ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ସ୍ୱପ୍ନ ଶାସ୍ତ୍ର ବିଷୟ ରେ କୁହାଜାଇଛି । ଏବଂ ସେହି ଗୁଡିକ କେମିତି ଆପଣ ମାନଙ୍କ ଜିବନ ସହିତ ଯୋଡିତ ଆସନ୍ତୁ ଜାଣିନେବା । ହଁ ଜିବନ ରେ ଘଟୁଥିବା ଘଟଣା ଆମର ସ୍ୱପ୍ନ ସହିତ ଏକ ଗଭୀର ସଂଯୋଗ ରହିଛି । ଆପଣ ସ୍ୱପ୍ନ ରେ ଜାହା ଦେଖନ୍ତି ତାହା ଆପଣ ମାନଙ୍କ ଭବିଷ୍ୟତ କୁ ସୂଚିତ କରେ । ଆପଣ ସ୍ୱପ୍ନ ରେ ଜାହା ଦେଖନ୍ତି ଏହା ଏହି ବିଷୟ ରେ ସୂଚିତ କରେ କି ଆପଣ ସ୍ୱପ୍ନ ଦେଖନ୍ତି ଏହା ଉପରେ ନିର୍ଭର କରେ ।
ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ସ୍ୱପ୍ନ ବିଷୟ ରେ କହିବୁ ଜାହା ବହୁତ ଅପ୍ରିତିକର ଅଟେ । କିମ୍ବ ଅଶୁଭ ଅଟେ , ତେବେ ପ୍ରଥମେ ହେଲା ଜଣେ ଅତିଥି ଙ୍କ ଆଗମନ ଦେଖିବା ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ଜଣେ ଅତିଥି ସ୍ୱପ୍ନ ରେ ଆସୁଥିବାର ଦେଖନ୍ତି ତେବେ ଏହା ଏକ ଉଦ୍ଧିଷ୍ଟ ସଂଙ୍କେତ ଭାବରେ ବିବେଚନା ହୋଇଥାଏ । ତେବେ ଏମିତି ଅତିଥି ଆଗମନ ସ୍ୱପ୍ନ ଦେଖିଲେ ଆପଣ ମାନଙ୍କୁ ଆଗକୁ ଅସୁବିଧା ର ସାମ୍ନା କରିବାକୁ ପଡିବ ।
ଏବଂ ଦ୍ୱତୀୟ ରେ ହେଲା କଳା ସାପ ଦେଖିବା ବି ବହୁତ ଅଶୁଭ ହୋଇଥାଏ । ଯଦି କେହି ବ୍ୟକ୍ତି ସ୍ୱପ୍ନ ରେ ଏହି କଳା ସାପ ଦେଖନ୍ତି ତେବେ ତାଙ୍କୁ ଭବିଷ୍ୟତ ରେ ବହୁତ ଅଶୁବିଧା ର ସାମ୍ନା କରିବାକୁ ହେବ । ଏମିିତି ସ୍ୱପ୍ନ ଯଦି ଦେଖନ୍ତି ଯେଉଁଥିରେ ନିଜକୁ ପର୍ବତ ରୁ ଖସି ପଡୁଥିବାର ଦେଖନ୍ତି । ତେବେ ଏହା ବହୁତ ଅଶୁଭ ଅଟେ । ଏହାର ଅର୍ଥ ହେଲା ଆଗାମୀ ସମୟ ରେ ଆପଣ ହଠାତ ଟଙ୍କା ହରେଇ ପାରନ୍ତି ।
ସେହି ପରି ବନ୍ଧୁଗଣ ଯଦି ଆପଣ ମାନେ ସ୍ୱପ୍ନ ରେ ଭଙ୍ଗା ଦର୍ପଣ ଦେଖନ୍ତି । ତେବେ ଏହା ଅଶୁଭ ବୋଲି ଧରାଯାଏ । ଏମିତି ସ୍ୱପ୍ନ ଦେଖିଲେ ଆପଣ ମାନଙ୍କ କେରିଅର ରେ ଏକ ପ୍ରକାରର ବାଧା ଆସିବାର ସମ୍ଭାବନା ରହିଥାଏ । ଏମିତି ବେଳେ ଆପଣ ମାନେ ସୂର୍ଯ୍ୟ ଭଗବାନ ଙ୍କୁ ଉପାଶନା କରିବା ଉଚିତ । ତେବେ ଏହା ଥିଲା କିଛି ସ୍ୱପ୍ନ ଜାହା ଦେଖିଲେ ଅଶୁଭ ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।