ପିଲାଙ୍କ ଫୋନ୍‌ ନିଶା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କଣ କରିବେ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମଣିଷ ପାଇଁ ଆଜିର ଦିନ ରେ ସ୍ମାଟଫୋନ ଏକ ଅଙ୍ଗ ଭାବେ କାର୍ଯ୍ୟ କରେ । ବର୍ତମାନ ସମୟ ରେ ଏହି ସ୍ମାର୍ଟଫୋନ କୁ ଅଧିକ ଛୋଟ ପିଲା ମାନେ ବ୍ୟବହାର କରୁଛନ୍ତି । ଜାହା ପାଇଁ ସେମାନଙ୍କ ପେରେଣ୍ଟସ୍ ଅଧିକ ଦାୟୀ ଅଟନ୍ତି । ହେଲେ ଯେଉଁ ମାନଙ୍କୁ ତାଙ୍କର ପିତା ମାତା ମାନେ ସ୍ମାଟ ଫୋନ ଧରାଇ ଦେଉଛନ୍ତି । ସେମାନଙ୍କୁ ଏହି କଥା ଜଣା ନଥାଏ କି ଏହି ମୋବାଇଲ ଧରିବା ଦ୍ୱାରା ସେମାନଙ୍କ ପିଲା ମାନଙ୍କର କେଉଁ ପ୍ରକାରର କ୍ଷେତି ହେଉଛି ବୋଲି ।

ବହୁତ ସମୟ ରେ ଏମିତି ଦେଖାଯାଏ ପିଲା ମାନେ ଖାଉ ନ ଥିଲେ ଆପଣ ମାନେ ମୋବାଇଲ ଦେଖେଇ ସେମାନଙ୍କୁ ଖୁଆଇବା ପାଇଁ ଚେଷ୍ଟା କରାନ୍ତି । ଏପରି କ୍ଷେତ୍ର ରେ ଏମିତି ବି ଦେଖିବା ପାଇଁ ମିଳେ କି ଯଦି ପିଲା ଟି ପିତା ମାତା ଙ୍କୁ ହଇରାଣ କରୁଛି ତେବେ ସେମିତି ବେଳେ ବି ପିତା ମାତା ତାଙ୍କୁ ମୋବାଇଲ ଧରି ଦିଅନ୍ତି । ହେଲେ ଆପଣ ମାନଙ୍କୁ ଏହା ଜଣା ନାହିଁ କି ଏମିତି ହେବା ଦ୍ୱାରା ଏହାର ସିଧା ସଳଖ ପ୍ରଭାବ ପିଲା ମାନଙ୍କ ଆଖି ଉପରେ ହିଁ ପଡିଥାଏ ।

mobile

ମୋବାଇଲ ଧରିବା ଦ୍ୱାରା ପିଲା ମାନଙ୍କ ମତ୍ସିକ ର ଏବଂ ଶରୀର ବୈଦ୍ଧିକ ବିକାଶ ହେଉ ନାହିଁ । ପିଲାଟି ଯେତେବେଳେ ମୋବାଇଲ ଦେଖିଥାଏ ତେବେ ତାର ସଂପୂର୍ଣ୍ଣ ମସ୍ତିସ୍କ ମୋବାଇଲ ରେ ହିଁ ରହିଥାଏ । ବହୁତ ସମୟ ରେ ପିଲା ମାନେ ଅଧିକାଶଂ ମୋବାଇଲ ଗେମ୍ କୁ ଦେଖିବା ପାଇଁ ଆଗ୍ରହୀ ହେଉଛନ୍ତି । ଏମିତି ହେଲେ ସେମାନଙ୍କ ବ୍ରେନ୍ ଉପରେ ପ୍ରଭାବ ପଡେ ଜାହା ଫଳ ରେ ସେମାନଙ୍କ ମତ୍ସିକ ର ବିକାଶ ସଠିକ୍ ଭାବେ ହୋଇପାରେ ନାହିଁ । ସେହିଥି ପାଇଁ ପିଲା ମାନଙ୍କୁ ସବୁ ସମୟ ରେ ମୋବାଇଲ ଠାରୁ ଦୂରେଇ ରହିବା ଉଚିତ୍ ।

ଯେଉଁ ପିଲା ମାନେ ଖାଇବା ସମୟ ରେ ମୋବାଇଲ ଦେଖନ୍ତି ସେମାନଙ୍କ ପାଇଁ ଏହା ବହୁତ ଖରାପ ଲକ୍ଷଣ ଅଟେ । ଏମିତି ହେବା ଦ୍ୱାରା ସେମାନେ ନିଜର ପାଠ ପଢା ରେ କେନ୍ଦ୍ରିତ ହୋଇପାରନ୍ତି ନାହିଁ । ଏବଂ ପରେ ସେମାନେ ଅଧିକ ସମୟ ଶୋଇବା ପାଇଁ ପସନ୍ଦ କରନ୍ତି । ଯଦି କେବଳ 9 ବର୍ଷ ଶିଶୁ 50 କିଲୋ ରୁ ଉର୍ଦ୍ଧ ହେଉଥିବ ତେବେ ତାହା ତାର ଶରୀର ପାଇଁ ବହୁତ କ୍ଷେତି କାରକ ଅଟେ ।

child Mobile

ଏହା ପାଇଁ ବାପା ମାଆ ଙ୍କୁ ସତର୍କ ରହିବା ଜରୁରୀ ଅଟେ ଏବଂ ପିଲା ମାନଙ୍କୁ ସଠିକ୍ ଚିକିତ୍ସା ପ୍ରଦାନ କରିବା ଜରୁରୀ ଅଟେ । ସେହି ପରି ମା ମାନଙ୍କୁ ନିଜ ପିଲା ମାନଙ୍କୁ ଖାଲି ସମୟ ରେ କିଛି ନୂଆ ଜିନିଷ ସିଖେଇବା ଆବଶ୍ୟକ ଅଟେ । ଜାହା ଫଳ ରେ ପିଲା ମାନଙ୍କର ବୈଦ୍ଧିକ ବିକାଶ ସମ୍ଭବ ହୋଇପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *