ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଏବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୋଲିବାକୁ ଯାଉଛି ସ୍କୁଲ । ଏହାକୁ ନେଇ କେନ୍ଦ୍ର ସରକାର ପକ୍ଷ ରୁ କିଛି ନୂଆ ଘୋଷଣା ଜାରି ହୋଇଛି । ତେବେ କେଉଁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୋଲିବ କେଉଁ ମାନେ ଆସିବେ ନଜର ପକେଇବା । ପ୍ରଥମେ ଦଶମ ରୁ ଦ୍ୱାଦଶ ପରେ ଆପଣ ମାନଙ୍କୁ ପ୍ରଥମ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ସୂଚନା ମିଳୁଛି ।
ଦେଶ ରେ ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାର ଜାରି କରିପାରନ୍ତି ଆଡଭାଇଜରି । ସାମାଜିକ ଦ୍ୱରତ୍ୱ ଏବଂ ଅନ୍ୟାନ୍ନ ନିୟମ ମଧ୍ୟ ରେ ସ୍କୁଲ ଖୋଲିବା ଲାଗି କେନ୍ଦ୍ର ସରକାର ଯୋଜନା କରିବେ ବୋଲି ସୂଚନା ମିଳୁଛି । ତେବେ କୋଭିଡ – 19 ପାଇଁ ଦେଶରେ ସ୍କୁଲ ଶିକ୍ଷା ଗଭୀର ପ୍ରଭାବିତ ହୋଇଛି । ସ୍କୁଲ ଗୁଡିକୁ ଖୋଲିବା ପାଇଁ ବିଭିନ୍ନ ରାଜ୍ୟ ରେ ଅଭିଭାବକ ମାନେ ଦାବି କରିଆସୁଛନ୍ତି ।
ତେବେ ଏହି ସବୁ କୁ ଦୃଷ୍ଟି ରେ ରଖି କୋଭିଡ ଗାଇଡ ଲାଇନ ମଧ୍ୟରେ ସ୍କୁଲ ଖୋଲିବା ଲାଗି କେନ୍ଦ୍ର ମନ୍ତ୍ରାଳୟ ଗାଇଡଲାଇନ ଜାରି କରି ପାରନ୍ତି ବୋଲି ସମ୍ଭାବନା ଦେଖା ଦେଇଛି । ତେବେ ବର୍ତମାନ କିଛି ରାଜ୍ୟ ରେ ଦଶମ ରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବା ଲାଗି । କେତେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିସାରିଛନ୍ତି । ଏହି ନିସ୍ପତି ମଧ୍ୟ ରେ ଗୋଟିଏ ଟୀକା ନେଇଥିବା 15 ରୁ 18 ବର୍ଷ ର ଛାତ୍ର ଛାତ୍ରୀ ମାନେ ଅଫଲାଇନ କ୍ଲାସ୍ ରେ ଯୋଗ ଦେଇ ପାରିବେ ।
ତେବେ ସମସ୍ତ କର୍ମଚାରୀ ଏବଂ 18 ବର୍ଷ ରୁ ଅଧିକ ଛାତ୍ର ଛାତ୍ରୀ କୋଭିଡ ର ଦ୍ୱତୀୟ ଡୋଜ୍ ନେବା ଜରୁରୀ ବୋଲି କୁହାଜାଇଛି । ତେବେ କୋଭିଡ ରେ ଅଧିକ କ୍ଷେତି ଗ୍ରସ୍ଥ ମହାରାଷ୍ଟ୍ର ରେ ସମସ୍ତ ଶ୍ରେଣୀ ର ସ୍କୁଲ ଖୋଲା ଜାଇଥିବା ବେଳେ ହରିଆଣା ଏବଂ ଚଣ୍ଡିଗଡ ରେ ଦଶମ ରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ଲାଗି ଘୋଷଣା ହୋଇଛି । ଦିଲ୍ଲୀ ର ଲେଫ୍ଟଲାଣ୍ଡ ଗଭର୍ଣ୍ଣର ମଧ୍ୟ ହରିଆଣା ସରକାର ଙ୍କ ପରି ପଦକ୍ଷେପ ନେଉଛନ୍ତି । ତେବେ ଏହି ପରି ଭାବେ ଆମର ଓଡିଶା ରେ ମଧ୍ୟ କୋଭିଡ ନିୟମ କୁ ପାଳନ କରି ସ୍କୁଲ ଖୋଲିବାର ନିସ୍ପତି ନିଆଜାଇ ପାରିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।