ଏଠାରେ ମାତ୍ର 30 ରୁ 50 ହଜାରେ ଟଙ୍କାରେ ମିଳୁଛି Marutiର ସବୁ କାର, ଯାହାର ଶସ୍ତାରେ ଦରକାର ଗାଡି ସେ ନେଉଛନ୍ତି ଏଇଠୁ

Second hand car

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜାଣିରଖନ୍ତୁ କି ମାରୁତି ର ର କାର ଯେପରି ୱାଗନର , ଅଲ୍ଟୋ ମାତ୍ର 30 ରୁ 50 ହଜାରେ ଟଙ୍କା ରେ ଏଠାରେ ବିକ୍ରୟ ହେଉଛି । ତେବେ ଭାରତ ରେ ଏପରି ଅନେକ ଜାଗା ରହିଛି ଯେଉଁଠାରେ ସେକେଣ୍ଡ ହ୍ୟାଣ୍ଡ କାର ଗୁଡିକ ଦେଖିବାକୁ ମିଳିଥାଏ । ଏହି ପରି ଦିଲ୍ଲୀ କଲରା ବାଗ ମାର୍କେଟ ରେ ରହିଛି । ଯେଉଁଠାରେ କି ୱାଗନର ମାତ୍ର 50 ହଜାରେ ଟଙ୍କା ରେ ମିଳୁଛି ତେବେ ମାର୍କେଟ ରେଟ କଥା ଯଦି ଦେଖିବା ତ ଏହା ର ଟପ ମଡେଲ 5 ରୁ 6 ହଜାରେ ଟଙ୍କା ରହିଛି ଦିଲ୍ଲୀରେ ସେକେ୍ଡ ହେଣ୍ଡ ଗଡି ର ବଡ ମାର୍କେଟ ରହିଛି ।

ଏଠାରେ ମାରୁତୁ ଠାରୁ ନେଇ ମହିନ୍ଦ୍ରା , ଫରଦ ହ୍ୟୁଣ୍ଡୀ ଭଲକ୍ଷୱାଗନ ପରି ଅନେକ ଗାଡି ଗୁଡିକ ରହିଛି ଏବଂ 2005 ର ୱାଗନର ର ମୂଲ୍ୟ 50 ହଜାରେ ଟଙ୍କା ରହିଛି । ସେକେଣ୍ଡ ହେଣ୍ଡ ମାର୍କେଟ S.S.S J Car B|ke & Propertes ପ୍ରପଟି ଡିଲର ଙ୍କ ସହିତ କଥା ହୋଇଛନ୍ତି । ଏବଂ ଏଠାରେ ଜଣା ଜାଇଛି କି ଗାଡି ଗୁଡିକ କେବଳ 30 ହଜାର ମୂଲ୍ୟ ରୁ ହିଁ ଆରମ୍ଭ ହୁଏ ।

car

କାର ସହ ଏଠାରେ ଆପଣ ଏହାର ରେଜିଷ୍ଟ୍ରସନ ସାର୍ଟିଫିକେଟ ମଧ୍ୟ ପାଇପାରିବେ । ଏବଂ ଏଠାରେ କୈଣସି ବି ଫ୍ରଡ ହେବାର ସମ୍ଭାବନା ରହେ ନାହିଁ । ଏହି କଥା କୁ ଧ୍ୟାନ ଦେବେ ଯଦି ଆପଣ ଏଠାରୁ କାର କିଣୁଛନ୍ତି ତ ଜାଣିରଖନ୍ତୁ କି ଏହି କାର ଉପରେ ଆପଣ ଙ୍କ ର ଅଧିକ ଧାରଣା ରହିବା ଆବଶ୍ୟକ ଅଟେ ।

ଦରକାର ପଡିଲେ ଆପଣ କୈଣସି ମେକାନିକ କୁ ଦେଖାଇ ଏହି ଗାଡି କିଣି ପାରିବେ । ତେବେ ଆପଣ ମାନେ ଚାହିଁଲେ ଏହି ଗାଡି କୁ କିଣି ପାରିବେ ସିଏବି ବହୁତ କମ୍ ଦାମ୍ ରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *