କାହାକୁ ପ୍ରଥମେ ଭଲ ପାଉଥିଲେ ମିହିର ଦାସ,କେମିତି ପାଲଟିଲେ ପ୍ରେମରେ ପଗୁଲୁ,କାହିଁକି ନିଜର ନାମ ପରିବର୍ତନ କରିଦେଲେ..ଦେଖନ୍ତୁ Video

Mihir Das

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯିବା ଡେଇଁବା ଖାଲି ଟୁଲୁର ନୁହେଁ ଟୁଲୁ ମାନେ ମୁଁ ମିହିର ଦାସ ଙ୍କ ଡାକ ନାମ ହେଲା ଟୁଲୁ । ମୁଁ ମିହିର ହେଲି ଭାଇନା ହୋଇ ଗୋଡାଏ ଦିନ ଚାଲିଲା ଏବଂ ପରେ ହଠାତ ଅଙ୍କଲ ଅଙ୍କଲ ଶୁଭିଲା । କେଉଁଠି ଦୁଷ୍ଟ ଗୋଟେ ମୋତେ ମଉସା ବୋଲି କହିଲା । ଚିନ୍ତା କରିଛି ଏହି ମଉସା କୁ ମଧ୍ୟ ହଜମ କରିବାକୁ ପଡିବ । ତେଣୁ ଟୁଲୁ ବହୁତ ଦିନ ପରେ ସୁଣିଲି ତେଣୁ ତୁମ ଠାରୁ ବହୁତ ଭଲ ଲାଗିଲା ।

ପ୍ରେମରେ ଯିଏ ଗନ କେସ ସିଏ ହେଲା ପଗଲୁ ଆପଣ କେବେ ଏମିତି ହୋଇଛନ୍ତି ସେ ଗନ ନୁହେଁ । ଆରଗନ ଏବେବି ଫୁଟୁଛି । ଏହା ପ୍ରଥମେ ହୁଏ କୈଣସି ପ୍ଲାନ ହୁଏ ନାହିଁ । ଏହା ପରେ ସବୁ ଯୋଜନା ବଦ୍ଧକ କିଛି ଚିନ୍ତା ପରେ ହୁଏ । କିନ୍ତୁ ଏ ଯେଉଁ କଥା କହୁଛ ମୂଳ କଥା ଏହା ସମସ୍ତ ଜିବନ ରେ ଆସେ । ଆମ ଦୁନିଆଁ ରେ ଲୋକଙ୍କ ପାଖରେ ଏହା ନିଶ୍ଚିତ ଆସେ ।

Mihir Das

ଏହା ଏକ ଜରୁରୀ କଥା । ମୁଁ ତ ପାଠ କମ୍ ନାଟ ବେଶି କରୁଥିଲି । ହିସାବ ରେ ଡ୍ରାମା କ୍ଲବ ସେକ୍ରେଟି ହୋଇଥିଲି । ସେତେ ବେଳେ ମୋବାଇଲ ନଥିଲା । ଚିଠି ବଡ କଥା ତିରିଶ ବର୍ଷ ର ସେ ଚିଠି ଏବେବି ମୋ ପାଖରେ ରହିଛି । ଚିଠି ର ଶବ ହୋଇନାହିଁ । ରଙ୍ଗ ବଦଳିଜାଇଛି ମୋଡି ମାଡି ହୋଇ ଭାଙ୍ଗି ଜାଇଛି । ଇଚ୍ଛା ହେଉ ନାହିଁ ଦେଖେଇବା ପାଇଁ କି ଦେଖେଇବି ନାହିଁ । 30 ବର୍ଷ ହେଲା ଇଚ୍ଛା ଥିଲା ଇଚ୍ଛା ହେଲା ମୁଁ ସେଟାକୁ ପ୍ରକାଶ ନ କରି ପ୍ରକାଶିତମାତୃଭୂମି ହେଉ ବୋଲି ସବୁବେଳେ ଚାହିଁଲି।

ଭିତରେ ବହୁତ ଘାଣ୍ଟି ହେଲି। କିନ୍ତୁ ସେ କହୁ ବୋଲି ମୁଁ ବହୁତ ଅପେକ୍ଷା କଲି । ଆଉ ଫଳ ମଧ୍ୟ ଫଳିଲା । ସିଡିରୁ ଆସି ମୋ ପାଖରେ ପହଞ୍ଚିଲା ଓ କହିଲା କଲେଜ ପିଲା ସାଙ୍ଗମାନେ ତମ ମୋ ବିଷୟରେ ୟାଡୁ ସାଡୁ କହୁଛନ୍ତି। ମୁଁ କହିଲି ତମେ ମନା କରୁନ କଲେଜ ପିଲା କହୁନୁ ବୋଲି ମୋର ଇଚ୍ଛା । ଏମିତି ସେ କାହାଣୀ ଚାଲିଲା କେତେ ଦିନ ତାଙ୍କ ଘରେ ସେମିତି କିଛି ଜାଣନ୍ତି ନାହିଁ ।

ଏ କଥା ସେମିତି କିଛି ନାହିଁ ହେଲେ ଆହୁରି ଯେତିକି ଦିନ ବଞ୍ଚିବି ମୁୁଁ ଜାଣିଛି କିଛି କାରଣ ନଥାଉ ହେଲେ ଦେହରୁ ମନରୁ ବାଦ ପଡିଯିବ । ଏହା କେବେ ବି ସମ୍ଭବ ନୁହେଁ ଯେଉଁ କଥା ହେଉ ଏହା ସୃତି ହୋଇରହିଯିବ । ଖୁସି ରହିଛନ୍ତି ଖୁସୀରେ ରୁହନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *