ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସିଦ୍ଧାର୍ଥ ଟିିଭି ର ନୂଆ ରିଆଲିଟି ସୋ ଓଡ଼ିଶାର ନୂଆ ସ୍ୱର । ଏଠାରେ କମାଲ ଦେଖେଇଛନ୍ତି କୁନି ପିଲା ମାନେ । ଜୁନିୟର ମାନଙ୍କ ପାଇଁ ହୋଇଥିବା ଏହି ସଙ୍ଗୀତ କାର୍ଯ୍ୟକ୍ରମ ରେ କୁନି ପିଲା ମାନଙ୍କ ପ୍ରତିଭା ଦେଖିବା ପାଇଁ ମିଳୁଛି । ସେମାନଙ୍କ ମଧ୍ୟ ରୁ ଜଣେ ପିଲା ରହିଛି ଜାହାର ନାମ ଶାନ୍ତନୁ କୁମାର ମହାନ୍ତି । ଯିଏକି ଷ୍ଟୁଡିଓ ରାଉଣ୍ଡ ରୁ ନିଜର ଜଲ୍ୱା ଦେଖେଇ ଆସିଛି । ତାର ଗୀତ ରେ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ। ଅନେକ ପ୍ରଶଂସା ବି ମିଳୁଛି ଶାନ୍ତନୁ ଙ୍କୁ। ସେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେସ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି। ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ।
କାରଣ କେବଳ ଗୀତ ନୁହେଁ । ସଂଙ୍ଗୀତ କୁ ପିଲାଟିର କଥା ଓ ଅଭଇିନୟ ବହୁତ ଆକର୍ଷଣିୟ ଅଟେ । ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଆମେ ବହୁତ ଖୁସି ହୋଇ ଯାଇଥାଉ । ବେଳେ ବେଳେ ଆମେ ମାନେ ଏମିତି କୁନି ପ୍ରତିଭା ମାନଙ୍କୁ ଦେଖିବା ପାଇଁ ପାଇଥାଉ । ଯାହା ଆମକୁ ବହୁତ ଭଲ ଲାଗେ । ଯାହାକୁ ଦେଖି ସୁଣି ଏବଂ ଅନୁଭବ କରି ଆମେ ବହୁତ ଖୁସୀ ମଧ୍ୟ ହେଉ ସେମାନଙ୍କ ଅନେକ ପ୍ରତିଭା କୁ ଆମେ ମାନେ ସମୟ ରେ ସୋସିଆଲ ମିଡିଆ ମାନଙ୍କରେ ଦେଖିବାକୁ ପାଉଥିବେ ।
ଆଉ ସେହି ସବୁ ଦେଖି ଆପଣ ମାନେ ବହୁତ ଖୁସୀ ମଧ୍ୟ ହେଉଥିବେ । କାରଣ ଛୋଟ ଛୋଟ ପିଲା ମାନଙ୍କ ଭିଡ଼ିଓ ଦେଖିବାକୁ ବହୁତ ଖୁସୀ ଲାଗେ । ସେହିଥିରେ ଏକ ଭିନ୍ନ କୈତୁହଳ ଦେଖିବାକୁ ମିଳେ । ସେମାନଙ୍କ ଯେକୈଣସି ଗୀତ ହେଉ କିମ୍ବା ଭିଡ଼ିଓ ସେହିଥିରେ ଏକ ଭିନ୍ନ କୈତୁହଳ ଦେଖିବାକୁ ମିଳେ । ଏବଂ ,ସେମାନଙ୍କ ମନ ରେ ଗୀତ ଗାଇବା ପାଇଁ ଏକ ଭିନ୍ନ ଆଗ୍ରହ ଦେଖିବା ପାଇଁ ମିଳେ । ଏତେ ଛୋଟ ହୋଇ ନିଜର ସ୍ୱରର ଯାଦୁ ରେ ସେମାନେ ଅନ୍ୟକୁ ମୋହିତ କରନ୍ତି ।
ସେହିପରି ଏହି ବାଳକଟି ଯେଉଁ ଭଳି ଭାବରେ ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିବାନା କରିଛି ତାହା ଆପଣ ପିଲାଟିର ଭିଡିଓ ଦେଖିଲେ ହିଁ ଜାଣି ପାରିବେ ଏବଂ ତାର ସ୍ୱର ଶୁଣି ଲେ ଜାଣି ପାରିବେ। ଏବେ ସେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛି। ସୋସିଆଲ ମିଡିଆରେ ତାର ସିଙ୍ଗିଂ ଭିଡିଓ ବେଶ୍ ଭାଇରାଲ ହେଉଛି। ଗୀତ ସାଙ୍ଗକୁ ତାର ଯେମିତି ଅଭିନୟ ଏବଂ କମେଡି ଶୁଣି ସମସ୍ତେ ହସି ହସି ଗଡି ଯାଉଛନ୍ତି ଏବଂ ବହୁତ୍ ଖୁସି ବି ହେଉଛନ୍ତି। ଏବେ ତାଙ୍କ ଘରକୁ ଗଣମାଧ୍ୟମ ର ପ୍ରତିନିଧି ଯାଇ ଶାନ୍ତନୁ ଙ୍କ ସହ କଥା ହୋଇଥିବାର ଭିଡିଓ ସାମ୍ନାକୁ ଆସିଛି ।
ଯେଉଁଠାରେ ନିଜର ଜିବନ ରେ ହେବାକୁ ଥିବା ସବୁ ଇଚ୍ଛା ବିଷୟ ରେ କହୁଛନ୍ତି । ତଥା ତାଙ୍କର ସଂଙ୍ଗୀତ ଗାଇବାର ଆରମ୍ଭ କେଉଁଠାରୁ ହେଲା ତାଙ୍କ ବାପା ମାଆ ତାଙ୍କୁ ନେଇ କେତେ ପରିମାଣ ରେ ପରିଶ୍ରମ କରନ୍ତି । ତଥା ସହଯୋଗ କରନ୍ତି , ଏହା ସହିତ ସେ ବଡ ହେଲା ଜଣେ ହିରୋ ହେବେ ବୋଲି କହିଛନ୍ତି । ନିଜ ଫିଲ୍ମ ରେ ନିଜେ ଗୀତ ଗାଇବେ। ତେବେ ପିଲାଟି ଏଠାରେ ମଧ୍ୟ ସୁନ୍ଦର ସୁନ୍ଦର ଗୀତ ତିନୋଟି ଗାଇଛି। ପିଲାଟିର ସ୍ୱର ଏବଂ ଜବାବ କୁ ଦେଖି ସମସ୍ତେ ବହୁତ ଖୁସି ହୋଇଛନ୍ତି।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।