ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହାଶିବରାତ୍ରି ପୂର୍ବରୁ ଏହି 5ଗୋଟି ରାଶି ଉପରେ ଧନର ବର୍ଷା ହେବ । ଭଗବାନ ଭୋଳାନାଥଙ୍କୁ ଦେବଙ୍କ ଦେବ ମହାଦେବ, ଶଙ୍କର, ନିଳକଣ୍ଠ, ଭୋଳାବାବା, ଭୋଳାଭଣ୍ଡାରି, ଭୋଳାନାଥ ଯେପରି ଅନେକ ନାମ ରେ ଜଣା ଯାଏ । କୁହାଯାଏ କି ମନ ଶରୀର ଏବଂ ପୁରା ଶର୍ଦ୍ଧାରେ ଯିଏ ବି ଭୋଳାନାଥଙ୍କର ପୁରା ଆରଧନା କରେ ମହାଶିବରାତ୍ରୀ ଦିନ ତାଙ୍କୁ ମନ ବାଞ୍ଛିତ ଫଳ ମିଳିଥାଏ । ଭଗବାନ ଭୋଳାନାଥ ନିଜ ଭକ୍ତଙ୍କୁ ଦୁଃଖ କଷ୍ଟ ଏବଂ ସମସ୍ୟାରୁ ଦୂର କରନ୍ତି, ଭଗବାନ ଶିବଙ୍କର ଆରଧନା ବିଶେଷ ପର୍ବ ମହାଶିବରାତ୍ରି ଦିନଟି ଅଟେ । ଆପଣ ଯଦି ଏହି ଦିନ ଭଗବାନ ଶିବ ଙ୍କର ପୁଜା କରନ୍ତି ତ ବିଶେଷ ମନ କାମନା ପୁରଣ ହୋଇଥାଏ ।
ଏହିଥର ଏହି ମହାଶିବରାତ୍ରି 1 ମାର୍ଚ୍ଚ 2022 ମଙ୍ଗଳବାର ଦିନ ପଡୁଛି, ବିଶେଷ କଥା ଏହାକି ଏହିଥର କେତେ ବର୍ଷ ପରେ କେତେ ସାରା ଗ୍ରହର ଦୁର୍ଲଭ ମହାସଂଯୋଗ ବନୁଛି, କାରଣ ଏହି ଦିନ ଶିବାଳୟରେ ଭଗବାନ ଭୋଳାନାଥ ଙ୍କର ବିଶେଷ ପୂଜା କରାଯାଏ । ତେବେ ବନ୍ଧୁଗଣ ଏହି ମହାଶିବରାତ୍ରି କେତେ ଗୋଡିଏ ରାଶି ଙ୍କ ପାଇଁ ବହୁତ ଶୁଭ ରହିବ କାରଣ ମହାଶିବରାତ୍ରି ପୂର୍ବରୁ କିଛି ରାଶି ମାନଙ୍କ ଉପରେ ଭଗବାନ ମହାଦେବଙ୍କର ଆଶ୍ରୀବାଦ ବନି ରହିବ ।
ବନ୍ଧୁଗଣ ଏହି ମହାଶିବରାତ୍ରି ଦିନ ମହାଦେବ ଙ୍କର ଆଶ୍ରୀବାଦ କିଛି ରାଶି ଉପରେ ରହିବ, ଏହି ଦିନ ଶନି ଶୁକ୍ର ମଙ୍ଗଳ ଏବଂ ବୁଧ ଗୋଟିଏ ରାଶି ମକର ରାଶିରେ ବିରାଜ ମାନ ରହିବେ, ତା ସହିତ ଆହୁରି କିଛି ବିଶେଷ ଶୁଭ ସଂଯୋଗ ମଧ୍ୟ ବନୁଛି । ଏହି ରାଶି ମାନେ ନିଜର ଜୀବନ ରେ ଦୁଇଗୁଣା ଉନ୍ନତି କରିବେ, ତେବେ ଚାଲନ୍ତୁ ଏବା ଜାଣିନେବା ସେହି ରାଶି ମାନଙ୍କ ବିଷୟରେ ଏମାନଙ୍କୁ ନିଜ ଜୀବନରେ କଣ ସବୁ ପରିବର୍ତନ ଦେଖିବାକୁ ମିଳିବ ଏବଂ ଏମାନଙ୍କୁ କେଉଁ ପ୍ରକାର କୃପା ମହାଶିବରାତ୍ରି ପୂର୍ବରୁ ମିଳିବ ।
ପ୍ରଥମେ ମେଷ ରାଶି । ମେଷ ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ଭୋଳାନାଥଙ୍କ କୃପା ମହାଶିବରାତ୍ରି ପୂର୍ବରୁ ଆପଣଙ୍କ ଉପରେ ପଡୁଛି ଆପଣ ଧନ ପ୍ରାପ୍ତି କରିବେ, ଇନକମ ରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିବ, ଧନରେ ମାଲାମାଲ ହେବାରୁ ଆପଣଙ୍କୁ କେହି ମଧ୍ୟ ରୋକି ପାରିବେ ନାହିଁ, କୌଣସି ବ୍ୟାପାର ଚାଲିଛି ତ ଆପଣଙ୍କୁ ସେହିଥିରୁ ଦୁଇଗୁଣା ଲାଭ ମିଳିବ, ଏବଂ ମହାଦେବଙ୍କ କୃପାରୁ ଆପଣଙ୍କ ବୈବାହିକ ଜୀବନ ରେ ଖୁସି ଦେକିବାକୁ ମିଳିବ ।
ଦିତୀୟରେ କନ୍ୟା ରାଶି । କନ୍ୟା ରାଶିର ଯାତକ ଙ୍କ ପାଇଁ ଏହିଥର ମହାଶିବରାତ୍ରି ପୂର୍ବରୁ ହିଁ ଭଗବାନ ଭୋଳାନାଥ ଙ୍କର ବିଶେଷ କୃପା ଆପଣଙ୍କ ଉପରେ ବର୍ଷିବ, ଏଥିପାଇଁ ମହାଶିବରାତ୍ରି ପରଠାରୁ ଆପଣ ଧନରେ ମାଲାମାଲ ହେବେ ମହାଦେବଙ୍କର କୃପାରୁ ଏବେ ଆପଣଙ୍କର ଭାଗ୍ୟ ଚମକିବାକୁ ଯାଉଛି, ଯଦି ଆପଣ ଏହି ସମୟରେ କୌଣସି ଚାକିରୀରେ ପ୍ରମସନ ଚାହୁଛନ୍ତି ତ ସେଥିରେ ବୃଦ୍ଧି ଦେଖିବାକୁ ମିଳିବ, ମହାଦେବଙ୍କ କୃପାରୁ ଅନେକ ଜାଗାରେ ଆପଣଙ୍କୁ ଧନଲାଭ ହେବ ।
ତୃତୀୟରେ ମକର ରାଶି । ମକର ରାଶିର ଯାତକ ଏବେ ଆପଣଙ୍କର ଭାଗ୍ୟ ଦୁଇଗୁଣା ଚମକିବ ମହାଦେବଙ୍କ କୃପାରୁ ଆପଣଙ୍କୁ ମହାଶିବରାତ୍ରି ପୂର୍ବରୁ ବଡ଼ ଖୁସି ଖବର ମିଳିବ, ଆପଣଙ୍କ ଆର୍ଥିକ ସ୍ଥିତିରେ ବି ମଧ୍ୟ ସୁଧାର ଦେଖିବାକୁ ମିଳିବ, ଅଧରା କାର୍ଯ୍ୟ ପୁରଣ କରିବା ପାଇଁ ଆପଣ ପ୍ରୟାସ କରିବେ ମହାଦେବଙ୍କ କୃପା ଆପଣଙ୍କ ଉପରେ ବର୍ଷିବ ।
ଚତୃର୍ଥ ରେ ମୀନ ରାଶି । ମୀନ ରାଶିର ଯାତକ ଆପଣଙ୍କ ଉପରେ ମହାଦେବଙ୍କର ବଶେଷ କୃପା ଏବେ ବର୍ଷିବ, ଅନେକ ଜାଗାରୁ ଆପଣଙ୍କୁ ଧନର ଲାଭ ମିଳିବ ବ୍ୟପାରରେ ବୃଦ୍ଧି ଦେଖିବାକୁ ମିଳିବ, କୌଣସି ବଡ଼ କମ୍ପାନି ରୁ ଆପଣଙ୍କୁ ଜବ୍ ଅଫର ଆସିପାରେ, ଘର ପରିବାର ରେ ସକାରତ୍ମକ ମାହଲ ଦେଖିବାକୁ ମିଳିବ, ଆପଣ ନୂଆ ଘର ନୂଆ ଜମି କିମ୍ବା ନୂଆ ଗାଡି କିଣି ପାରନ୍ତି ।
ପଞ୍ଚମ ରେ କୁମ୍ଭ ରାଶି । କୁମ୍ଭ ରାଶିର ଯାତକ ଆପଣଙ୍କୁ ଭୋଳାନାଥଙ୍କ କୃପାରୁ ମହାଶିବରାତ୍ରି ପୂର୍ବରୁ ଅନେକ ଜାଗାରୁ ଧନର ଲାଭ ଦେଖିବାକୁ ମିଳିବ, ଆୟରେ ମଧ୍ୟ ଜବରଦସ୍ତ ଲାଭ ମିଳିବ, ଆପଣଙ୍କର ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ ଭଗବାନ ଭଳାନାଥଙ୍କ କୃପାରୁ ଆପଣଙ୍କର ଘର ପରିବାରରେ ଖୁସି ଦେଖିବାକୁ ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।