ମହା ଶିବରାତ୍ରୀ ଜାଗର ଦିନ ନନ୍ଦିଙ୍କ କାନରେ କହିଦିଅନ୍ତୁ ଏହି ମନ୍ତ୍ର,ସବୁ ଇଚ୍ଛା ପୁରଣ ହେବ ।

Shivratri

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଯାହା କହିବି ସେ ସବୁ ଆପଣ ଜାଣିନ୍ତି, ଆପଣ ଯେଉଁ ଶିବ ମନ୍ଦୀର କୁ ଯାଆନ୍ତି ତ ସେଠାରେ ଶିବ ଲିଙ୍ଗ ସାମ୍ନା ରେ ନନ୍ଦି ବସିଥାନ୍ତି, ଆପଣ ଦେଖିଥିବେ ଆପଣଙ୍କ ମନରେ ଆସୁଥିବ କି ସବୁ ଶିବ ମନ୍ଦୀର ରେ ନନ୍ଦି ଥାନ୍ତି କାହିଁକି ଏପରି କଣ କଥା ଅଛି । ପ୍ରଥମ କଥା ଏହା କି ସବୁ ଶିବ ମନ୍ଦୀରରେ ନନ୍ଦି ଅବସ୍ୟ ଥାନ୍ତି, ଶାସ୍ତ୍ର ଅନୁସାରେ ଆପଣ ନନ୍ଦି କାନରେ ଚୁପ ଚାପ ଯାହାବି ମାଗିବେ ତାହା ଶିଘ୍ର ପୁରଣ ହୋଇପାରେ ସେହି ବଷୟରେ ମୁଁ ଆପଣଙ୍କୁ ଗୋଟିଏ ମନ୍ତ୍ର କହିବି ସେହି ମନ୍ତ୍ର ସହିତ ଆପଣଙ୍କର ମନସ୍କାମନା କହି ଦିଅନ୍ତୁ ତେବେ ତାହା ଶିଘ୍ର ସଫଳ ହୋଇଯିବ ।

ତେବେ ବନ୍ଧୁଗଣ ଏହି ବର୍ଷ ଶିବରାତ୍ରି 1 ମାର୍ଚ୍ଚ 2022 ମଙ୍ଗଳବାର ଦିନ ପଡିବ ତ ଆପଣ ଏହି ଦିନ ଏହି ଛୋଟ ଉପାୟ କରନ୍ତୁ ଆପଣଙ୍କର ସବୁ ମନସ୍କାମନା ପୁରଣ ହେବ । ଉପାୟ ଟି ଭଗବାନ ଶିବଙ୍କର ମନ୍ଦୀର କୁ ଜାଇ ଶିବରାତ୍ରି ଦିନ ଆପଣ ଭଗବାନ ଶିବଙ୍କର ପୂଜା କରନ୍ତୁ ଏବଂ ଆପଣ ବିଧି ବିଧାନ ସହିତ ମନ୍ତ୍ର ସହିତ ପୂଜା କରନ୍ତୁ ।

mahadev

ବନ୍ଧୁଗଣ ଭଗବାନ ଶିବଙ୍କୁ କ୍ଷୀର ଦହୀ ଚିନି ଆଦିରେ ସ୍ନାନ କରାନ୍ତୁ, ଏବଂ ଚାଉଳ ଚନ୍ଦନ ଫୁଲ ବେଲପତ୍ର ଚଢାଇ ଏହାପରେ ଆରତି କରନ୍ତୁ, ଏହା ପରେ ନନ୍ଦୀର ମଧ୍ୟ ଆରତି କରନ୍ତୁ, ଏବଂ ନନ୍ଦି ଆଗରେ ଗୋଟିଏ ଦୀପ ଜଳାନ୍ତୁ ।

ଆପଣ ଏହିପରି ପୂଜା କରିବେ ଏହାପରେ ଆପଣଙ୍କର ମନସ୍କାମନା କହିବା ଆଗରୁ ଆପଣ ଭଗବାନ ଶିବଙ୍କ ଆଗରେ ତିନି ଥର ତାଳି ମାରନ୍ତୁ ତାଳି ମାରିବା ପରେ ନନ୍ଦିର ଦୁଇ ସିଙ୍ଘ ଉପରେନିଜର ତ୍ରଜନି ଏବଂ କାଣି ବା କନିଷ୍ଟ ଆଙ୍ଗୁଳୀ କୁ ଉପରେ ରଥିବେ, ଏହାପରେ ନନ୍ଦିର କାନରେ ଏହି ମନ୍ତ୍ର କୁ କହିଦେବେ ଏହିପରି ନନ୍ଦିଙ୍କୁ ଜାଗ୍ରତ କରାଯାଏ ।

mahadev

ତେବେ ଆପଣ ମନ୍ତ୍ରଟିକୁ କହି ଦିଅନ୍ତୁ ମନ୍ତ୍ର ଟି ହେଉଛି ଓଁ ତତ୍ୱ ପରୁଷାୟ ବିଘ୍ନୟ ମହାଦେବାୟ ଧି ମୟ ତନୁ ରୂଦ୍ରହ ପ୍ରଚୁ ଦୟା, ଏହି ମନ୍ତ୍ର କହିବହା ପରେ ଆପଣ ଏପରି ଚମତ୍କାର ଦେଖିବେ ଆପଣ ବିସ୍ୱାଶ କରି ପାରିବେ ନାହିଁ ଏବଂ ଆପଣଙ୍କର ସବୁ ମନସ୍କାମନା ଧିରେ ଧିରେ ପୁରଣ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *