( ଅଣ୍ଟା ବିନ୍ଧା ) ପ୍ରବଳ ହେଉଥିଲେ ଥରକରେ ଭଲ ହେବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିକା ସମୟରେ ପ୍ରତେକ ଘରେ କେହି ନା କେହି ଅଣ୍ଟା ବିନ୍ଧା ଭଳି ସମସ୍ୟା ଭୋଗୁଛନ୍ତି । ଅଣ୍ଟା ବିନ୍ଧା ଭଳି ସମସ୍ୟା ଯଦି ଆପଣଙ୍କୁ ଥରେ ହୁଏ ତେବେ ବହୁତ ଅଧିକ କଷ୍ଟ ଅନୁଭବ ହୋଇଥାଏ ଏବଂ ଆପଣ ଭାବିଥାନ୍ତି ଏଥିରୁ କେମିତି ଉପସମ ମିଳିବ । ମେଲ ଫେମେଲ ସମସ୍ତଙ୍କ ମଧ୍ୟରେ ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳେ ସେମାନେ ବିଭିନ୍ୟ ପ୍ରକାର ମେଡିସିନ ର ମଧ୍ୟ ସେବନ କରିଥାନ୍ତି, ଅଣ୍ଟା ବିନ୍ଧା ଭଳି ସମସ୍ୟା କୁ ଦୂର କରିବା ପାଇଁ କିନ୍ତୁ ଦୁଃଖର ବିଷୟ ଆପଣଙ୍କ ଘରେ କେବଳ ଦୁଇଟି ଜିନିଷ ଦ୍ୱାରା ଆପଣ ନିଜର ଅଣ୍ଟା ବିନ୍ଧା ଭଳି ସମସ୍ୟା କୁ ଦୂର କରି ପାରିବେ ।

pain

ହେଲେ ଅନେକ ଲୋକ ଆଜି ଯାଏ ସେ ବଷୟରେ ଜାଣି ନାହାନ୍ତି, ଆଜି ମୁଁ ଆପଣଙ୍କ ପାଇଁ ଏମିତି ଏକ ଘୋରଇ ଉପଚାର ନେଇ ଆସିଛି ଯାହା ଆପଣଙ୍କର ରୋଷଇ ଘରୁ ମିଳୁଥିବା କେବଳ ଦୁଇଟି ସାମଗ୍ରୀ ର ପ୍ରୟଗ କରି ଆପଣ ନିଜର ଅଣ୍ଟା ବିନ୍ଧା ବା ଭୟଙ୍କର ରୁ ଭୟଙ୍କର ଅଣ୍ଟା ବିନ୍ଧା ଭଳି ସମସ୍ୟା କୁ ସବୁଦିନ ପାଇଁ ଦୂର କରି ପାରିବେ ।

ଏହି ରିମେଡି ବହୁତ ଅଧିକ ଚମତ୍କାରୀ ଅଟେ ଏବଂ ବହୁ ପରାତନ କାଳରୁ ଅଣ୍ଟା ବିନ୍ଧା ଭଳି ସମସ୍ୟା କୁ ଦୁର କରିବା ପାଇଁ ଏହାର ପ୍ରୟଗ ହୋଇ ଆସୁଛି ।ତେବେ ଆସନ୍ତୁ ଜାଣବା ଅଣ୍ଟା ବିନ୍ଧା ଭଳି ସମସ୍ୟା କୁ ଦୂର କରିବା ପାଇଁ ଆପଣ ଏହି ଘୋରଇ ଉପଚାର କୁ କେମିତି ବନାଇବେ ଏବଂ ଆପଣ ଓଏହାର ସେବନ କିପରି କରିବେ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

garlic

ବନ୍ଧୁଗଣ ଅଣ୍ଟା ବିନ୍ଧା ଭଳି ସମସ୍ୟା କୁ ଦୂର କରିବା ପାଇଁ ଆପଣଙ୍କୁ ତିନଟି ରସୁଣ ପାଙ୍ଖୁଡା ର ଆବସ୍ୟକ ପଡିବ, ଏବେ ଆପଣ ଏହି ରସୁଣ ପାଙ୍ଖୁଡା କୁ କୌଣସି ବି ଜିନିଷ ସାହାଯ୍ୟ ରେ ଛେଞ୍ଚି ଦିଅନ୍ତୁ, ଏବଂ ଏହାର ଏକ ପେଷ୍ଟ କରନ୍ତୁ, ଏବେ ଆପଣ ଏହାକୁ ଛାଣି ଏହାର ରସ ବାହାର କରନ୍ତୁ, ଏହି ପ୍ରକାର ରେ ଆପଣ ରସୁଣ ରୁ ରସ ବହୁତ ସହଜ ପ୍ରକାରରେ ବାହାର କରି ପାରିବେ ।

ଏହା ପରେ ଆପଣଙ୍କୁ ଆବସ୍ୟକ ଫାଳେ ଲେମ୍ବୁର ରସ ଆପଣ ଏଥିପାଇଁ ଫେଳେ ଲେମ୍ବୁର ରସ ପ୍ରୟଗ କରନ୍ତୁ, ଏବେ ବନ୍ଧୁଗଣ ଆପଣଙ୍କ ଉପଚାର ପ୍ରସ୍ତୁତ । ଏବେ ଆପଣ ଏତିରେ ଅଧା କପ୍ ପାଣି ମିସାନ୍ତୁ, ଏବେ ଆପଣଙ୍କର ଅଣ୍ଟା ବିନ୍ଧା କୁ ଦୂର କରିବା ପାଇଁ ଆଜିର ଏହି ଗୋରଇ ଉପଚାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

lemon

ଏବେ ଜାଣି ନିଅନ୍ତୁ ଆପଣ ଏହାର ସେବନ କେଉଁ ସମରେ ଏବଂ କେତେ ଥର କରିବାକୁ ହେବ, ଅଣ୍ଟା ବିନ୍ଧା ଭଳି ସମସ୍ୟା କୁ ଦୂର କରିବା ପାଇଁ ଆପଣ ଏହାକୁ ଦିନରେ ଦୁଇଥର ସେବନ କରନ୍ତୁ, ପ୍ରଥମେ ସକାଳୁ ଖାଇବାର ଅଧଘଣ୍ଟା ପରେ ଥରେ ଆପଣ ଏହାର ସେବନ କରନ୍ତୁ ।

ଦିତୀୟରେ ସନ୍ଧ୍ୟା ସମୟରେ ଆପଣ ଚାହା କିମ୍ବା ନାସ୍ତା କରି ସାରିବା ପରେ ଏହାର ସେବନ କରନ୍ତୁ, ଦିନକୁ ଦୁଇଥର ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କର ଅଣ୍ଟା ବିନ୍ଧା ଭଲି ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *