ଫେବୃଆରୀ ମାସରେ ଆସିବାକୁ ଯାଉଛି ବାତ୍ୟା ବାଟସିରାଇ ପ୍ରଳୟ ଆଣିବ ତାଣ୍ଡବ ରଚିବ ପୂର୍ବ ବାତ୍ୟା ଠାରୁ 5 ଗୁଣା ପ୍ରଳୟଙ୍କାରୀ ।

Cyclone

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫେବୃଆରୀରେ ବାତ୍ୟା ଭାରତ ମହାସାଗର ରେ ଆଗକୁ ଆଗକୁ ବଢୁଛି । ସାଇକ୍ଲୋନ୍ ବାଟସିରାଇ ପ୍ରଳୟ ଆଣିବ ତାଣ୍ଡବ ରଚିବ ସେଟେଲାଇଟ ଚିତ୍ର ରେ ବତ୍ୟା ବାଟସିରାଇ ର ଭୟଙ୍କର ରୂପ ସାମ୍ନା କୁ ଆସିଛି । ବଳ ଗୋଟେଇ ସ୍ଥଳଭାଗ ମୁହାଁ ହୋଇଛି ସାଇକ୍ଲୋନ । ମାଡଗାସ୍କାର ଉପକୂଳ ରେ ହିଟ୍ କରିବ । ଆଜିର ମାଡ ହେବ ବାଟସିରାଇ । ଏହି ବାତ୍ୟା ଘଣ୍ଟା ପ୍ରତି 200 କିମି ବେଗ ରେ ପବନ ବହିବ ।

Batsirai

ସେଠାକାର ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ବ୍ୟାପକ କ୍ଷେତି ହେବାର ସମ୍ଭାବନା ରହିଛି । ବାତ୍ୟା ର ଗତି ପଥରେ ଆସୁଛନ୍ତି 2 କୋଟି 80 ଲକ୍ଷ ଲୋକ 6 ଲକ୍ଷ ଲୋକ ବାତ୍ୟା ଦ୍ୱାରା ପ୍ରଭାବିତ ହେବେ । ଦେଢ ଲକ୍ଷ ଲୋକ ମାନଙ୍କୁ ସ୍ଥାନାନ୍ତର କରାଜାଇଛି । ଗତ ଦୁଇ ସପ୍ତାହ ତଳେ ମାଡଗାସ୍କାର ଉପକୂଳ ରେ ହିଟ୍ କରିଥିବା ଏହି ବାତ୍ୟା ଅନ୍ନା ଏହାଠାରୁ ଅଧିକ ଶକ୍ତି ଏହି ବାତ୍ୟା ବାଟସିରାଇ ।

ସ୍ଥଳଭାଗ ଛୁଇଁବା ବେଳକୁ କେଟାଗୋରୀ 3 ଏବଂ କେଟାଗୋରୀ 4 ରେ ପରିଣତ ହେବ ସାଇକ୍ଲୋନ ବାଟସିରାଇ । ପ୍ରବଳ ପବନ ସହିତ 30 ସେମି ର ବର୍ଷା ପୂର୍ବାନୁମାନ ହୋଇଛି । ହୋଇପାରେ ଅଚାନକ ବନ୍ୟା , ସମୁଦ୍ର ରେ 15 ମିଟର ଉଚ୍ଚରେ ଜୁଆର ଉଠିବ ।

Cyclone Batsirai

କୁହାଯାଉଛି ସାଇକ୍ଲୋନ୍ ବାଟସିରାଇ ମାଡଗାସ୍କାର ଦ୍ୱୀପ ର 17 ବର୍ଷ ଇତିହାସ ର ସବୁଠୁ ପ୍ରଳୟଙ୍କାରୀ ହେବ । ଲକ୍ଷ ଲକ୍ଷ ସ୍ଥାନକୁ ସୁରକ୍ଷିତ ସ୍ଥାନକୁ ନିଆଜାଇଛି । ସପ୍ତାହ ତଳେ ବାତ୍ୟା ମାଡ ସହିଥିବା ମାଡଗାସ୍କର ପାଇଁ ବାଟସିରାଇ ନୂଆ ଚେଲେଞ୍ ସୃଷ୍ଟି କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *