ବାହାହେବେ ବୋଲି କହି ଯୁବତିଙ୍କ ସହ କରିଦେଲେ ଏମିତି । ଆଉ ତା ପରେ

yuio

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ଯୁବତୀ ଙ୍କୁ ବିବାହ ର ପ୍ରଲୋଭନ୍ନ ଦେଖେଇବା ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ରଖି ପୁଣି ଆଉ ଏକ ଯୁବତୀ ଙ୍କୁ ବିବାହ କରି ଚର୍ଚ୍ଚା ରେ ରହିଥିବା ଜଣେ ଯୁବକ ଙ୍କୁ ଡାବୁଗାଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣଙ୍କ ବହୁ କୈଶଳ ଅବଲମ୍ବନ କରି ଖସି ଯିବାକୁ ଚେଷ୍ଟା କରିଥିଲେ । ହେଲେ ପୋଲିସ ଆଖି ରୁ ଖସି ପାରି ନଥିଲେ ।

ଅଭିଯୁକ୍ତ ଜଣଙ୍କ ନବରଙ୍ଗପୁର ଜିଲ୍ଲା ର ପାପଡାହାଣ୍ଡି ଥାନା ଅନ୍ତର୍ଗତ ପାତ୍ରଗୁଡ଼ା ଗ୍ରାମର ଅନନ୍ତ କୁମାର ମୁକୁନ୍ଦ । ମିଳିଥିବା ସୂଚନା ଅନୁସାରେ ପାପଡାହାଣ୍ଡି ଥାନା ପାତ୍ରଗୁଡା ଗ୍ରାମର ଅନନ୍ତ ମୁକୁନ୍ଦ ଡାବୁଗାଁ ଥାନା ଅଞ୍ଚଳର ଏକ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଦୁହେଁ ଦୁହିଁଙ୍କୁ ଗ୍ରାମ ନିକଟ ରେ ଭଲ ପାଇ ନବରଙ୍ଗପୁର ସେନାପତି ସାହି ରେ 6 ମାସ କାଳ ରହିଲେ । 2017 ମାର୍ଚ୍ଚ ମାସ ରେ ପ୍ରେମ ବିବାହ କରିଥିଲେ ।

ଦୁହେଁ ସ୍ୱାମୀ ସ୍ତ୍ରୀ ଭାବ ରେ ଖୁସୀ ଥିଲେ, ହେଲେ ଏହି ମଧ୍ୟ ରେ ଯୁବକ ଅନନ୍ତ ଅନୁଗୁଳ ଜିଲ୍ଲା କୈଣସି ଏକ ଟ୍ରେନିଂରେ ଯୋଗ ଦେବା ପାଇଁ ଯିବାକୁ ବାହାରିଥିଲେ। ସେ ଯୁବତୀ ଙ୍କୁ ତୁ କାହିଁକି ବେକାର ରେ ଥିବୁ କହି ତାମିଲନାଡୁ ରାଜ୍ୟ ର ତ୍ରୀପୁର କୁ ସିଲେଇ ତାମିଲ ପାଇଁ ପଠେଇ ଥିଲେ । ଯୁବତୀ ତ୍ରୀପୁର ରେ ରହି ଟଙ୍କା ରୋଜଗାର କରିଥିଲା ଏକ ମାସ ରହି ପୁଣି ତ୍ରୀପୁର ରୁ କୋରାପୁଟ ଆସିଥିଲେ । ସେଠାରେ ଅନନ୍ତ ଠକିବା ଆରମ୍ଭ କରିଥିଲେ । ମୋର ଟ୍ରେନିଂ ବିଳମ୍ବ ଅଛି କହି ମୋର ଜାଗା ଅଛି ଘର କରିବା ତେଣୁ ଟଙ୍କା ଯୋଗାଡ କରିବା କହିଥିଲା।

ଏହାପରେ ପୁଣି ଯୁବତୀ ତ୍ରିପୁର ଯାଇ ସେଠାରେ ଟଙ୍କା ରୋଜଗାର କରିଥିଲେ। ଯୁବତୀଙ୍କୁ ଯୁବକ ଅନନ୍ତ ଘର କରିବା ପାଇଁ ଟଙ୍କା ଆବଶ୍ୟକ କହି ପ୍ରାୟ 14 ଟି ଅଲଗା ଅଲଗା ଏକାଉଣ୍ଟରେ ଟଙ୍କା ପଠାଇବା ପାଇଁ କହିଥିଲା। ଯୁବତୀ ଟଙ୍କା ରୋଜଗାର କରି ସ୍ୱାମୀ ର ସୁଖ ପାଇଁ ଟଙ୍କା ପଠେଇ ଚାଲିଥିଲେ । 2021 ମସିହା ଫେବୃଆରୀ ମାସରେ ଯୁବକ ଯୁବତୀ ଙ୍କୁ ପ୍ରତିହାର କରି ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ କରିଥିଲେ ।

କୈଣସି ଏକ ସୂତ୍ରରୁ ଏହା ଯୁବତୀ ଜଣକ ଏବାବଦରେ ଜାଣି ପାରି ସେ ଡିସେମ୍ବର ମାସରେ ନିଜ ମାଉସୀ ଘର କୋଡ଼ିଙ୍ଗାରେ ଆସି ଅନନ୍ତ ମୁକୁନ୍ଦକୁ ଆମ ଘର କାହିଁ ବୋଲି ପଚାରିଥିଲେ। ଯୁବକ ଅନନ୍ତ ପାଖରେ କୈଣସି ଯବାବ ନ ଥିବାରୁ ସେ ବିଭିନ୍ନ ଆଳ ଦେଖାଇ ଦିନ ଗଡାଇବା ପରେ ଶେଷରେ ଅନନ୍ତ ଯୁବତୀଙ୍କୁ ପ୍ରତାରିତ କରିଥିବା ଜଣା ପଡିଥିଲା।

ପ୍ରତାରଣା ସହ ଲକ୍ଷାଧିକ ଟଙ୍କା ଠକି ନେଇଥିବା ନେଇ ଡାବୁଗାଁ ଥାନାରେ ଗତ ଫେବୃଆରି 11 ତାରିଖ ଶୁକ୍ରବାର ଦିନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *