ଛାତ୍ରଛାତ୍ରୀ ଙ୍କ ପାଇଁ ଆଉ କିଛି ବଡ଼ ଖବର ଆଉ ସ୍କୁଲ ଖୋଲିବ ନାହିଁ । ଜାଣନ୍ତୁ କଣ ସଂମ୍ପର୍ଣ୍ଣ ଖବର

school

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ପୂର୍ବ ସୂଚି ଅନୁସାରେ ଆସନ୍ତା 14 ତାରିଖ ରୁ ଖୋଲିବ ସ୍କୁଲ ହେଲେ ଛାତ୍ର ଛାତ୍ରୀ 28 ତାରିଖ ରୁ ଯିବେ ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ହେଲେ ଏହି ମଧ୍ୟ ରେ ଆସୁଛି ଆଉ କିଛି ବଡ ଅପଡେଟ କାରଣ 28 ତାରିଖ ରେ ରହିଛି ଭୋଟ ଗଣତି କାହିଁକି ନା ମାର୍ଚ୍ଚ 1 ତାରିଖ ରେ ରହିଛି ମହାଶିବ ରାତ୍ରୀ । ତେବେ କଣ ରହିଛି ଛାତ୍ରଛାତ୍ରୀ ଙ୍କ ପାଇଁ ବଡ ଅପଡେଟ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ଆସନ୍ତା 14 ତାରିଖ ରୁ ସପ୍ତମ ଶ୍ରେଣୀ ଖୋଲିବା କଥା ହେଲେ କିଛି ବଡ ଅପଡେଟ ମୁତାବକ ପ୍ରଥମ ରୁ ସପ୍ତମ ଯିବେ 28 ତାରିଖ ରେ ତେବେ ଆସନ୍ତୁ ଏହା ଉପରେ ସଂମ୍ପର୍ଣ୍ଣ ଖବର ନଜର ପକେଇବା । 14 ତାରିଖ ପରିବର୍ତ୍ତେ 28 ରୁ ଆସିବେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲା ତେବେ 14 ତାରିଖ ରେ ସ୍କୁଲ ଖୋଲିବ କେବଳ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲ ଆସିବେ ବୋଲି ସୂଚନା ଦେଇଛନ୍ତି । ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ର ପ୍ରମୂଖ ସଚିବ ବିଷ୍ଣୁପଦ ସେଠୀ ତେବେ ଏହି ସଂମ୍ପର୍କିୟ ଏକ ନିର୍ଦ୍ଧେଶନାମା ବଳୀ ସେ ଜାରି କରିଛନ୍ତି ।

school Staff

ତେବେ ରାଜ୍ୟ ସରକାର ଆସନ୍ତା 14 ତାରିଖ ରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଛନ୍ତି । ହେଲେ ଏହି ନେଇ ଜିଲ୍ଲାପାଳ ମାନେ ଅଧିକ ସମୟ ମାଗିଥିଲେ । ତେବେ ଏତେ ଶୀଘ୍ର ସ୍କୁଲ କୁ ସଫା ଏବଂ ସରଞାମ ର ମରାମତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଜିଲ୍ଲାପାଳ ମାନେ କହିଥିଲେ । ଏହାକୁ ଦୃଷ୍ଟି ରେ ରଖି ଏବେ ସ୍କୁଲ କୁ 28 ରୁ ଆସିବେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲା ।

ଅନ୍ୟ ପଟେ ଏବେ ରାଜ୍ୟ ରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ଫେବୃଆରୀ 28 ରେ ପିଲା ଙ୍କ ପାଠ ପଢା ହେବା ନେଇ ଆଶଂକା ପ୍ରକାଶ ପାଉଛି । କାରଣ ତ୍ରୀସ୍ଥରିୟ ପଞ୍ଚାୟତ ନିର୍ବାଚନ ର ଚୁଡାନ୍ତ ଦିନ 28 ତାରିଖ । ଏହି ଦିନ ରେ ଭୋଟ ଗଣତି ଚାଲୁଥିବ ବହୁତ ସଂଖ୍ୟା ରେ ଶିକ୍ଷକ ଏହିଥିରେ ନିଯୁକ୍ତି ହେବେ । ତେଣୁ ଶିକ୍ଷକ ମାନେ ସ୍ୱଭାବିକ ସ୍ଥିତି କୁ ଫେରିନଥିବେ । ତେବେ ବ୍ଲକ ହେଡକ୍ୱାଟର ରେ ଭୋଟ ଗଣତି ହେବାକୁ ଥିବାରୁ ନିୟଜିତ କର୍ମଚାରୀ ପୋଲିସ କର୍ମଚାରୀ ନିକଟସ୍ଥ ସ୍କୁଲ ରେ ରହିବେ । ଏହି ଭଳି ସମୟ ରେ ପିଲା ଙ୍କୁ କିଭଳି ପଢାଯିବ ସେ ନେଇ ପ୍ରଶ୍ନ ଉଠୁଛି ।

schools

ଯଦି ବି 28 ରେ ସ୍କୁଲ ଖୋଲେ ତେବେ ମାର୍ଚ୍ଚ ପହିଲା ରେ ପୁଣି ବନ୍ଦ ହେବ କାରଣ ମାର୍ଚ୍ଚ 1 ତାରିଖ ମହାଶିବ ରାତ୍ରୀ । ଏହା ସହିତ ମାର୍ଚ୍ଚ 2 ତାରିଖ 3 ଏବଂ 4 ତାରିଖ ପାଠ ପଢା ହୋଇଥିବ କି ନାହିଁ । 5 ତାରିଖ ଏବଂ 6 ତାରିଖ ଛୁଟି ରହିବ କାରଣ 5 ତାରିଖ ପଞ୍ଚାୟତ ରାଜ ଦିବସ 6 ତାରିଖ ରବିବାର ପଡୁଛି । ତେଣୁ ଏହାକୁ ନେଇ ଅଭିବାଭକ ମାନଙ୍କ କହିବା କଥା କି ସ୍କୁଲ ଖୋଲାଯିବ ଯଦି ଏକା ସମୟ ରେ ଖୋଲା ଯାଉ ଏମିତି ତାରିଖ ନ ବଦଳେଇ ପିଲାଙ୍କୁ ମାନସିକତା ସହିତ ଖେଳା ନଯାଉ ବୋଲି ସେମାନେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *