ସବୁ ଆଇଡ଼ି କାର୍ଡ ମିଶି ହେବ ଗୋଟିଏ Digital ID Card କେମିତି କରିବେ କଣ ମିଳିବ ସୁବିଧା ଜାଣି ରଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ପାଖରେ ବହୁତ ପ୍ରକାରର ଆଇଡି କାର୍ଡ ରହିଥିବ ଯେମିତି କି ପାନ କାର୍ଡ , ଆଧାର କାର୍ଡ, ଲାଇସେନ୍ସ । ଯାହାକି ସମସ୍ତ ପ୍ରକାରର ଡକ୍ୟୁମେଣ୍ଟ ରହିଛି ସେହି ସବୁ ମିଶି ଏବେ ଗୋଟିଏ ଆଇଡି କାର୍ଡ ହେବ । ଯାହାକି ଆଇଡି ମନ୍ତ୍ରାଳୟ କିଛି ନୂଆ ଘୋଷଣା କରିଛି । ଯାହା ବିଷୟ ରେ ଆମେ ସଂମ୍ପର୍ଣ୍ଣ ବିବରଣି ଦେବୁ ।

ନର୍ମାଲି ଆପଣ ମାନେ ଜାଣିଥିବେ ସରକାର ସବୁ କ୍ଷତ୍ର କୁ ଡିଜିଟାଲ କରିବା ପାଇଁ ଚାହୁଁଛନ୍ତି । ଠିକ୍ ସେମିତି ଯେମିତି କିଛି ଦିନ ତଳେ ଆମର ହେଲ୍ଥ ଡିଜିଟାଲ ଆଇଡି କରାଜାଇଥିଲା । ଯାହା ଦ୍ୱାରା ହେଲ୍ଥ ସମନ୍ଧିୟ ସବୁ ପେସକୁଶନ କୁ ଡିଜିଟାଲ କାର୍ଡ ମଧ୍ୟ ରେ ସାଇତି ରହୁଥିଲା । ଠିକ୍ ସେହିପରି ଆଧାର କାର୍ଢ ରହିଛି କେଉଁ କାମ ରେ ଲାଗୁଛି । ପାନ କାର୍ଡ ରହିଛି ଡ୍ରାଇଭିଂ ଲାଇସେନ୍ସ ରହିଛି ତେବେ ଏହି ସବୁ ଅଲଗା ଅଲଗା ରହିଥିବା ବେଳେ । ଯାହାକୁ ସବୁ ସାଥିରେ କେରି କରିବା ପାଇଁ ଅସୁବିଧା ହୁଏ ।

unique id card

ତେଣୁ IT ମନ୍ତ୍ରାଳୟ ଏହାକୁ ନେଇ କିଛି ନୂଆ କାର୍ଯ୍ୟ ରେ ଲାଗି ପଡିଛି । ଆମର ଯେତେ ଗୁଡାଏ ଆଇଡି କାର୍ଡ ରହିଛି ସେହି ସବୁ କୁ ଗୋଟିଏ ଡିଜିଟାଲ ଆଇଡ ଜରିଆରେ ଆମେ ମାନେ ରଖି ପାରିବା । ଯାହାକୁ ଆପଣ ମାନଙ୍କ ଫୋନ ରେ ରଖିବେ ଆପଣ ମାନଙ୍କ ଏକ ଇୟୁନିକ୍ ଆଇଡି ମିଲିବ । ଯାହାର ଆଧାର କାର୍ଡ ର ନମ୍ବର ରହିଛି । ଆପଣ ମାନେ ଏହି ନମ୍ବର କୁ କେବଳ ମେନ ରଖିବାର ରହିଛି ଯାହା ଦ୍ୱାରା ଆପଣ ମାନଙ୍କୁ ସାଥିରେ କୈଣସି ବି ଡକ୍ୟୁମେଣ୍ଟ ନେବାକୁ ହେବ ନାହିଁ ।

ସେହି ଗୋଟିଏ ଡିଜିଟାଲ ଆଇଡି ମାଧ୍ୟମ ରେ ଆପଣ ମାନେ ନିଶ୍ଚିତ ଭବେ ସବୁ କିଛି ଆକ୍ସେସ୍ ପାଇ ପାରିବେ । ଯେମିତି କି ଆପଣ ମାନେ ଜାଣନ୍ତି କି ଆଧାର ସହିତ ଆଜିର ସମୟ ରେ ସବୁ କିଛି ଲିଙ୍କ୍ ହେଉଛି । ଠିକ୍ ସେମିତି ଆଧାର ସହିତ ଅନ୍ୟ ଆଇଡ୍ ମଧ୍ୟ ଏହି ଗୋଟିଏ ଡିଜିଟାଲ ଆଇଡି ରେ ଅନ୍ତର୍ଭୁକ୍ତ ହେବ ଏବଂ ଆପଣ ମାନଙ୍କ ପାଖରେ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *