ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଜଣେ SBI ଗ୍ରାହାକ ଏବଂ ଆପଣ ମାନଙ୍କର ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ରେ ଖାତା ରହିଛି ତେବେ ଜାଣି ରଖନ୍ତୁ SBI ଆଉ କିଛି ନୂଆ ନିୟମ ଜାରି କରିଛି । ଯାହା ଆପଣ ମାନଙ୍କ ସମସ୍ତ ଙ୍କୁ କରିନେବା ଜରୁରୀ ନହେଲେ ଆପଣ ମାନଙ୍କର ଖାତା ହୋଇଯିବ ସବୁ ଦିନ ପାଇଁ ବନ୍ଦ । ଏହି ନେଇ SBI ନିଜର ଅଫିସିଆଲ ଟ୍ୱଇଟର ହେଣ୍ଡଲ ରେ ଟ୍ୱଇଟ କରି ସୂଚନା ଦେଇଛି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଆପଡେଟ ଉପରେ ନଜର ପକେଇବା ।
ସରକାର ବିଭିନ୍ନ ସମୟ ରେ ଭିନ୍ନ ଭିନ୍ନ ନୂଆ ନିୟମ ଜାରି କରିଥାନ୍ତି । ଯେମିତି ଲୋକ ମାନଙ୍କର ଅସୁବିଧା ନହୁଏ । ସେହିଥି ପାଇଁ କଡା ବ୍ୟବସ୍ଥା ମଧ୍ୟ କରିଥାନ୍ତି । ତେବେ ବର୍ତମାନ 40 କୋଟି ଗ୍ରାହାକ ମାନଙ୍କୁ SBI ସତର୍କ କରିଛି ଯେ ବ୍ୟାଙ୍କ୍ ସେବା ବନ୍ଦ ହୋଇପାରେ । ତେବେ ଦେଶର ସବୁଠାରୁ ଅଧିକ ଟ୍ରାଞାକ୍ସନ ଦେଉଥିବା ବ୍ୟାଙ୍କ୍ ହେଲା SBI ବ୍ୟାଙ୍କ୍ ।
ତେବେ ଏହି SBI ବ୍ୟାଙ୍କ୍ ନିଜର 40 କୋଟି ଗ୍ରାହାକମାନଙ୍କୁ ସତର୍କ ସୂଚନା ଜାରି କରଇଛି । ତେବେ SBI ର ବ୍ୟାଙ୍କ୍ ଏବେ ଏକ ନୂଆ ନିସ୍ପତି ନେଇଛି । ଯାହାକି ଆଧାର କାର୍ଡ ସହିତ ପାନକାର୍ଡ ଲିଙ୍କ୍ କରିବାକୁ 2022 ମାର୍ଚ୍ଚ 31 ତାରିଖ ସୁଧା କରିବା ପାଇଁ ନୋଟିସ୍ ପ୍ରସ୍ତୁତ କରିଛନ୍ତି । ଏବଂ ଏହିଥି ସହିତ ଯଥା ଶୀଘ୍ର ବ୍ୟାଙ୍କ୍ ଏକାଉଣ୍ଟ ସହିତ ଲିଙ୍କ୍ କରିବାକୁ ନୋଟିସ୍ ଜାରି କରିଛି । SBI ବ୍ୟାଙ୍କ୍ ଯେଉଁ ସମୟ ଦେଇଛି ସେହି ସମୟ ସୁଧା ଯଦି କାର୍ଯ୍ୟ କରାନଗଲା ।
ତେବେ ସେମାନଙ୍କ ଏକାଉଣ୍ଟ ବନ୍ଦ ହୋଇଯିବ । ଏହାକୁ SBI ଟ୍ୱଇଟ ମାଧ୍ୟମ ରେ ଜଣେଇଛି । ଯାହାକି ବଡ ଅପଡେଟ ମୁତାବକ ଏହି 2022 ମସିହା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଆପଣ ମାନଙ୍କ ପାଖରେ ରହିଛି ଶେଷ ସମୟ । ଏହି ସମୟ ମଧ୍ୟରେ ନିଜର ଆଧାର କୁ ନିଜର ପାନ କାର୍ଡ ସହିତ ଲିଙ୍କ୍ କରେଇ ନେବା ଜରୁରୀ ଅଟେ । ଆଉ ଯଦି ଆପଣ ମାନେ ନ କରିଛନ୍ତି ତେବେ ଏହାକୁ ଚାହିଁଲେ ଆପଣ ମାନେ ଅନଲାଇନ ମାଧ୍ୟମ ରେ କରି ପାରିବେ ।
ଏମିତି କି ଆପଣ ମାନେ SMS ଜରିଆରେ କରେଇବା ପାଇଁ ଚାହାଁନ୍ତି ତେବେ ତାହାଲେ ଆପଣ ମାନେ ନିଜର ମୋବାଇଲ ର ମେସଜ୍ ବକ୍ସ୍ ରେ ଟାଇପ କରିବେ UIDPAN<12-digit Aadhaar><10 digit PAN> ଏହି ମେସେଜକୁ 567678, 56161 ଏହି ନମ୍ବରରେ ଯଥା ଶୀଘ୍ର ପଠାଇ ଦିଅନ୍ତୁ । ଏତିକି କାର୍ଯ୍ୟ କରିଦେଲେ ଆଧାର କାର୍ଡ ସହିତ ପ୍ୟାନ କାର୍ଡ ଲିଙ୍କ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।