ଓଡିଶାର ନୂଆ ସ୍ୱର Studio Round ରେ ଭାଇରାଲ ବୟ ଶାନ୍ତନୁ ଙ୍କ କମାଲ – ତାଙ୍କ ଗୀତ ଶୁଣି ସମସ୍ତେ ନାଚିବାକୁ ଲାଗିଲେ ଦେଖିଲେ ହସି ହସି ଗଡିବେ ।

Viral Boy Santanu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସିଦ୍ଧାର୍ଥ ଟିିଭି ର ନୂଆ ରିଆଲିଟି ସୋ ଓଡ଼ିଶାର ନୂଆ ସ୍ୱର । ଏଠାରେ କମାଲ ଦେଖେଇଛନ୍ତି କୁନି ପିଲା ମାନେ । ଜୁନିୟର ମାନଙ୍କ ପାଇଁ ହୋଇଥିବା ଏହି ସଙ୍ଗୀତ କାର୍ଯ୍ୟକ୍ରମ ରେ କୁନି ପିଲା ମାନଙ୍କ ପ୍ରତିଭା ଦେଖିବା ପାଇଁ ମିଳୁଛି । ସେମାନଙ୍କ ମଧ୍ୟ ରୁ ଜଣେ ପିଲା ରହିଛି ଜାହାର ନାମ ଶାନ୍ତନୁ କୁମାର ମହାନ୍ତି । ଯିଏକି ଷ୍ଟୁଡିଓ ରାଉଣ୍ଡ ରୁ ନିଜର ଜଲ୍ୱା ଦେଖେଇ ଆସିଛି ।

ତାର ଗୀତ ରେ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ। ଅନେକ ପ୍ରଶଂସା ବି ମିଳୁଛି ଶାନ୍ତନୁ ଙ୍କୁ। ସେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେସ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି। ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ। କାରଣ କେବଳ ଗୀତ ନୁହେଁ । ସଂଙ୍ଗୀତ କୁ ପିଲାଟିର କଥା ଓ ଅଭଇିନୟ ବହୁତ ଆକର୍ଷଣିୟ ଅଟେ ।

Santanu

ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଆମେ ବହୁତ ଖୁସି ହୋଇ ଯାଇଥାଉ । ବେଳେ ବେଳେ ଆମେ ମାନେ ଏମିତି କୁନି ପ୍ରତିଭା ମାନଙ୍କୁ ଦେଖିବା ପାଇଁ ପାଇଥାଉ । ଯାହା ଆମକୁ ବହୁତ ଭଲ ଲାଗେ । ଯାହାକୁ ଦେଖି ସୁଣି ଏବଂ ଅନୁଭବ କରି ଆମେ ବହୁତ ଖୁସୀ ମଧ୍ୟ ହେଉ ସେମାନଙ୍କ ଅନେକ ପ୍ରତିଭା କୁ ଆମେ ମାନେ ସମୟ ରେ ସୋସିଆଲ ମିଡିଆ ମାନଙ୍କରେ ଦେଖିବାକୁ ପାଉଥିବେ । ଆଉ ସେହି ସବୁ ଦେଖି ଆପଣ ମାନେ ବହୁତ ଖୁସୀ ମଧ୍ୟ ହେଉଥିବେ ।

କାରଣ ଛୋଟ ଛୋଟ ପିଲା ମାନଙ୍କ ଭିଡ଼ିଓ ଦେଖିବାକୁ ବହୁତ ଖୁସୀ ଲାଗେ । ସେହିଥିରେ ଏକ ଭିନ୍ନ କୈତୁହଳ ଦେଖିବାକୁ ମିଳେ । ସେମାନଙ୍କ ଯେକୈଣସି ଗୀତ ହେଉ କିମ୍ବା ଭିଡ଼ିଓ ସେହିଥିରେ ଏକ ଭିନ୍ନ କୈତୁହଳ ଦେଖିବାକୁ ମିଳେ । ଏବଂ ,ସେମାନଙ୍କ ମନ ରେ ଗୀତ ଗାଇବା ପାଇଁ ଏକ ଭିନ୍ନ ଆଗ୍ରହ ଦେଖିବା ପାଇଁ ମିଳେ । ଏତେ ଛୋଟ ହୋଇ ନିଜର ସ୍ୱରର ଯାଦୁ ରେ ସେମାନେ ଅନ୍ୟକୁ ମୋହିତ କରନ୍ତି ।

ସେ ତାର ସୁମଧୁର ସ୍ଵରରେ କିପରି ଭାବରେ ଏକ ରୋମାଣ୍ଟିକ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ତେବେ ଏହି ଗୀତ ଟି ହେଲା ଡିଜେ ବାଜିବ ଆଜି ଟୋକା ନାଚିବ ଆଜି ମନ କଥା କହିଦେ । ଏହା ସହିତ ସ୍ମାର୍ଟ ସିଟି ଝିଅଟା ଆସି ପିଟି ହେଲେରେ । ଏହି ସବୁ ଗାଇବା ପରେ ବିଧାୟକ ମାନେ ଏତେ ଖୁସୀ ହୋଇଗଲେ କି ସେମାନେ ଷ୍ଟେଜ୍ ଉପରକୁ ଆସି ଶାନ୍ତନୁ ସହିତ ନାଚିବାକୁ ଲାଗିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *