ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ଘୋଷଣା,ମହିଳା ମାନକୁ ମିଳିବ ମାଗଣା ସ୍ମାର୍ଟଫୋନ ,ଦେଖନ୍ତୁ କିଭଳି ପାଇବେ ଏହି ଲାଭ..

SHG

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ବର୍ଷ ଉପରେ ସରକାର ଙ୍କର ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ବହୁତ କିଛି ଯୋଜନା ଆସିଥିବା ବେଳେ ଗତ କାଲି ପୁଣି ଦୁଇ ଦୁଇଟି ଯୋଜନା ସରକାର ମଧ୍ୟ ଲଞ୍ଚ କରିଛନ୍ତି । ଯେମିତି କି ଅଙ୍ଗନବାଡି କର୍ମି ମାନଙ୍କର ପ୍ରହୋଶନ୍ନ ରାଶି ବଢିଛି । ତା ପରେ ପୁଣି ଥରେ ଆସିଛି ସଂୟସହାୟକ ଗୋଷ୍ଟୀ ମାନଙ୍କ ପାଇଁ । ତେବେ ଯାହା ମଧ୍ୟ ଆମେ ଆପଣ ମାନଙ୍କୁ ଏହି ପୋଷ୍ଟ ରେ ଜଣେଇବୁ ।

navin

କି ଯେଉଁ ମାନେ ସଂୟସହାୟକ ଗୋଷ୍ଟୀ ରେ ରହୁଛନ୍ତି ସେମାନଙ୍କ ପାଇଁ ମୋବାଇଲ ପାଇଁ ପଇସା ମିଳିଛୁ ମାସିକ ଭତ୍ତା ମିଳୁଛି । ପୋଶାକ ପତ୍ର , ଏବଂ ପରିଚୟ ପତ୍ର ଆଦି ମିଳୁଛି । ଏବଂ ଏହି ସଂମ୍ପର୍ଣ୍ଣ ବିଷୟ ଉପରେ ଗ କାଲି ମଧ୍ୟ କିଛି ଘୋଷଣା ହୋଇଛି । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ନେବା ।

ତେବେ ପ୍ରଥମେ ହେଲା ମିଶନ ଶକ୍ତି ଗୋଷ୍ଟ୍ରୀ ସହାୟକ ମାନଙ୍କ ପାଇଁ ଆର୍ଥିକ ସହାୟତା ପେକେଜ୍ ଘୋଷଣା କରିଛନ୍ତି ନବିନ ପଟ୍ଟନାୟକ । ତେବେ ଏବେ ଘରେ ଘରେ ଆପଣ ମାନେ ଦେଖିଥିବେ ଏହି ସଂୟସହାୟକ ଗୋଷ୍ଟୀ ରେ ରହିଛନ୍ତି । ହେଲେ ଏହା ପ୍ରତି ମେମ୍ବର କୁ ମିଳିବ ନାହିଁ । ବରଂ ଯେଉଁ ମାନେ ପଞ୍ଚାୟତ ଲେବୁଲ ରେ ରହିଛନ୍ତି ସେମାନଙ୍କୁ ଏଠାରେ ସ୍ୱତନ୍ତ୍ର ପରିଚୟ ପତ୍ର ମିଳିବା ସହିତ ସେମାନଙ୍କୁ ବାର୍ଷିକ 1 ହଜାର ମିଳିବ ପୋଷାକ ପାଇଁ , ଏବଂ ସ୍ମାର୍ଟଫୋନ ପାଇଁ ଏକକାଳିନ 5000 ଟଙ୍କା ମିଳିବ ।

SHG

ସେହି ପରି ଯେଉଁ ମାନେ ପଞ୍ଚାୟତ ଲେବଲ ରେ କମ୍ୟୁନିଟି ରିସର୍ଚ୍ଚ ପର୍ଶନ ସେମାନଙ୍କୁ ମାସିକ 300 ଟଙ୍କା ଦରମା ମିଳିବ । ଯିବାଆସିବା ଖର୍ଚ୍ଚ ପାଇଁ ସେମାନେ 350 ଟଙ୍କା ପାଇବେ । ଟେଲିଫୋନ ବାବଦ କୁ ସେମାନଙ୍କୁ 250 ଟଙ୍କା ମିଳିବ। ତେବେ ପୁଣି ଥରେ କହିଦେବୁ କି ପ୍ରତିମେମ୍ବର ନୁହେଁ ଯେଉଁ ମାନେ ସଂୟସହାୟକ ଗୋଷ୍ଟୀ ରେ ରହିଛନ୍ତି ସେମାନଙ୍କ ପାଇଁ ନୁହେଁ ବରଂ ଯେଉଁ ମାନେ ପଞ୍ଚାୟତ ଲେବୁଲ ରେ ରହିଛନ୍ତି ସେମାନଙ୍କୁ ମିଳିବ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ଆପଡେଟ ପାଇସାରିଥିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *