ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 2 ବର୍ଷ ମଧ୍ୟ ରେ ସଂମ୍ପର୍ଣ୍ଣ ଭାରତ ର ଅଂଶ ହୋଇଯିବ ପାକିସ୍ତାନ । ଅଧିକୃତ କାଶ୍ମୀର ଏହି ପରି ଦୃଢକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ କପିଲ ପାଟିଲ । କେବଳ ସେତିକି ନୁହେଁ ଦେଶର ବିକାଶ ପାଇଁ ଲଗାତାର ଭାବେ କାର୍ଯ୍ୟ କରି ଠୋସ୍ ଭାବେ ପଦକ୍ଷେପ ନେଉଥିବାରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ମନ୍ତ୍ରୀ ଅମିତ ସାହା ଙ୍କୁ ତାରିଫ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ମହାରାଷ୍ଟ୍ର ଠାରେ ସ୍ଥିତ ଠାଣେ ସହର ଆୟୋଜିତ ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେଇ ଏହି ଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି । ପଞ୍ଚାୟତ ରାଜ ମନ୍ତ୍ରୀ କପିଲ ପାଟିଲ କହିଛନ୍ତି କି ମୋଦି କେବଳ ଆଳୁ ପିଆଜ ଦାମ୍ କମେଇବା ପାଇଁ ପ୍ରଧାନ ମନ୍ତ୍ରୀ ହୋଇନାହାଁନ୍ତି । ଲୋକ ମାନେ ପିଆଜ ଦର ବୃଦ୍ଧି ହେଲେ କି ଅଭିଯୋଗ କରୁଛନ୍ତି । କିନ୍ତୁ ପିଜ୍ଜା ଏବଂ ମଟ୍ଟନ କିଣିବା ପାଇଁ ସଙ୍କୋଚ କରନ୍ତି ନାହିଁ । ଜରୁରୀ ସାମଗ୍ରୀ ମୂଲ୍ୟ ବୃଦ୍ଧିହେଲେ କେହି ସମର୍ଥନ କରନ୍ତି ନାହିଁ ।
ଏହା ପରେ ମନ୍ତ୍ରୀ କପିଲ ପାଟିଲ ଚକିତ କରିବା ପରି ଭାଷଣ ଦେଇଛନ୍ତି । ଦେଶର ନାଗରିକ ସଂଶୋଧନ ଅଧିନାୟକ ଜାମ୍ମୁ କାଶ୍ମୀରରୁ ଧାରା 370 ଏବଂ 35 -A ଉଚ୍ଛେଦ ଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି । 2024 କୁ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ସମ୍ଭବତ ଭାରତ ର ଅଂଶ ହୋଇଯିବ । କେନ୍ଦ୍ରମନ୍ତ୍ରୀ ଙ୍କ ଏହି ଭଳି ବୟାନ ପରେ ଚର୍ଚ୍ଚା ଜୋର ଧରିଛି । ତେବେ ପାଲିଟ ଙ୍କ କହିବା ଅନୁସାରେ 700 ଶହ ଟଙ୍କା ମାଂସ , 600 ଟଙ୍କା ପିଜ୍ଜା ଖାଇବା ବେଳେ ଲୋକ ମାନଙ୍କ ସମସ୍ୟା ନାହିଁ ।
କିନ୍ତୁ 10 ଟଙ୍କାର ପିଆଜ ଏବଂ 40 ଟଙ୍କା ଟମାଟର ଆମକୁ ମହଙ୍ଗା ଲାଗୁଛି । ଦଳ ବୃଦ୍ଧି ହେଲେ କେହି ବି ସମର୍ଥନ କରିବେ ନାହିଁ । ତାହା ସ୍ୱଭାବିକ କଥା ହେଲେ ପ୍ରଧାନ ମନ୍ତ୍ରୀ ମୋଦି ଆଳୁ ପିଆଜ ଦାମ୍ କମେଇବା ପାଇଁ ଏତେ ବଡ ପଦବୀ ରେ ବସି ନାହାଁନ୍ତି ବୋଲି ସେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।