ଓଡିଶାକୁ ମାଡି ଆସୁଛି ପଶ୍ଚିମା ଝଡ, ନିର୍ଘାତିଆ ବର୍ଷା । ଏହି ଜିଲ୍ଲାକୁ ବଡ ବିପତ୍ତି

mgh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ପାଣିପାଗ ବିଭାଗ କୁ ନେଇ ସଂମ୍ପର୍ଣ୍ଣ ଅପଡେଟ ପଶ୍ଚିମା ଝଡ ପ୍ରଭାବ ରେ 16 ରୁ ରାଜ୍ୟ ରେ ବର୍ଷା ର ସମ୍ଭାବନା ଆସନ୍ତୁ ଜାଣିନେବା ପାଣିପାଗ ବିଭାଗ ର କେଉଁ ବୁ ଜିଲ୍ଲା କୁ ରହିଛି ସତର୍କ ସୂଚନା ତେବେ ପଶ୍ଚିମା ଝଡ ପ୍ରଭାବ ରେ ଓଡିଶାରେ 16 ରୁ ରହୁଛି ବର୍ଷା ସମ୍ଭାବନା ।

ଏହ ସଂମ୍ପର୍କ ରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଜାଇଛି । ଶନିବାର ସଂନ୍ଧ୍ୟା ଜାରି ବୁଲେଟିନ ରେ କୁହାଜାଇଛି । ଯେ ଆସନ୍ତା 16 ତାରିଖ ଯାଏ ରାଜ୍ୟ ରେ ସୁଖିଲା ପାଗ ରହିବ । ଏବଂ ରାତି ତାପମାତ୍ରା ହ୍ରାସ ପାଇବ । କିନ୍ତୁ 16 ତାରିଖ ବେଳକୁ ପାଗରେ ପରିବର୍ତନ ହେବା ସହିତ । ପ୍ରତ୍ୟୋକ ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହୋଇପାରେ ।

ବର୍ଷା ସମ୍ଭାବନା ଥିବା ଜିଲ୍ଲା ମଧ୍ୟ ରେ ବରଗଡ , ନୂଆପଡା , ଝାଡସୁଗୁଡା , ଏବଂ ସୁନ୍ଦରଗଡ । ଅନ୍ୟ ପକ୍ଷରେ ଆସନ୍ତା 24 ଘଣ୍ଟା ରେ ରାଜ୍ୟ ରେ ହାରାହାରା ତାପମାତ୍ରା 29 ଡୀଗ୍ରି ସେଲିସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 14 ଡୀଗ୍ରି ରହିବାର ସମ୍ଭାବନା ରହିଛି । ସେହିପରି ରାଜ୍ୟରେ କେତେକ ଜିଲ୍ଲା ରେ କୁହୁଡି ଦେଖା ଦେଇ ପାରେ ।

ତେବେ ଏହି ସବୁ ଜିଲ୍ଲା ମାନଙ୍କ ମଧ୍ୟ ରେ ରହିଛି କୋରାପୁଟ , ମାଲକାନାଗିରି , ରାୟଗଡା , କନ୍ଧମାଳ , ଏବଂ କଳାହାଣ୍ଡି ସେହି ପରି କିଛି ସ୍ଥାନରେ ବର୍ଷା ର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ଏମିତି କିଛି ପୂର୍ବାନୁମାନ କରିଛି । ସୂଚନା ଅନୁସାରେ କେଉଁଝର, ସୁ୍ଦରଗଡ, ମୟୁରଭଞୀ , ବାଲେଶ୍ୱର ଭଦ୍ରକ ଏବଂ ଯାଜପୁର ଜିଲ୍ଲା ରେ ସାମାନ୍ୟ ରୁ ମଧ୍ୟମ ରେ ଧରଣ ର ବର୍ଷା ହୋଇ ପାରେ ।

ଆସନ୍ତା 16 ତାରିଖ ପରେ ରାଜ୍ୟ ରେ ବହୁତ ସ୍ଥାନରେ ପାଗ ସୁଖିଲା ରହିବ । ତେବେ ଆଉ କିଛି ଜିଲ୍ଲା ରେ ପାଗ କୁହୁଡି ରହିବ ବୋଲି ସୂଚନା ରହିଛି । ଉପକୂଳ ଏବଂ ଆଭ୍ୟନ୍ତରଣିୟ ଓଡିଶା ରେ କିଛି ସ୍ଥାନ ରେ ଘନକୁହୁଡି ଦେଖିବା ପାଇଁ ମିଳିବ । ସେହି ପରି କଟକ ଏବଂ ଭୁବନେଶ୍ୱର ରେ ମଧ୍ୟ ଘନ କୁହୁଡି ଦେଖିବା ପାଇଁ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *