ମଣିଷ ର ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି 3 ଟି ସଂଙ୍କେତ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି କଥା କୁ ସମସ୍ତେ ଜାଣି ଥିବେ କି ଭାଗ୍ୟ ରୁ ଅଧିକ ଏବଂ ସମସ୍ୟା ରୁ କମ୍ ସମୟ ମଧ୍ୟ ରେ କେବେ କାହାକୁ କିଛି ମିଳେ ନାହିଁ । ମାନେ ପ୍ରତ୍ୟୋକ ମଣିଷ ର ଭାଗ୍ୟ ରେ ଯେତିକି ପରିମାଣ ରେ ଲେଖା ରହି ଥିବ ତାହାକୁ ସେତିକି ହିଁ ମିଳିବ ଏବଂ ତାହା ସବୁ ଠିକ୍ ସମୟ ଆସିବା ପରେ ହିଁ ମିଳିବ ତେବେ ସମୟ ବ୍ୟକ୍ତି ର ଜିବନ ରେ ବହୁତ ମୂଲ୍ୟବାନ ଭୂମିକା ନିଭେଇ ଥାଏ ।

ଏହି ଦୁନିଆଁ ରେ ଏମିତିବି କିଛି ଲୋକ ମାନେ ରହିଥାନ୍ତି ଯେଉଁ ମାନେ ନିଜର ଖରାପ୍ ସମୟରେ ଭଗବାନ ଙ୍କ ନାମ କୁ ନେଇ ଥାନ୍ତି ହେଲେ ସେମାନେ କେବେ ବି ସେମାନଙ୍କ ଭଲ ସମୟରେ ସେମାନେ ଭଗବାନ ଙ୍କ ନାମ ନିଅନ୍ତୁ ନାହିଁ । ହେଲେ ଏଠାରେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ଏହି ଖରାପ୍ ଏବଂ ଭଲ ସମୟ ଆସିବା ପୂର୍ବ ରୁ ଆମକୁ ଭଗବାନ ଏହି 3 ଟି ସଂଙ୍କେତ ଦେଇଥାନ୍ତି । ତେବେ ସେହି ପରି କ୍ଷେତ୍ର ରେ ଆମେ ଆଜି ଆପଣ ମାନଙ୍କୁ ସେହି 3 ସଂଙ୍କେତ ବିଷୟ ରେ ଆପଣ ମାନଙ୍କ ସହିତ ଆଲୋଚନା କରିବା ପାଇଁ ଚାହିଁବୁ ଜାହାକୁ ଭଗବାନ ନିଜର ଭଲ କିମ୍ଭା ଖରାପ୍ ସମୟ ଆସିବା ପୂର୍ବ ରୁ ଦେଇ ଥାନ୍ତି ।

Lakshmi

ପ୍ରଥମେ ରହିଛି ପେଚା ଏହାକୁ ମାତା ଲକ୍ଷ୍ମୀ ଙ୍କର ବାହାନ ବୋଲି କୁହା ଜାଇ ଥାଏ ତେବେ ଆପଣ ମାନଙ୍କୁ କେଉଁ ଠାରେ ବି ପେଚା ଦେଖା ଯାଏ । ତେବେ ଏହି କଥା କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ନିଅନ୍ତୁ କି । ଆପଣ ମାନଙ୍କ ଭଲ ସମୟ ଆସୁଛି । ଏବଂ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଆଶିଷ ବର୍ଷିବା ପାଇଁ ଯାଉଛି ।

ଦୁଇ ନମ୍ବର ରେ ରହିଛି ଯଦି ଆପଣ ମାନଙ୍କୁ କେବେ ସବୁଜ ରଙ୍ଗ ର ଜିନିଷ ଦେଖା ଦିଏ ଏବଂ ଏହା ହଠାତ୍ ବା ମନେରେ ବାରମ୍ଭାର ଆସିଥାଏ । ତେବେ ସେହି ପରି କ୍ଷେତ୍ର ରେ ବି ଆପଣ ମାନଙ୍କ ପାଇଁ ଶୁଭ ସଂଙ୍କେତ ରହିଥାଏ । ଏହା ଆପଣ ମାନଙ୍କ ପାଇଁ ଭଲ ସମୟ ଆସିବାର ବହୁତ ଶୁଭ ସଂଙ୍କେତ ହୋଇ ଥାଏ ।

mata Lakshmi

ସେହି ପରି ଭାବେ ତୃତୀୟ ରେ ରହିଛି ସଫା ସୁତୁରା ସବୁ ସମୟ ରେ ମାତା ଲକ୍ଷ୍ମୀ ସେହି ସ୍ଥାନ ରେ ପ୍ରେବଶ କରନ୍ତି ଯେଉଁ ଠାରେ ସଫା ସୁତୁରା ହୋଇ ଥାଏ । ସେମିତି ରେ ଆପଣ ମାନଙ୍କ ଘରେ ଯଦି ଝାଡୁ ରହିଛି ଏବଂ ପ୍ରତ୍ୟେକ ଦିନ ଓଳାଉଛନ୍ତି ତେବେ ଆପଣ ମାନଙ୍କ ଘରକୁବି ଲକ୍ଷ୍ମୀ ଆଶିଷ ମିଳିବ ।

ସେହି ପରି ଭାବେ ଚାରି ରେ ଆପଣ ମାନେ ହଠାତ୍ କ୍ରମେ କେଉଁ ଠାରେ ବି ଶଂଙ୍ଖ ର ଧ୍ୱନୀ କୁ ସୁଣନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ପାଇଁ ବି ଶୁଭ ସଂଙ୍କେତ ହୋଇଥାଏ । ତଥା ଆପଣ ମାନଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କ ପ୍ରବେଶ ହୋଇଛି ବୋଲି ଜାଣନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *