ଆଜିବି ପ୍ରବଳ ବର୍ଷା ସମ୍ଭାବନା ଏହି ଜିଲ୍ଲାକୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ରାଜ୍ୟରେ ଏହି ସବୁ ଜିଲ୍ଲା କୁ ପ୍ରବଳ ବର୍ଷା ର ସମ୍ଭାବନା ଏହି ନେଇ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ନୂଆ ରିପୋର୍ଟ ଜାରି ହୋଇଛି । ଆଜି ମଧ୍ୟ ଠା ଠା ବର୍ଷା ର ସମ୍ଭାବନା ତେବେ ଆସନ୍ତୁ ନଜର ପକେଇବା ସେହି ଜିଲ୍ଲା ଗୁଡିକ କଣ ରହିଛି । କଣ ରହିିଛି ପାଣିପାଗ ବିଭାଗ ର ସଂମ୍ପର୍ଣ୍ଣ ରିପୋର୍ଟ ଜାଣିବା ଗତ କାଲି ରାଜ୍ୟର କିଛି ସ୍ଥାନରେ ହାଲ୍କା ବର୍ଷା ହୋଇଥିଲା ଆଭ୍ୟନ୍ତରଣିୟ ଓଡିଶା ର ଝାଡସୁଗୁଡା , କେଉଁଝର , ସୁନ୍ଦରଗଡ , ସମ୍ବଲପୁର ଏବଂ କନ୍ଧମାଳ ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ବାକି ଅଞ୍ଚଳ ରେ ପାଗ ସୁଖିଲା ରହିଥିଲା ।

rain

ସେହି ପରି ଉପକୂଳ ଓଡିଶା ର କିଛି ଅଞ୍ଚଳ ରେ ସୋନପୁର ସମତେ , ମୟୁରଭଞୀ , ଅନୁଗୁଳ ଏବଂ ଢେଙ୍କାନାଳ ଆଦି ଜିଲ୍ଲାର କିଛି ଅଞ୍ଚଳ ରେ ବର୍ଷାର ସମ୍ଭାବନା ରହିଛି । ଏହା ପରେ ମଧ୍ୟ ରାଜ୍ୟ ରେ ପାଗ ସୁଖିଲା ରହିବ । ଅନ୍ୟ ପଟେ ଉତ୍ତର ଆଭ୍ୟନ୍ତରଣିୟ ଓଡିଶାର ଅଧିକାଶଂ ସ୍ଥାନ ଏବଂ ଦକ୍ଷିଣ ଆଭ୍ୟନ୍ତରଣିୟ ଓଡିଶା ର କିଛି ସ୍ଥାନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢିଥିବାର ଦେଖିବାକୁ ମିଳିଛି ।

ତେବେ ଆଭ୍ୟନ୍ତରଣିୟ ଓଡିଶା ର କିଛି ସ୍ଥାନରେ ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ରହିଛି । ଏହି 5 ଦିନ ରେ ରାତି ତାପମାତ୍ରା ରେ ସେମିତି କିଛି ପରିବର୍ତନ ହେବ ନାହିଁ । ଏହା ସହିତ ଆସନ୍ତା 24 ଘଣ୍ଟାରେ ରାଜଧାନୀ ଭୂବନେଶ୍ୱର ସମେତ ଏହାର ଆଖ ପାଖ ଅଞ୍ଚଳ ରେ ସର୍ବାଧିକ ତାପମାତ୍ରା 34 ଡୀଗ୍ରି ସର୍ବନିମ୍ନ ତାପମାତ୍ରା 20 ଡୀଗ୍ରି ମଧ୍ୟରେ ରହିବ ।

rain

ତେବେ ଆଜି ରାଜ୍ୟ ର ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଠାରେ 0.5 ଡୀଗ୍ରି ରେକର୍ଡ ହୋଇଥିବା ବେଳେ ବଲାଙ୍ଗୀର ର ସର୍ବାଧିକ ତାପମାତ୍ରା 37 ଡୀଗ୍ରୀ ରେକର୍ଡ ହୋଇଛି । ଏହା ସହିତ 28 ତାରିଖ ରେ ଆଉ ଏକ ନୂଆ ପଶ୍ଚିମା ଝଡ ପଶ୍ଚିମା ହିମାଳୟ ଅଞ୍ଚଳ ରେ ପ୍ରଭାବିତ କରିବାର ସମ୍ଭାବନା ରହିଛି । ପରବର୍ତି ଦୁଇ ଦିନ ଏହାର ପ୍ରଭାବ ଓଡିଶା ଉପରେ ପଡିବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *