ ମ୍ୟାନେଜର ଙ୍କ କହିବା ଅନୁସାରେ ଏହି ପ୍ରେମୀ ଯୁଗଳ ସର୍ବଦା ପତି ପତ୍ନୀ ଙ୍କ ର ପରିଚୟ ଦେଇ ହୋଟେଲ କୁ ଆସିଥାନ୍ତି ଓ 24 ଘଣ୍ଟା କୁ 800 ଟଙ୍କା ଦେଇ ରୁମ ବୁକ କରିଥାନ୍ତି । ହେଲେ କିଛି ଘଣ୍ଟା ପରେ ହିଁ ଚାଲିଯାଇଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।