ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ପ୍ରବାସୀ ଭାରତୀୟ ମହିଳା ଆବୁଧାବି ରେ କୋଟି କୋଟି ଟଙ୍କା ର ବଡ ଲଟେରୀ । ତେବେ ମିଳିଥିବା ମଡ଼ିଓ ରିପୋର୍ଟ ଅନୁସାରେ କେରଳର ତ୍ରିଶୁରରେ ରହୁଥିବା ଲୀନା ଜଲାଲ ନାମକ ମହିଳା ବିଗ ଟିକେଟ ଆବୁଧାବି ସାପ୍ତାହିକ ଡ୍ର ରେ 22 ମିଲିୟନ ଧିରାମ ଜିତିଛନ୍ତି । ସୂଚନା ମୁତାକ କୁହାଜାଇଛି କି 3 ଫେବୃଆରୀ ଦିନ ରେ ଏହି ଲଟେରୀ ର ଡ୍ରୋ ଉଠାଗଲା ଏଥିରେ ଜଲାଲ ଏହି ଲଟେରୀ ଜିତିଥିଲେ ।
ତାଙ୍କ ଟିକେଟ ନମ୍ଵର 144387 ଥିଲା । ଜଲାଲ ଆବୁଧାବିରେ ପ୍ରଫେସନାଲ ଭାବେ କାମ କରନ୍ତି । ଜଲାଲ କହିଛନ୍ତି ସେ ନିଜର ଟିକଟ କୁ ଅନ୍ୟ 10 ଜଣ ଙ୍କ ସହିତ ସେୟାର କରିବେ ଓ ତାଙ୍କର କିଛି ଟଙ୍କା ସ୍ୱଚ୍ଛା ବେସା ସଂସ୍ଥା କୁ ଦେବାକୁ ମନନ୍ଥ କରିଛନ୍ତି । ଜଲାଲ ଗ୍ଲଫ୍ ନ୍ୟୁଜ୍ କୁ କହିଛନ୍ତି ମୋ ପାଖରେ କିଛି ବି କହିବା ପାଇଁ ଶବ୍ଦ ନାହିଁ । ମତେ ଜଣା ନାହିଁ କି ମତେ କଣ କହିବା ଦରକାର ଅଟେ । ମୁଁ ଖୁସୀ ଅଟେ ଏବଂ ଏହିଥି ପାଇଁ ମୁୁଁ ଆଭାରୀ ଅଟେ ।
ତେବେ ବନ୍ଧୁଗଣ ଜଲାଲ 3 ଫେବୃଆରୀ ଦିନ ବମ୍ପର ପୁରସ୍କାର ଜିତିଥିବା ଏକ ମାତ୍ର ଭାରତୀୟ ମହିଳା ନଥିଲେ । କେରଳ ର ଅନ୍ୟ ପ୍ରବାସୀ ଭାରତୀୟ 10 ଲକ୍ଷ ଧିରାମ ମାନେ 2.03 କୋଟି ରୁ ଅଧିକ ଟଙ୍କା ଜିତି ନେଇଛନ୍ତି । ସେ ମଲ୍ଲପୁରମ୍ ଜିଲ୍ଲା ରେ ଥିଲେ । ଏବଂ 29 ଅନ୍ୟ ଲୋକଙ୍କ ସହିତ ସେ ଏହି ପ୍ରାଇଜ୍ ଟଙ୍କା କୁ ସେୟାର କରିବେ । ସେ ଜଣେ ଇଞୀନିୟର ଭାବେ କାମ କରନ୍ତି ।
ସେ କହିଛନ୍ତି କିଛି ଟଙ୍କା ସେ ନିଜର ପିତା ଙ୍କୁ ଦେବେ ଆଉ କିଛି ଟଙ୍କା ନିଜର ମାନେ ପତି ପତ୍ନୀ ଙ୍କ ପିଲାର ଭବିଷ୍ୟତ ପାଇଁ ସଞ୍ଚୟ କରିବେ । ରିପୋର୍ଟରେ କୁହାଗଲା ଯେ ଡିଏଚ୍ 22 ମିଲିୟନ ସହିତ ଟପ୍ 5 ନଗଦ ପୁରସ୍କାର ଭାରତୀୟ ଖାତାରେ ଆସିଲା । ପୂର୍ବ ବର୍ଷ ଦୁବାଇ ରେ ଡ୍ରାଇଭର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ୟୁଏଇରେ ଏକ ଡ୍ରାରେ 20 ମିଲିୟନ ଦିରାମ ଜିତିଥିଲେ । ରଞ୍ଜିତ ସୋମ୍ୟରଞ୍ଜନ ଓ ତାଙ୍କ 9 ସହଯୋଗୀଙ୍କ ଜଏଣ୍ଟ ୱନର ଘୋଷଣା କରାଯାଇଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।