ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ଜାଣନ୍ତି ସମୟ ଏକ ଚକ୍ର ଯେପରି ଦନ ପରେ ରାତି ଆସିଥାଏ ସେପହିପରି ମନୁଷ୍ୟ ଜୀବନରେ ଦୁଃଖ ପରେ ସୁଖ ନିଶ୍ଚୟ ଆସିଥାଏ । ଭାଗ୍ୟରେ ଥିବା ଏବଂ ସମୟ ଆସିବା ପୂର୍ବରୁ ନା କିଛି ମିଳିଥାଏ ନା କିଛି ମିଳିବ ମଧ୍ୟ ଅର୍ଥାତ୍ ଗୋଟିଏ ମଣିଷ ର ଭାଗ୍ୟରେ ଯାହା ରହିଥାଏ ତାହା ସେତିକି ଏବଂ ସମୟ ଆସିବା ପରେ ହିଁ ମିଳିଥାଏ । ସମୟ ମନୁଷ୍ୟ ଜୀବନ ରେ ଏକ ମହତ୍ୱ ପୂର୍ଣ୍ଣ ଭୂମୀକା ଗ୍ରହଣ କରିଥାଏ, ଆଜି ଯଦି ଆପଣଙ୍କର ଜୀବନରେ ଦୁଃଖ କଷ୍ଟ ଭରିହୋଇ ରହିଅଛି ତେବେ ଆସନ୍ତା କାଲି ନିଶ୍ଚୟ ଆପଣଙ୍କର ଜୀବନରେ ଖୁସି ଭରିଯିବ । ସମୟର ଚକ୍ର ବା ଦୁଃଖ ସୁଖ ର ଚକ୍ର ଏପରି ଚାଲିଥାଏ ଯେପରି ଦୁଃଖର ସମୟ ବେସିଦିନ ରହି ନଥାଏ ସେହି ପରି ଆପଣ ଙ୍କ ର ସୁଖର ସମୟ ବେଶି ଦିନ ରହେନାହିଁ ।
ଯେଉଁ ମନୁଷ୍ୟ ର ସୁଖ ବା ଦୁଃଖର ସମୟ ଚାଲିଅଛି ସେ ଜୀବନ ର ପ୍ରତ୍ୟେକ ସୁଖ ଏବଂ ଖୁସି ପାଇଥାଏ , ଆମ ପୈରାଣିକ ପ୍ରଥା ମାନ୍ୟତା ଏବଂ ସାସ୍ତ୍ର ରେ ମଧ୍ୟ ଏହି ସମୟ ତକ୍ର ବିଷୟ ରେ ଅନେକ କଥାମାନ ବଣ୍ଣିତ ରହିଅଛି । ଶୁଭ ସମୟ ଆସିବା ପୁର୍ବ ରୁ ଆପଣ ଙ୍କୁ କେତଟି ସଂଙ୍କେତ ମାଧ୍ୟମ ରେ ଜଣାଇ ଦେଇଥାଏ . ସେହି ପରି କିଛି ଅଶିଭ କାର୍ଯ ହେବା ପୁର୍ବ ରୁ ଆପଣ ଙ୍କୁ କିଛି ସଂଙ୍କେତ ମାଧ୍ୟମ ରେ ଜଣାଇ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଆପଣ ଙ୍କ ପାଇଁ ଆଗକୁ ଆସୁଥିବା ସମୟ ଶୁଭ ନା ଅଶୁଭ ଅଟେ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।
ପ୍ରଥମେ କେବେ କେବେ ଅଧିକ ରାତି ଯାଏ ବା ସାରା ରାତି ବିନା କାରଣ ରେ ନିନ୍ଦ ଆସି ନଥାଏ ଏହି ଛୋଟ ସଙ୍କେତ ଟି ଆପଣଙ୍କର କୌଣସି ବଡ଼ ଇଚ୍ଛା ବହୁତ ଦିନ ଧରି ଆସା କରିଥିବା କାର୍ଯ୍ୟ ପୁରଣ ହେବାର ଶୁଭ ସଙ୍କେତ ହୋଇଥାଏ ।
ଦିତୀୟ ରେ ସକାଳ ର ନିନ୍ଦ ସତେଜ ଏବଂ ମନରେ ଏକ ସକାରତ୍ମକ ଭାବ ସହିତ ଯଦି ନିନ୍ଦ ଭାଙ୍ଗି ଥାଏ ତେବେ ଏହା କୁ ଶୁଭ ସଙ୍କେତ ହୋଇଥାଏ, ଆପଣ ଜାଣି ନିଅନ୍ତୁ କି ସେହି ଦିନ ଆପଣଙ୍କ ପାଇଁ ଶୁଭ ହୋଇଥାଏ ଏବଂ ଜୀବନ ରେ ଚାଲୁଥିବା କୌଣସି ଗୋଟିଏ ବଡ଼ ସମସ୍ୟା ର ସମାଦାନ ସେହିଦିନ ହୋଇଥାଏ ।
ତୃତୀୟ ରେ ଘରୁ ବାହାରିବା ସମୟ ରେ ଜଳ ପୂର୍ଣ୍ଣ ବାଲଟି ବା କଳସ ଦେଖିବା କାର୍ଯ୍ୟରେ ସଫଳତା ଏବଂ ଉନ୍ନତିର ମାର୍ଗ ଖୋଲିଥାଏ ଏବଂ ଅନ୍ୟପଟେ ପାଣି ବାଲଟିରୁ ପାଣି ବାହାରୁ ଥିବା ଦେକିଲେ ଏହା ଅଶୁଭ ହୋଇଥାଏ, ଏହା ଦ୍ନାରା ଯାତ୍ରାରେ ବାଧା କାର୍ଯ୍ୟରେ ଅସଫଳିତ ହେବାର ଅଶୁଭ ସଙ୍କେତ ହୋଇଥାଏ ।
ଚତୃର୍ଥ ରେ ମହିଳା ଙ୍କ ଶରୀରର ବାମ ଭାଗ ଏବଂ ପୁରୁଷ ଙ୍କ ଶରୀରର ଡାହାଣ ଭାଗ ର ଗୋଡ ହାତ ଆଖି ଡେଇଁବାର ଅର୍ଥ ଶୁଭ ସମୟ ଆସିବାର ଜଣା ପଡିଥାଏ ଏବଂ ସଫଳତା ମାନସମ୍ମାନ ଅର୍ଜନ କରିବା ସହିତ ଆର୍ଥିକ ଦିଗର ପରିବର୍ତନ ଶୁଭ ସଙ୍କେତ ହୋଇଥାଏ ।
ପଞ୍ଚମ ରେ ଘର ମଧ୍ୟରେ ଯେତେ ଧ୍ୟାନ ରଖିବା ପରେ ବି କ୍ଷୀର ଉତୁରି ଯିବା ଏକ ଶୁଭ ସଙ୍କେତ ହୋଇଥାଏ ଏବଂ ଘର ମଧ୍ୟକୁ କୌଣସି ମୂଲ୍ୟବାନ ଦର୍ବ୍ୟ ଆସିପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।