ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଭଦ୍ରକର ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସମାଜ ରେ କିଛି ନା କିଛି ତଥ୍ୟ ସୁଣିବା ପାଇଁ ମିଳେ । ସମାଜ ରେ ବେଳେ ବେଳେ ଏମିତି କିଛି ଭିଡ଼ିଓ ଦେଖିବା ପାଇଁ ମିଳେ । ଯାହା ଆଶ୍ଚର୍ଯ୍ୟ କରିବା ଭଳି ଅଟେ । ପୂର୍ବେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପିଲା ମାନଙ୍କୁ ପାଠ ପଢେଇବା ସମୟ ରେ ବେତ ପାହାର ଏବଂ କୌଣସି ନା କୌଣସି ସାହାଯ୍ୟରେ ପିଲା ମାନଙ୍କୁ ଶାସନ କରି ପାଠ ପଢାଉ ଥିଲେ । ପିଲା ମାନେ ମଧ୍ୟ ବହୁତ ଭଲ ପାଠ ପଢୁଥିଲେ ।

Patha

ହେଲେ ବର୍ତମାନ ସମୟ ରେ ପିଲା ମାନଙ୍କୁ ଭିନ୍ନ ଭିନ୍ନ ଶୈଳି ରେ ପାଠ ପଢେଇବା ପାଇଁ ପଡିଥାଏ । ଏଭଳି ଖବର , ଟିଭି, ସମ୍ବାଦ ଓ ପତ୍ରିକାରେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ବର୍ତମାନ ସମୟ ରେ ଏହି ଭଳି ଘଟଣା ଦେଖିବା ପାଇଁ ମିଳିଛି । ଯାହାକୁ ସୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହେବେ । ଘଟଣା ଟି ହେଲା ଅଙ୍ଗନୱାନୀ ଦିଦି ପିଲା ମାନଙ୍କୁ ନାଚ ଓ ଗୀତ ଶିଖାଇ ପଢିବାର ସୂଚନା ମିଳିଛି ।

ତେବେ ଏହି ଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯାହାକୁ ଆପଣ ମାନେ ସୁଣିବା ମାତ୍ରେ ହସି ହସି ଗଡି ଯିବେ । ତେବେ ଆସନ୍ତୁ ଜାଣିବା ସଂମ୍ପର୍ଣ୍ଣ ଖବର ବିଷୟ ରେ । ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ତିଗିଡି ଅଞ୍ଚଳ ରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି । ଆଜି କାଲି ଯୁଗର ପିଲାମାନେ ପାଠ ପ୍ରତି ଆଗ୍ରହ ହେଉ ନାହାନ୍ତି । କି ପାଠ ପଢିବାକୁ ଚେଷ୍ଟା ମଧ୍ୟ କରୁ ନାହାଁନ୍ତି । ଯେମିତି ସେମାନଙ୍କୁ ପାଠ ପଢିବାକୁ ଡର ଲାଗିଥାଏ । ସବୁ ବେଳେ ଖେଳ କୁଦ ରେ ମନ ନିବେଶ କରିଥାନ୍ତି । ସେହିଥି ପାଇଁ ପାଠ ପଢିବାର ଭିନ୍ନ ଭିନ୍ନ ପନ୍ଥା ବାଛିବାକୁ ପଡେ ।

ତେବେ ଜଣେ ଅଙ୍ଗନୱାଡୀ ଦିଦି ପିଲା ମାନଙ୍କୁୁ ପାଠ ପଢେଇବା ପାଇଁ ମାଡ ନ ମାରି ନାଚ ଓ ଗୀତ ଶିଖାଇ ପଢାଉ ଥିବାର ଦେଖିବାକୁ ମିଳିଛି । ଯାହା ଦ୍ୱାରା ପିଲା ମାନେ ମଧ୍ୟ ଅଚି ଆଗ୍ରହ ର ସହିତ ଏହି ଭଲି ଭାବେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ତାଙ୍କ ପରିବାର ଲୋକ ମାନେ ମଧ୍ୟ ଏଭଳି କଥା ଶୁଣି ବହୁତ ଖୁସି ହେବା ସହିତ ଅଙ୍ଗନ ବାଡି କର୍ମୀ ଙ୍କୁ ଧନ୍ୟବାଦ ଜଣାଉଛନ୍ତି ।ଏଭଳି ଖବର ଚର୍ଚ୍ଚାର ବିଷୟ ପାଲଟିବା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *