Astrology – ମେଷ ବୃଷ ତୁଳା ରାଶି, ମହାଶିବରାତ୍ରି ପରେ ମିଳିବାକୁ ଯାଉଛି ବଡ଼ ଖୁସି ଖବର

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମର ଏହି ସୁନ୍ଦର ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ମହାଶିବରାତ୍ରି ଭଗବାନ ଶିବଙ୍କ ବିଶାଳ ଦିନ।ଏହି ଦିନ ରାତ୍ରି ଉଜାଗର ରହି ଭକ୍ତ ମାନେ ଦୀପ ପ୍ରଜ୍ବଳନ କରିଥାନ୍ତି। କୁହାଯାଏ ଏହିଦିନ ସବୁ ମନସ୍କାମନା ପୂରଣ ହୁଏ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ପରଠାରୁ ୩ଟି ରାଶି ପାଇଁ ଭଲ ସମୟ ସୃଷ୍ଟି ହେଉଛି। ମେଷ,ବୃଷ,ତୁଳା ରାଶି ର ଲୋକଙ୍କ ସମସ୍ତ ମନସ୍କାମନା ପୂର୍ଣ ହେବ। ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

astrolog

ମେଷ ରାଶି – ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ । ଆଜି ଆପଣ ସାମାଜିକ ତଥା ସାର୍ବଜନିକ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ପାରିବାରିକ ଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭବ ହେବ। ବ୍ୟାପାର କ୍ଷେତ୍ରରେ ସଂପର୍କ ଏବଂ ପରିଚୟ ଲାଭ ହେବ । ଶୁଭ ରଙ୍ଗ – ଧଳା, ପ୍ରତିକାର ; ଓଁ ନମଃ ଶିବାୟ ୨୧ଥର ଜପ କରନ୍ତୁ ।

ବୃଷ ରାଶି – ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ସ୍ନେହୀଜନମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ଆଜିର ଦିନ ଆନନ୍ଦପୂର୍ବକ ରହିବ। ମାନସିକ ରୂପରେ ସୁସ୍ଥ ରହିବେ। ଆପଣଙ୍କ କାର୍ଯ୍ୟ ଯୋଜନା ଅନୁସାରେ ପୂର୍ଣ୍ଣ ହେବ। ଆର୍ଥିକ ଲାଭର ସମ୍ଭାବନା ଅଛି। ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ସହକର୍ମିମାନଙ୍କଠାରୁ ଲାଭ ମିଳିବ। ଶୁଭ ରଙ୍ଗ : ନୀଳ ପ୍ରତିକାର ; ଭଗବାନ ଶିବଙ୍କୁ ଦୁଦୁରା ପୁଷ୍ପ ଅର୍ପଣ କରନ୍ତୁ ।

Astrology

ତୁଳା ରାଶି – ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ। ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। କୌଣସି ମଧ୍ୟ ପ୍ରକାର ବାଦ-ବିବାଦ କିମ୍ବା ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ଶୁଭ ରଙ୍ଗ – ହଳଦିଆ, ପ୍ରତିକାର ; ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ତେବେ ବନ୍ଧୁଗଣ,ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *