ପୁଣି ଏଥର 12th ପରୀକ୍ଷା ବାତିଲ ହେଇପାରେ | ଜାଣନ୍ତୁ କଣ କହିଲେ ସରକାର

+2

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଏବେ ବାତିଲ ହେବ +2 ପରିକ୍ଷା ଯେମିତି କି ଆପଣ ମାନେ ଜାଣିଥିବେ କୋରନା ପାଇଁ ଗତ ମାସ ବି କୈଣସି ବି ପରିକ୍ଷା ହୋଇ ନାହିଁ । ସେହି ସମୟ ରେ ପିଲା ମାନଙ୍କୁ ସେମିତି ମଧ୍ୟ ପାସ କରିଦିଆଜାଇଛି । ଠିକ୍ ସେମିତି ଏବେ +2 ପରିକ୍ଷା ହେବା ନେଇ ଏବେ ଆଉ କିଛି ବଡ ଅପଡେଟ ଆସୁଛି ଯାହା ମଧ୍ୟ ଏହିଥର ବି ହୋଇ ପାରନ୍ତି ସମସ୍ତେ ପାସ୍ । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଖବର ଉପରେ । ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

+2 Exam

ନିଖିଳ ଓଡିଶା ର ଛାତ୍ର ସଂଙ୍ଘର କେନ୍ଦ୍ରାପଡା ଜିଲ୍ଲା ସାଖା ପକ୍ଷରୁ +2 ଫାଇନାଲ ପରିକ୍ଷା ବନ୍ଧ କରିବାକୁ ଦାବି ହୋଇଛି । ଶୁ୍କ୍ରବାର ପୂ୍ର୍ବାହ୍ନ ରେ କଟକ ଚାନ୍ଦବାଲୀ ରାସ୍ତାକୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ବିଦ୍ୟାଳୟ ସମ୍ମୁଖରେ ବନ୍ଦ କରିଦିଆଜାଇଥିଲା । ସେହି ରାସ୍ତା ଉପରେ ସ୍ୱଂୟ ଶାସିତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବସି ରହିଥିଲେ । ଫଳ ରେ ସେହି ରାସ୍ତାର ଉଭୟ ପାର୍ଶ୍ୱ ରେ ଶହ ଶହ ଗାଡି ମାନେ ଅଟକି ରହିଥିଲେ । ତେବେ ଖବର ପାଇ କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଗୈରାଙ୍ଗ ଚରଣ ସୃଷ୍ଟି ଫର୍ଶ ସହିତ ଘଟଣା ସ୍ଥାନ ରେ ପହଁଚି ।

ରାସ୍ତା ରୋକିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବୁଝାମଣା କରିବା ପରେ ସେମାନେ ରାସ୍ତା ରୁ ଉଠିଜାଇ ଏକ ଶଭାଯାତ୍ରା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟ କୁ ଜାଇଥିଲେ । ସେଠାରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଙ୍କୁ ଛାତ୍ର ସଂଙ୍ଘ ର ପ୍ରତିନିଧି ମଣ୍ଡଳୀ ଉଚ୍ଚମାଧ୍ୟମିକ ଶିକ୍ଷା ପରିଶଦ ଉଦ୍ଧେଶ ରେ +2 ଫାଇନାଲ ପରିକ୍ଷା ବନ୍ଦ କରାଯିବାକୁ ଦାବୀ ପତ୍ର ପ୍ରଦାନ କରିଥିଲେ ।

Exam

ଏହା ସହିତ +2 ବୋର୍ଡ ପରିକ୍ଷା ବାତିଲ ଦାବି ରେ ଭୁବନେଶ୍ୱର ମାଷ୍ଟର କେଣ୍ଟିନ ଛକ ରେ ମଧ୍ୟ ଛାତ୍ରଛାତ୍ରୀ ଙ୍କ ବିକ୍ଷୋପ ଦେଖିବା ପାଇଁ ମିଳିଥିଲା । ତେବେ ବିଭିନ୍ନ କଲେଜ ର ଛାତ୍ରଛାତ୍ରୀ ମାନେ ବିକ୍ଷୋପ ପଦର୍ଶନ କରିଥିଲେ । ତେବେ କୋରନା ସ୍ଥିତି କୁ ନେଇ ପରିକ୍ଷା ବାତିଲ କୁ ନେଇ ଦାବୀ କରିଛି +2 ଛାତ୍ର ଛାତ୍ରୀ ସଙ୍ଘ । ତେବେ ବର୍ଷ ର ଅଧିକାଶଂ ସମୟ ପାଇଁ ପାଠ ପଢା ବନ୍ଧ ରହିଥିଲା । ତେବେ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ପରିକ୍ଷା ଆଧାର ରେ ମାର୍କ ପ୍ରଦାନ କରିବାକୁ ଛାତ୍ର ଛାତ୍ରୀ ଦାବୀ କରିଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *