ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁମିତ ଏବଂ ତପସ୍ୱନୀ ମାମଲା ପୁଣି ଆସିଲା ଏକ ନୂଆ ମୋଡ ହାଇକୋର୍ଟ ଦେଇଛନ୍ତି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରାୟ । ସୁମିତ ଙ୍କ ପକ୍ଷରୁ ଦିଆଜାଉଥିବା ମାସିକ ପାରିଦର୍ଶିତ କୁ ହ୍ରାସ କରାଗଲା । ସୁମିତ ବର୍ତମାନ ଏବେ ମାସକୁ 17 ହଜାର ନୁହେଁ ବରଂ 10 ହଜାର ଟଙ୍କା ତପସ୍ୱନୀ ଙ୍କୁ ଦେବେ ବୋଲି ମାନ୍ୟବର ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି ।
ପରବର୍ତି ସୁଣାଣି ପର୍ଯ୍ୟନ୍ତ ତପସ୍ୱନୀ ଶାଶୁ ଘରେ ରହିବେ । ଏହା ସହିତ ଗୋଟିଏ ମାସ ପାଇଁ ସୁମିତ ସହିତ ଆସ୍କା ରେ ଘର ଭଡା ନେଇ ରହିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି କୋର୍ଟ । ତପସ୍ୱନୀ ଙ୍କ ପକ୍ଷରୁ କେସ୍ ଲଢୁଥିବା ଓକିଲୋ ଆଜି ଗଣ ମାଧ୍ୟମ ସାମ୍ନା ରେ ଏହି ସୂଚନା ଦେଇଛନ୍ତି ।
ତେବେ ତପସ୍ୱନୀ ଙ୍କ ଅନ୍ୟ ସ୍ଥାନ ରେ ତୁରନ୍ତ ରହିବା ନେଇ ବ୍ୟବସ୍ଥା କରାଜାଇ ଥିବାରୁ ଏମିତି ମାସିକ ପାରିଦର୍ଶିତ କୁ ହ୍ରାସ କରାଜାଇ ଥିବା ନେଇ ଜଣା ପଡିଛି । ତେବେ ନିମ୍ନ ଅଦାଲତ ଙ୍କ ରାୟ ଉପରେ ଆଜି ହାଇକୋର୍ଟ ଆଜି ନିର୍ଦ୍ଧେଶ ଦେଇଛନ୍ତି ।
ତେବେ ଏପଟେ ତପଶ୍ୱନୀ ବହୁତ ଖୁସୀ ଥିବା କହିଛନ୍ତି । ତପଶ୍ୱନୀ ସବୁ ବେଳେ କହୁଥିଲେ ମୋତେ ଟଙ୍କା ଆବଶ୍ୟକ ନାହିଁ । ହେଲେ ଯାହା ଚାହୁଁଥିଲି ତାହାହିଁ ଏବେ ସମ୍ଭବ ହେବାକୁ ଯାଉଛି । ଆଜି ନିଜେ ସୁମିତ ଇଚ୍ଛା କରିଛନ୍ତି ନିଜ ପ୍ରେମ ପାଖକୁ ଫେରିଯିବା ପାଇଁ । ଏହିଥିରେ ତପଶ୍ୱନୀ ବି ବହୁତ ଖୁସୀ ରହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।