ମହାଶିବରାତ୍ରୀ (Shivratri) ଦିନ ଘରକୁ ଆଣନ୍ତୁ ଏହି ସମସ୍ତ ଜିନିଷ ଆପଣଙ୍କ ଜୀବନରେ ଆସିଯିବ ଖୁସି ର ମାହୋଲ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ସମସ୍ତେ ଏହା ଭଲ କରି ଜାଣିଛେ କି ଶିବଙ୍କର ଅନେକ ମହିମା ରହିଛି । ଭଗବାନ ଶିବ ନିଜର ସମସ୍ତ ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ କରି ଥାଆନ୍ତି।ତେବେ ଆମେ ସମସ୍ତେ ଏହା ଭଲ ଭାବରେ ଜାଣୁ କି ଆଗାମୀ ମାର୍ଚ୍ଚ 1 ତାରିଖରେ ମହାଶିବରାତ୍ରି ଆସିବାକୁ ଯାଉଛି। ଏହି ଦିନ ଆପଣ ଏପରି କିଛି କାର୍ଯ୍ୟ କରନ୍ତୁ ଯାହା ଫଳରେ ଆପଣ ଅନେକ ଧନର ଅଧିକାରୀ ହୋଇ ପାରିବେ। ତେବେ ଆମେ ବର୍ତ୍ତମାନ କେଉଁ କେଉଁ ଜିନିଷ ମହାଶିବରାତ୍ରିରେ ଘରକୁ ଆଣିବା ଆବଶ୍ୟକ ଏହା ସମ୍ପର୍କରେ ଆଲୋଚନା କରିବା। ଏହି ମହାଶିବରାତ୍ରିରେ ଏମିତି ଅନେକ ଜିନିଷ ରହିଛି ଜାହାକୁ ଘରକୁ ଆଣିବ ଫଳ ରେ ଅନେକ ଧନ ର ଅଧିକାରୀ ହୋଇଥାନ୍ତି । ଏହା ସହିତ ଆପଣ ମାନଙ୍କ ଜିବନ ରେ ଅନେକ ପରିବର୍ତନ ଆସେ ।

shiva

ତେବେ ପ୍ରଥମେ ହେଲା ଶିବ ଲିଙ୍ଗ । ଯଦି ଘରକୁ ଆପଣ ମହାଶିବରାତ୍ରିରେ ଶିବଲିଙ୍ଗ ଆଣନ୍ତି ତେବେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ । ଏହା ସହିତ ସହିତ ଆପଣ ସହରେ ସମସ୍ୟା ରୁ ମୁକ୍ତି ପାଇବେ । ଏହା ସହିତ ଆପଣ ମାନେ ମହାଶିବରାତ୍ରିରେ ଘରକୁ ଡମ୍ବରୁ ଆଣିବେ ତେବେ ମଧ୍ୟ ଆପଣ ମାନେ ଅନେକ ଧନ ର ଅଧିକାରୀ ହେବେ । ଆପଣ ମାନଙ୍କ ଜିବନ ରେ ସବୁ ସମସ୍ୟା ଦୂର ହେବ । ବିଶେଷ କରି ଭଗବାନ ଶିବ ଙ୍କ ପ୍ରିୟ ବସ୍ତୁ ହେଲା ଡମ୍ବରୁ । ତେଣୁ ଏହାକୁ ନିଶ୍ଚିତ ଘରକୁ ଆଣନ୍ତୁ ।

ଏହାପରେ ହେଉଛି ତ୍ରିଶୂଳ।ଏହାକୁ ଆପଣ ଯଦି ମହାଶିବରାତ୍ରି ଦିନ ନିଜର ଘରକୁ ଆଣିବେ ତେବେ ଏହା ଆପଣଙ୍କ ଉପରେ ଅନେକ ଭଲ ପ୍ରଭାବ ପକାଇଥାଏ। ଏହା ସହିତ ଏହା ଆପଣଙ୍କ ପରିବାର ପାଇଁ ମଧ୍ୟ ଅନେକ ଭଲ ଫଳ ନେଇ ଆସିଥାଏ । ତେବେ ଏହା ଆପଣଙ୍କ ପାଇଁ ଏକ ବହୁତ ଭଲ ସମୟ ମଧ୍ୟ ନେଇ ଆସିଥାଏ।ତେଣୁ ଏହାକୁ ଆପଣ ମହାଶିବରାତ୍ରି ଦିନ ନିଜର ଘରକୁ ଆଣିବା ନିହାତି ଭାବରେ ଆବଶ୍ୟକ ହୋଇଥାଏ।

shiva

ଏହା ସହିତ ରୁଦ୍ରାକ୍ଷ ଭଗବାନ ଶିବଙ୍କ ଏକ ପ୍ରିୟ ବସ୍ତୁ ହୋଇଥାଏ।ଯାହାକୁ ଭଗବାନ ଶିବ ଅନେକ ସମୟରେ ଧାରଣ କରି ରଖି ଥାଆନ୍ତି। ଆପଣ ମାନଙ୍କ ଘରକୁ ଏକ ଭଲ ସମୟ ନେଇ କରି ଆସେ ଯଦି ଆପଣ ମାନେ ମହାଶିବରାତ୍ରି ଦିନ ନିଜର ଘରକୁ ଆଣିବେ । ସବୁ ସମୟ ରେ ଭଗବାନ ଶିବ ମସ୍ତକ ରେ ଚନ୍ଦ୍ରମା ଓ ଗଳା କେ ସର୍ପ ଧାରଣ କରନ୍ତି । ମହାଶିବରାତ୍ରି ଦିନ ନିଜର ଘରକୁ ରୂପା ର ଚନ୍ଦ୍ରମା ଓ ପିତଳ ର ସର୍ପ ଘରକୁ ଆଣିବେ ତେବେ ବି ଏହା ଆପଣ ମାନଙ୍କ ପାଇଁ ବହୁତ ହିଁ ଶୁଭ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *