ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଣିକି ଖୋଲିବ ସ୍କୁଲ ପାଠ ପଢା ଆରମ୍ଭ ହେବ ଏହା ଛଡା ପୁଣି ହେବ ପରୀକ୍ଷା । ତେବେ ସମ୍ପୂର୍ଣ୍ଣ ବିଷୟରେ ଆମେ ଜାଣିବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଡନ୍ତୁ । ତେବେ ପିଲାମାନେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେ ନେଇ ପ୍ରସ୍ତୁତି ଚାଲିଛି ।
ତେବେ ଦଶମ ଦ୍ୱାଦଶ ପରୀକ୍ଷା ନେଇ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମ୍ୟରଞ୍ଜନ ଦାସ୍ ଏହିପରି ସୂଚନା ଦେଇଛନ୍ତି, ତେବେ ସେ ଆହୁରି ମଧ୍ୟ ଏହା କହିଛନ୍ତି କି ଯେ ଦଶମ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହୁଅନ୍ତୁ । ତେବେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି ଏବଂ ସ୍ଥିତିରେ ସୁଧାର ମଧ୍ୟ ଆସିଛି ତେବେ ପରୀକ୍ଷା କିଭଳି ସଠିକ୍ ଭାବରେ ହେବ ସେ ନେଇ ପ୍ରସ୍ତୁତି ମଧ୍ୟ ଚାଲିଛି, ଖାସ୍ କରି ପିଲା ମାନେ ପାଠ ପଢନ୍ତୁ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରହନ୍ତୁ ।
ମେଟ୍ରକ୍ ଫାଷ୍ଟ ସମିଟି ପରୀକ୍ଷା ସରିଛି ଫଳା ଫଳ ମଧ୍ୟ ଠିକ୍ ସମୟ ରେ ବାହାରିବ ଆଉ ଏହା ଛଡା ଆସନ୍ତା 27 ତାରିଖ ରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲା ଙ୍କ ପାଇଁ ୟୁଟୁବ୍ ରେ ପାଠ ପଢା ଆରମ୍ଭ ହେବ । ତେବେ ପ୍ରତେକ ସପ୍ତାହ ରେ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ କ୍ଲାସ ହେବା ନେଇ ଜଣା ପଡିଛି ।
ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକର୍ମ କତୃପକ୍ଷ ଓଷପା ପ୍ରକଳ୍ପ ନିର୍ଦେଶକ ଅଦକ୍ଷ ତାରାୟକ ବୈଠକ ଅନୁଷ୍ଟିତ ହୋଇଥିବା ବେଳେ ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଡିଓ ଏଡିଓ ସମେତ ବିଭାଗ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ଏହା ସହିତ ପିଲା ମାନେ ଦୂର ଦର୍ଶନ ରେ ପ୍ରସାରିତ ଶିକ୍ଷା ଦର୍ପଣ ରେଡିଓ ପାଠଶାଳା ସମ୍ପର୍କ ରେ କିଭଳି ଜାଣି ପାରିବେ ସେ ନେଇ ପଦେକ୍ଷପ ନେବାକୁ ସ୍କୁଲ ଗୁଡିକୁ କୁହା ଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।