କେଉଁ 2 ଟି ସଂଖ୍ୟାକୁ ଗୁଣନ କଲେ ଗୁଣଫଳ 13 ହେବ ?

13

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭ୍ୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

qu

1.ପୁଲିସ କୁ ହିନ୍ଦୀ ରେ କଣ କୁହାଯାଏ?
ଏହାର ସଠିକ ଉତ୍ତର ହେଲା ରାଜକୀୟ ଜନ ରକ୍ଷକ।

2.ଏମିତି କେଉଁ ଜିନିଷ ଅଛି ଯାହାକୁ ଗରମ କରିବା ଦ୍ୱାରା ଜମି ଯାଇଥାଏ?
ଏହାର ସଠିକ ଉତ୍ତର ହେଲା ଅଣ୍ଡା।

3.କୋହିନୂର ହୀରା କେଉଁଠାରୁ ପ୍ରାପ୍ତ ହୋଇଥିଲା?
ଏହାର ସଠିକ ଉତ୍ତର ହେଲା ଭାରତ ର ଗୋଲକୁଣ୍ଡା ର ଖଣି ରୁ।

3.ଏମିତି କେଉଁ ଜୀବ ଅଛି ଯିଏ ଆହତ ପାଇଲେ ମନୁଷ୍ୟ ଙ୍କ ଭଳି କାନ୍ଦିଥାଏ?
ଏହାର ସଠିକ ଉତ୍ତର ହେଲା ଭାଲୁ।

question

4.ଜିଓ କେଉଁ ଦେଶ ର କମ୍ପାନୀ ଅଟେ?
ଏହାର ସଠିକ ଉତ୍ତର ହେଲା ଭାରତ ଦେଶ ର।

5.ଆମ ଦେଶ ଭାରତ ର ଜାତୀୟ ପତାକା କିଏ ତିଆରି କରିଥିଲେ?
ଏହାର ସଠିକ ଉତ୍ତର ହେଲା ପିଙ୍ଗଳି ଭେଂକିୟା।

6.ମନୁଷ୍ୟ ର ମସ୍ତିଷ୍କ ରେ କେତୋଟି ହାଡ଼ ଅଛି?
ଏହାର ସଠିକ ଉତ୍ତର ହେଲା 29 ଟି ହାଡ଼।

7.ଏମିତି କେଉଁ ଫଳ ଅଛି ଯାହା ଭିତରୁ ଖାଲି ହୋଇଥାଏ?
ଏହାର ସଠିକ ଉତ୍ତର ହେଲା ନଡ଼ିଆ।

qustt

8. କେଉଁ ଦୁଇଟି ସଂଖ୍ୟା କୁ ପରସ୍ପର ସହିତ ଗୁଣିଲେ ଉତ୍ତର 13 ହୋଇଥାଏ?
ହାର ସଠିକ ଉତ୍ତର ହେଲା13×1।

9.ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଅନ୍ୟ ମାନଙ୍କ ର ଦେଖାଯାଇଥାଏ କିନ୍ତୁ ନିଜର ଦେଖା ଯାଇ ନ ଥାଏ?
ହାର ସଠିକ ଉତ୍ତର ହେଲା ଦୋଷ/ଭୁଲ।

10.ଏମିତି କେଉଁ ଜିନିଷ ଅଛି ଯାହାକୁ କାଟିବା ଦ୍ୱାରା ସବୁ ଗୀତ ଗାଇ ଥାଆନ୍ତି।
ଉତ୍ତର-ଜନ୍ମ ଦିନ କେକ୍।

11.ତାହା କଣ ଅଟେ ଯାହାକୁ ସମସ୍ତେ ଅନ୍ଧାର ରେ କରିଥାନ୍ତି?
ଉତ୍ତର-ଆଲୋକ।

12.ମନୁଷ୍ୟ ର କେଉଁ ଜିନିଷ ଟି ସବୁବେଳେ ବଢି ଚାଲିଥାଏ?
ଉତ୍ତର-ବୟସ।

qustionnn

13.ବିଶ୍ୱର ସବୁଠାରୁ ବଡ଼ ମାଙ୍କଡ଼ କେଉଁଠାରେ ଦେଖା ଯାଇଥାନ୍ତି?
ଉତ୍ତର-ପଶ୍ଚିମ ଆଫ୍ରିକା।

14.ଏମିତି କେଉଁ ଫଳ ଅଛି ଯାହାର ପେଟ ରେ ଦାନ୍ତ ଥାଏ?
ହାର ସଠିକ ଉତ୍ତର ହେଲା ଡାଳିମ୍ବ।

15.କେଉଁ ପାରା ମାନଙ୍କ ର ଛାତି ରେ ଲାଲ ରଙ୍ଗର ଦାଗ ରହିଥାଏ?
ହାର ସଠିକ ଉତ୍ତର ହେଲା ଲୋ ଜାନ ପାରା।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *