15 ଫ୍ରେବୃଆରୀ 2022 ରାଶିଫଳ – ବଦଳୁଛି ଆଜିଠୁ ଏହିସବୁ ରାଶିଙ୍କ ଭାଗ୍ୟ ।

rasi-phala

ମେଷ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ପଇସା ଲେଣଦେଣ କରନ୍ତୁ ନାହିଁ ନଚେତ୍ ହାନି ହୋଇପାରେ, ପରିବାର ଲୋକଙ୍କ ସହ ଅଧିକା ସମୟ ଅତିବାହିତ କରିବାର ଚେଷ୍ଟା କରନ୍ତୁ, ଯଦି କେଉଁଠି ବଡ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଘରର ଅନୁଭବି ଲୋକଙ୍କ ସହ ପରାମର୍ଶ ନିଅନ୍ତୁ, ଏଥିରେ ଆପଣଙ୍କୁ ଫାଇଦା ମିଳିପାରିବ, ସ୍ୱାମୀ ସ୍ତ୍ରୀ ପରସ୍ପର ଭାବନାକୁ ବୁଝିପାରିବେ । ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ, ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସହ ରହିବ, ବନ୍ଧୁଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା ହୋଇପାରେ ।

ବୃଷ ରାଶି- ଆଜି ଆପଣଙ୍କ ଦିନ ବଢିଆ ନଜର ଆସୁଛି, ବହୁତ ଲମ୍ବା ସମୟରୁ ଅଟକି ରହିଥିବା ପଇସା ଫେରିପାରିବେ, ଆର୍ଥିକ ଅସୁବିଧାରୁ ମୁକ୍ତି ମିଳିବ ଆପଣଙ୍କ ମନପସନ୍ଦର ଭୋଜନର୍ ଆନନ୍ଦ ନେଇପାରିବେ ଆୟର ସ୍ରୋତ୍ ବଢିବ, ଯାହାଦ୍ୱାରା ଘରର ଆର୍ଥିକ ସ୍ଥିତି ମଜବୁତ୍ ରହିବ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କ ପୁରା ସହଯୋଗ ମିଳିପାରିବ, ଆପଣ ଅଜଣା ଲୋକଙ୍କ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, କିଛି ଲୋକ ଆପଣଙ୍କ ଫାଇଦା ଉଠାଇବେ, ଏଥିପାଇଁ ସାବଧାନ ରୁହନ୍ତୁ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ, ଜୀବନସାଥୀଙ୍କ ସହ ଭଲ ସମୟ ବ୍ୟତିତ କରିବେ ।

ମିଥୁନ ରାଶି- ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର ଆସୁଛି, ଘରୋଇ କାମକାର୍ଯ୍ୟରେ ଅଧିକା ବ୍ୟସ୍ତ ରହିବେ, କିଛି ପୁରୁଣା ଚିନ୍ତା ଆପଣଙ୍କୁ ବେଶୀ ଚିନ୍ତିତ କରିପାରେ, ଆପଣ ନିଜ ଉପରେ ନକରାତ୍ମକ ବିଚାରକୁ ଅଧିକା ଭାବନ୍ତୁ ନାହିଁ ମା ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ହାନି ହୋଇପାରେ, ଯାହା ଆପଣଙ୍କ ଚିନ୍ତା ବଢାଇବ, କାମକାର୍ଯ୍ୟରେ ବ୍ୟସ୍ତତାପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ , ନହେଲେ କାମ ବିଗିଡିପାରେ, ଘରୋଇ ଦରକାରିତା ପଛରେ ଅଧିକା ଧନ ଖର୍ଚ୍ଚ ହେବାର ସଂମ୍ଭାବନା ନଜର ଆସୁଛି, ଆପଣଙ୍କୁ ନିଜ ଆମଦାନୀ ଅନୁସାରେ ଖର୍ଚ୍ଚ୍ ଉପରେ କଣ୍ଟ୍ରୋଲ୍ କରିବାକୁ ହେବ, ଅନ୍ୟଥା ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

କର୍କଟ ରାଶି-ଆଜି ଆପଣଙ୍କ ପରିଶ୍ରମର ଅନୁସାରେ ଫଳ ପ୍ରାପ୍ତି ହେବ । ଅଫିସ୍ କାମରେ କେଉଁ ଆଡେ ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସଫଳ ରହିବ, ବାହାନ ଚଲାଇବା ସମୟରେ ସାବଧାନ ରୁହନ୍ତୁ, ବନ୍ଧୁଙ୍କ ସହ ଭଲ ସମୟ ଅତିବାହିତ କରିବେ, ଆପଣ କେଉଁ ନୁଆ ବେପାର ଆରମ୍ଭ କରିପାରନ୍ତି,  ଯାହା ଆପଣଙ୍କୁ ଲାଭଦାୟକ ହେବ, କାମକାର୍ଯ୍ୟର ତରିକାରେ କିଛି ପରିବର୍ତ୍ତନ କରିବେ, ଉଧାର ନେଇଥିବା ପଇସା ଫେରିପାରିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ, ପୁଜା ପାଠରେ ଆପଣଙ୍କ ମନ ଅଧିକାଲାଗିବ ।

ସିଂହ ରାଶି –ଆଜି ଆପଣଙ୍କ କ୍ୟାରିୟରରେ ଆଗକୁ ବଢିବାର ଅବସର ମିଳିପାରେ । ସରକାରୀ ଚାକିରି କରୁଥିବା ଲୋକଙ୍କୁ ମନ ମୁତାବିକ ଜାଗାରେ ଟ୍ରାନ୍ସଫର୍ ମିଲିବାର ଆଶା ଅଛି, ଯଦି ଆପଣ କାହାକୁ ପଇସା ଉଧାର ନେଇଛନ୍ତି ତେବେ ପଇସା ଫେରିପାରିବେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ , ପ୍ରେମ ସଂବନ୍ଧରେ ମଜବୁତି ରହିବ । ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଘରର ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଚର୍ଚ୍ଚା ହୋଇପାରେ ।

କନ୍ୟା ରାଶି – ଆଜି ଆପଣଙ୍କ ଦିନ ସାମାନ୍ୟ ରୁପରେ ବ୍ୟତିତ ହେବ । ପରିବାର୍ ବାଲାଙ୍କ ସହ ଆପଣଙ୍କ ଅଧିକା ସମୟ ବ୍ୟତିତ କରିବାକୁ ଚେଷ୍ଟା କରିପାରନ୍ତି । ଦୁର ସଂଚାର ମାଧ୍ୟମରେ ଶୁଭ ସମାଚାର ଶୁଣିବାକୁ ମିଳିବ । ଯାହାଦ୍ୱାରା ମନ ହର୍ଷୀତ ରହିବ, କାର୍ଯ୍ୟସ୍ଥଳରେ ମାନ ସମ୍ମାନ ବଢିବ । ବେତନରେ ବୃଦ୍ଧି ହେବାର ଖୁସିଖବର ମିଳିପାରିବ । ଯାହା ଆପଣଙ୍କ ମନ ହର୍ଷିତ ହେବ । ପ୍ରେମ ଜୀବନରେ ସକରାତ୍ମକତା ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି । ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, ଗୁରୁଜନଙ୍କ ସାହାଯ୍ୟରେ ଶିକ୍ଷାରେ ଆସୁଥିବା ବାଧା ଦୁର ହୋଇପାରେ ।

ତୁଳା ରାଶି- ଆଜି ଆପଣଙ୍କୁ ଫାଲତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି । ଅନ୍ୟଥା ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଜୀବନସାଥୀ ପୁରା ସହଯୋଗ ମିଳିବ, ମା ବାପାଙ୍କ ସହ ଅଧିକା ସମୟ ଅତିବାହିତ କରିବେ, ଯଦି ଆପଣ ନିଜ ବେପାରରେ କିଛି ପରିବର୍ତ୍ତନ କରିବେ ତେବେ ନିଶ୍ଚିତକରନ୍ତୁ, ଭାଇମାନଙ୍କର ପୁରା ସହଯୋଗ ମିଳିବ , ନିଜ ମଧୁର ବାଣି ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ୍ କରିବେ ।

ବିଛା ରାଶି- ଆଜି ଆପଣଙ୍କ ଦିନ ଉନ୍ନତି ଭରା ହେବ । ଚାକିରି କ୍ଷେତ୍ରରେ ଅଟକିଥିବା ପ୍ରମୋଶନ ମିଳିପାରିବ । ଧନ କମାଇବାର ନୁଆ ନୁଆ ଜରିଆରେ ହାତ ଲାଗିବ, ଶେୟାର୍ ବଜାରରେ ଆପଣଙ୍କୁ ଲାଭ ମିଳିବ , କେଉଁ ମହତ୍ତ୍ୱପୁର୍ଣ୍ଣ କାମରେ ଅନୁଭବି ବ୍ୟକ୍ତିଙ୍କ ଉପଦେଶ ଆପଣଙ୍କ ପାଇଁ ଫାଇଦାଦାୟକ ହୋଇପାରେ , ପ୍ରେମ ଜୀବନରେ ଉତାରଚଢାବ ଦେଖିବାକୁ ମିଳିବ , ଆପଣଙ୍କୁ ନିଜ ଜୀବନସାଥୀ ବୁଝିବାର ଭାବନାକୁ ଦରକାର ଅଛି ।

ଧନୁ ରାଶି : ଆଜି ତୁମର ମନ ପୂଜାରେ ଅଧିକ ନିୟୋଜିତ ହେବ | ଘରେ ମଙ୍ଗଲିକ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ | ତୁମେ ତୁମର ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରିବ | ଆପଣ ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ବିତାଇ ପାରିବେ | ଆପଣ ମାନସିକ ସମସ୍ୟାରୁ ମୁକ୍ତି ପାଇବେ | ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ | ଆପଣ ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇପାରିବେ | ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ | ଘରର ଜଣେ ସଦସ୍ୟଙ୍କ ଅଗ୍ରଗତି ବିଷୟରେ ଭଲ ଖବର ପାଇବାର ସମ୍ଭାବନା ଅଛି, ଯେଉଁଥିପାଇଁ ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବ | ଆପଣ ପିତାଙ୍କ ସାହାଯ୍ୟରେ ଲାଭ ପାଇପାରିବେ |

ମକର ରାଶି : ଆର୍ଥିକ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ଦିନ ଭଲ ଦେଖାଯାଉଛି | ଜଣେ ମହିଳା ସହକର୍ମୀଙ୍କ ସାହାଯ୍ୟରେ ତୁମେ ଆର୍ଥିକ ଲାଭ ପାଇବ ବୋଲି ଆଶା କରାଯାଏ | ଆପଣ ମାନସିକ ସମସ୍ୟାରୁ ମୁକ୍ତି ପାଇବେ | ବ୍ୟବସାୟ ସଂପର୍କରେ ଆପଣ ଏକ ଯାତ୍ରାକୁ ଯାଇପାରିବେ | ତୁମର ଯାତ୍ରା ସଫଳ ହେବ | ତୁମେ ଭଗବାନଙ୍କ ଭକ୍ତି ଦେଖିବା ପରି ଅନୁଭବ କରିବ | ବିଦେଶରେ ବ୍ୟବସାୟ କରୁଥିବା ଲୋକମାନେ ବିପୁଳ ପରିମାଣର ଲାଭ ପାଇପାରିବେ | ବ୍ୟବସାୟରେ ଉନ୍ନତି ହେବ | ଶାଶୁଘର ପକ୍ଷ ସହିତ ଭଲ ସମନ୍ୱୟ ରହିବ | ଆପଣଙ୍କ ସାଥୀଙ୍କ ସହିତ ଏକ ଭଲ ସ୍ଥାନ ପରିଦର୍ଶନ କରିବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଇପାରେ |

କୁମ୍ଭ : ଆଜି ତୁମେ ଭଲ ଦିନ ପାଇବ | ତୁମର ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ଆପଣ ଉଦ୍ୟମ କରିପାରିବେ, ଯାହା ନିଶ୍ଚିତ ଭାବରେ ପୂରଣ ହେବ | କ୍ୟାରିୟରରେ ଆଗକୁ ବଢିବାର ସୁଯୋଗ ରହିବ | ଘରେ ଅତିଥିମାନଙ୍କ ଆଗମନ ହୋଇପାରେ, ଯେଉଁଥିରେ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ତଥାପି ଆପଣଙ୍କ ସନ୍ତୁଷ୍ଟତା ଆପଣଙ୍କ ମନରେ ରହିବ | କେତେକ ପୁରୁଣା ସ୍ଥଗିତ କାର୍ଯ୍ୟ ସମାପ୍ତ ହୋଇପାରେ | ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିପୁଳ ଲାଭ ହେବାର ସମ୍ଭାବନା ଅଛି | ପୂର୍ବରୁ କରାଯାଇଥିବା ବିନିଯୋଗ ଭଲ ରିଟର୍ଣ୍ଣ ଦେବ | କୋର୍ଟ ମାମଲାରେ, ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ |

ମୀନ ରାଶି : ଆଜି ଆପଣଙ୍କ ଦିନ ଅନୁକୂଳ ଫଳାଫଳ ଆଣିଛି | ତୁମେ ତୁମର କାମରେ ଟିକେ ବ୍ୟସ୍ତ ରହିବ, ଯେଉଁ କାରଣରୁ ପରିବାର ସଦସ୍ୟଙ୍କ ପାଇଁ ସମୟ ପାଇବା କଷ୍ଟକର ହେବ | ଜୀବନସାଥୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି | ଆପଣ ଶରୀରରେ କ୍ଳାନ୍ତ ଅନୁଭବ କରିପାରିବେ |ଛାତ୍ରମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ସଫଳତା ପାଇବେ ବୋଲି ଆଶା କରାଯାଏ | ଆଜି ତୁମର ଇଚ୍ଛା ପୂରଣ ପାଇଁ ଏକ ଭଲ ଦିନ ଭଳି ମନେହୁଏ |

Leave a Reply

Your email address will not be published. Required fields are marked *