ପୁଣି +2 ଓ 10th ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର, ପରୀକ୍ଷାକୁ ନେଇ ଆସିଲା ବଡ ଖୁସି ଖବର, ଦେଖନ୍ତୁ ।

+2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆସିଛି ବଡ ଖବର +2 ପରୀକ୍ଷ ପ୍ରସଙ୍ଗ ପରୀକ୍ଷା ପୂର୍ବରୁ ଯାଞ୍ଚ ହେବ । ସମସ୍ତ କେନ୍ଦ୍ର ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣି ଆସନ୍ତୁ ଜାଣିନେବା । ତେବେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ଉଭୟ ମ୍ୟାଟ୍ରିକ ଏବଂ +2 ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ର ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଅନିଧ୍ୟାନ କରାଯିବ ଦଶମ ପରୀକ୍ଷା ଲାଗି ବୋର୍ଡ ଏବଂ ଜୋନ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ୍ କରାଯିବା ପରେ ଗଣଶିକ୍ଷା ବିଭାଗ ଏକ 7 ଜଣିଆ କମିଟି ଚୁଡାନ୍ତ ଅନୁଧ୍ୟାନ କରିବ ସେହିପରି ଦ୍ଵାଦଶ ପରୀକ୍ଷା ପାଇଁ +2 ପରିଷଦର ଅଧିକାରୀ ମାନେ ପରୀକ୍ଷା କେନ୍ଦ୍ର ଅନୁଧ୍ୟାନ କରିବା ପରେ ପରୀକ୍ଷା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ତୃତୀୟ ସପ୍ତାହରେ ଗଣଶିକ୍ଷା ବିଭାଗର ଅନୁଧ୍ୟାନ କମିଟି ସବୁ ପରୀକ୍ଷା କେନ୍ଦ୍ରକୁ ଯାଞ୍ଚ କରିବ ବୋଲି କୁହାଜାଇଛି ।

school Staff

ମିଳିଥିବା ସୂଚନା ଅନୁଯାୟୀ ଦଶମ ପରୀକ୍ଷା ପୂର୍ବରୁ ସବୁ ପରୀକ୍ଷା କେନ୍ଦ୍ରକୁ 2 ଥର ଲେଖାଏ ଯାଞ୍ଚ କରିବା ସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତି ପାଇଥିବା ଶିକ୍ଷକ ସଂଖ୍ୟା ପରୀକ୍ଷାର୍ଥୀ ଙ୍କ ସଂଖ୍ୟା ଏବଂ ଗତ 5 ବର୍ଷରେ ସେହି ସ୍କୁଲ ର ପାସ ହାରକୁ ମଧ୍ୟ ଯାଞ୍ଚ କରାଯିବ । ତେବେ ରାଜ୍ୟରେ ଯେଉଁ ସବୁ ସ୍କୁଲ ର ହାର 100 % ରହିଛି ସେହିସବୁ ସ୍କୁଲ୍ କୁ ପ୍ରତ୍ୟକ୍ଷ ଭାବେ ତାଲିକା ପ୍ରସ୍ତୁତ କରିବା ସହିତ 60 ରୁ ଅଧିକ ପାସ୍ ହାର ଥିବା ସ୍କୁଲର ଏବଂ 40 % ରୁ ଅଧିକ ପାସ୍ ହାର ଥିବା ସ୍କୁଲର ମଧ୍ୟ ତାଲିକା ପ୍ରସ୍ତୁତ କରାଯିବ।

ରାଜ୍ୟର ଜିଲ୍ଲା ସ୍କୁଲ୍ ରେ ଯେଉଁ ସବୁ ସ୍କୁଲ୍ ରେ ସର୍ବାଧିକ କପି ହୋଇଥିବା ଅଭିଯୋଗ ହୋଇଛି । ସେହିସବୁ ସ୍କୁଲ୍ ର ମଧ୍ୟ ତାଲିକା ପ୍ରସ୍ତୁତ କରି କପି ରୋକିବା ଓ ସେହି ସ୍କୁଲ୍ ର ଯେପରି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ତାହା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ତାହାର ଏକ ସମୀକ୍ଷା ପ୍ରସ୍ତାବ ମଧ୍ୟ କମିଟିର ସଦସ୍ୟ ମାନେ ପ୍ରଦାନ କରିବାକୁ ନିଷ୍ପତି ହୋଇଛି ।

school

ସେହିପରି +2 ପରୀକ୍ଷାକୁ ନେଇ ମଧ୍ୟ ଏବେବି ଅଙ୍କ କଷା ହେଉଛି । ଏପରିକି ପରୀକ୍ଷା ହେବ କି ନାହିଁ ତାହା ମଧ୍ୟ ଦ୍ୱନ୍ଦରେ ରହିଛି। ତେବେ ମାର୍ଚ୍ଚରୁ ଦ୍ଵାଦଶ ପରୀକ୍ଷା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ବର୍ଷ ସିସି କ୍ୟାମେରା କୁ ଗୁରୁତ୍ଵ ଦିଆ ଯାଇଥିଲା । ସିସି କ୍ୟାମେରା ନଥିଲେ ପରୀକ୍ଷା କେନ୍ଦ୍ର ବାତିଲ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତି ହୋଇଥିଲା ।

ତେଣୁ ରାଜ୍ୟର ସବୁ ଜୁନିଅର କଲେଜ ମାନଙ୍କରେ ପ୍ରାକ୍ଟିକାଲ ପରୀକ୍ଷା ଲାଗି CC କ୍ୟାମେରା ବାଧ୍ୟତା ମୂଳକ ରହିଛି । ସେହିପରି ଥିଓରୀ ପାଇଁ 1 ହଜାର 163 କଲେଜ ରେ CC କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ବ୍ୟବସ୍ଥା ଲାଗୁ ହୋଇଛି କି ନାହିଁ ସେହି ସମ୍ପର୍କରେ କଲେଜ କତୃପକ୍ଷ ରିପୋର୍ଟ ପ୍ରଦାନ କରିବା ପରେ ଅନୁଧ୍ୟାନ କମିଟିର ସଦସ୍ୟ ମାନେ ଚୁଡାନ୍ତ ରିପୋର୍ଟ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *