ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 1 ମାର୍ଚ୍ଚ 2022 ମଙ୍ଗଳବାର ଦିନ ଭଗବାନ ଶିବଙ୍କର ବଡ଼ ପର୍ବ ତଥା ଶିବ ଭକ୍ତ ମାନଙ୍କର ପବିତ୍ର ପର୍ବ ମହାଶିବରାତ୍ରି ବହୁତ ଧୁମଧାମ ରେ ପାଳନ କରାଯିବ । ମହାଶିବରାତ୍ରି ଦିନ ସମ୍ପୂର୍ଣ୍ଣ ସଂସାରରେ ଏକ ପ୍ରକାର ମହାଉତ୍ସହର ଦିନ ହୋଇଥାଏ, ଦେଶରେ ଲକ୍ଷ ଲକ୍ଷ ଶିବ ମନ୍ଦୀରରେ ଭକ୍ତ ମାନଙ୍କର ଭିଡ ରହିଥାଏ, ଚାରିଆଡେ ଏହି ମହାଉତ୍ସହ କୁ ଖୁସି ମନରେ ପାଳନ କରାଯାଇଥାଏ ଏବଂ ସବୁ ଭକ୍ତ ଭୋଳା ବାବାଙ୍କ ପୂଜା ଅର୍ଚନା କରିବା ପାଇଁ ଏହି ମହାଉତ୍ସହ କୁ ଧୁମଧାମ ରେ ପାଳନ କରିଥାନ୍ତି ।
ଏମିତି ଭଗବାନ ଶିବ ନିଜ ଭକ୍ତ ମାନଙ୍କ ଉପରେ ସର୍ବଦା ପଶ୍ରନ୍ନ ରହିଥାନ୍ତି, କିନ୍ତୁ ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ପଶ୍ରନ୍ନ କରିବା ଦ୍ୱାରା ମିଳୁଥିବା ପୂଣ୍ଣ୍ୟ ର ମହତ୍ୱ ଏବଂ ପରିଣାମ ସବୁବେଳ ଠାରୁ ଅଧିକ ହୋଇଥାଏ । ମହାଶିବରାତ୍ରି ଠାରୁ ଭଗବାନ ଶିବଙ୍କ ଅନେକ ପ୍ରିୟ ଭକ୍ତ ଭଗବାନ ଶିବଙ୍କୁ ଉପସ୍ତିତି କୁ ଅନୁଭବ କରିଥାନ୍ତି, ଅର୍ଥାତ ଭଗବାନ ଶିବ ନିଜ ଭକ୍ତଙ୍କ ସହିତ ମିସିବା ପାଇଁ ପୃଥିବୀକୁ ଆସିଥାନ୍ତି, ଏଥିପାଇଁ ମହାଶିବରାତ୍ରି ଦିନ ଭଗବାନ ଶିବଙ୍କ ଆରଧନା ଭକ୍ତି ମନରେ କରନ୍ତୁ ଏବଂ ସମ୍ପୂର୍ଣ୍ଣ ବିଧି ବିଧାନ ସହିତ ପୂଜା ଅର୍ଚନା କରନ୍ତୁ । ତେବେ ବନ୍ଧୁଗଣ ଆଜି ଆମେ କିଛି ଏମିତି ଜିନିଷ ବିଷୟରେ କହିବୁ ଯାହାକୁ ମହାଶିବରାତ୍ରି ଦିନ ଘରକୁ ଆଣିଲେ ଭଗବାନ ଶିବଙ୍କର ଅପାର କୃପା ବର୍ଷା ହୋଇଥାଏ ଏବଂ ଘରେ ସୁଖ ସମୂଦ୍ଧି ର ପ୍ରାପ୍ତ ହୋଇଥାଏ ।
ପ୍ରଥମେ ହେଉଛି ଶିବ ଲିଙ୍ଗ ମହାଶିବରାତ୍ରି ଦିନ ଯଦି ସମ୍ଭବ ହୁଏ ଘରକୁ ମାଟି ଆଣି ଶିବ ଲିଙ୍ଗ ତିଆରି କରି ପୂଜା କରନ୍ତୁ, ଆପଣ ଏହି ପବିତ୍ର ଦିନରେ ପାରଦ ଶିବ ଲିଙ୍ଗ ବା ସ୍ପଟିକ ଶିବ ଲିଙ୍ଗ ଆଣି ଏବଂ ତାହାର ଅଭିମନ୍ତ୍ର କରି ପୁରା ବିଧି ବିଧାନରେ ତାଙ୍କର ପୂଜା କରି ପାରିବେ ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ଅପାର ସୁଖ ସମୂଦ୍ଧି ଚାକିରୀ ଏବଂ ବ୍ୟବସାୟ ରେ ଲାଭ ହୋଇଆଏ ।
ଦିତୀୟରେ ହେଉଛି ଋଦ୍ରାକ୍ଷ, ବନ୍ଧୁଗଣ ଭଗବାନ ଶିବଙ୍କୁ ଋଦ୍ରାକ୍ଷ ବହୁତ ପ୍ରିୟ ହୋଇଥାଏ, ଏଥିପାଇଁ ତାଙ୍କ ଶରୀରରେ ଋଦ୍ରାକ୍ଷର ମାଳ ଧାରଣ କରି ରହିଥାନ୍ତି, ଅର୍ଥାତ ଆପଣଙ୍କୁ ମହାଶିବରାତ୍ରି ଦିନ ଋଦ୍ରାକ୍ଷର ପୂଜା କରିବା ଉଚିତ୍ ।
ତୃତୀୟରେ ଡମରୁ ଭରତରେ ଡମରୁ କୁ ଭଗାନ ଶିବଙ୍କ ସହିଚ ସମନ୍ଧିତ କରି ଏକ ପ୍ରକାର ମଙ୍ଗଳ ମୟ ଜନ୍ତ୍ର ରୁପରେ ଦେଖାଯାଇଥାଏ, ପୁରାଣ ଅନୁସାରେ ଶିବଙ୍କର ଡମରୁର ସବ୍ଦ ହିଁ ସୃଷ୍ଟିରେ ଧୋନି ଏବଂ ସଙ୍ଗିତ ସ୍ୱରର ନିର୍ମାଣ ହୋଇଥାଏ ଏତିପାଇଁ ମହାଶିବରାତ୍ରି ଦିନ ଡମରୁ ଘରକୁ ଆଣିନ୍ତୁ ଏବଂ ମନ୍ତ୍ର ଉଚ୍ଚାରଣ କରି ତାକୁ ବଜାନ୍ତୁ ଏହା ଦ୍ୱାରା ଭଗବାନ ଶିବ ଆପଣଙ୍କ ଘରକୁ ଟାଣି ହୋଇ ଆସିବେ ।
ଚତୃର୍ଥ ରେ ତ୍ରୀଶୁଳ, ବନ୍ଧୁଗଣ ଆପଣ କେବେବି ବଗବାନ ଶିବଙ୍କ ଫୋଟ ଦେଖୁଥିବେ ସେଥିରେ ଆପଣ ଦେଖିଥିବେ ଭଗବାନ ଶିବଙ୍କ ସହିତ ତ୍ରୀଶୁଳ ନିଶ୍ଚିନ୍ତ ଥିବ ତ୍ରୀଶୁଳ ଭଗବାନ ଶିବଙ୍କର ଅସ୍ତ୍ର ଅଟେ ତେଣୁ ମହାଶିବରାତ୍ରି ଦିନ ଘରକୁ ଛୋଟ ତ୍ରୀଶୁଳ ଆଣି ପୂଜା ନିଶ୍ଚୟ କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ସୁଖ ସମୂଦ୍ଧି ମିଳିବ ।
ପଞ୍ଚମ ରେ ଚନ୍ଦ ଏବଂ ନାଗ, ବନ୍ଧୁଗଣ ଆପଣ ଶିବଙ୍କ ମୁଣ୍ଡରେ ଚନ୍ଦ୍ର ଏବଂ ବେକରେ ନାଗ ଦେଖିଥିବେ, ଭଗବାନ ଶିବ ଧାରଣ କରି ରଖିଥାନ୍ତି, ଏଥିପାଇଁ ମହାଶିବରାତ୍ରି ଦିନ ଚନ୍ଦ୍ରମା ଏବଂ ନାଗର ପ୍ରତିକାତ୍ମକ ରୂପ ଆଣିବା ଉଚିତ୍ ଆଉ ଏହି ସବୁକୁ ପୂଜା କରିବା ଉଚିତ୍ ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୂଦ୍ଧି ଏବଂ ଧନର ପ୍ରାପ୍ତି ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।