ଏମିତି କେଉଁ ଜିନିଷ ରହିଛି ଯାହା ଗାଈ ମାନଙ୍କର ଚାରିଟି ରହିଛି ଏବଂ ମହିଳା ମାନଙ୍କର ଦୁଇଟି ରହିଛି । ଏହାର ଉତ୍ତର ପାଇଁ ମୁଣ୍ଡରେ ବୁଦ୍ଧି ଥିବା ଦରକାର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

qu

1: ଏହା କେଉଁ ଜିନିଷ ଅଟେ ଯାହା ଝିଅ ମାନଙ୍କର 4 ଟି ଏବଂ ମହିଳା ମାନଙ୍କର 2 ଟି ଅଟେ ।
ତେବେ ଗାଈ ମାନଙ୍କର 4 ଟି ଗୋଡ ହୋଇଥିବା ବେଳେ ମହିଳା ମାନଙ୍କ ପାଖରେ 2 ଟି ଗୋଡ ଦେଖିାକୁ ମିଳେ ।
2: ଅନ୍ତଜାତୀୟ କୁକୁର ଦିବସ ବା ଇଣ୍ଚରନେସନାଲ ଡଗ୍ ଡେ ପ୍ରତି ବର୍ଷ କେତେ ତାରିଖ ରେ ପାଳନ ହୋଇ ଥାଏ
ପ୍ରତି ବର୍ଷ ଅଗଷ୍ଟ 6 ତାରିଖ ରେ ଇଣ୍ଚରନେସନାଲ ଡଗ୍ ଡେ ପାଳନ ହୋଇ ଥାଏ ।

3: ଭାରତ ର କେଉଁ ରାଜ୍ୟ ରେ ମାତ୍ର 4 ଟି ଜିଲ୍ଲା ରହିଛି ?
ଏହାର ଉତ୍ତର ହେଲା ଭାରତ ର ସିକିସ୍ ରାଜ୍ୟ ରେ କେବଳ 4 ଟି ଜିଲ୍ଲା ରହିଛି ।
4: ପୁଅ ମାନଙ୍କୁ ନିଜ ଜିବନ କାଳ ରେ ସବୁଠାରୁ ଅଧିକ ଡର କେବେ ଲାଗେ ?
ଏହାର ଉତ୍ତର ହେଲା ଯେତେ ବେଳେ ନିଜର ଗାର୍ଲଫ୍ରେଣ୍ଡ ର ମାସିକିଆ କାମ ଅଟକି ଯାଏ ।

question

5: ମୃତ୍ୟୁ ପରେ ବି ସେ ଠିଆ ହୋଇ ପାରେ ସେ କିଏ ।
ଗଛ ମୃତ୍ୟୁ ପରେ ବି ସେ ଠିଆ ହୋଇ ପାରେ ।
6 : କାହାକୁ ଥରେ ଖାଇ ସାରିବା ପରେ ଦ୍ୱତୀୟ ଥର ଖାଇବା ପାଇଁ ଇଚ୍ଛା କରନ୍ତି ।
ଧୋକା ।

7, ଉଭାପ ନ ପାଇ ମଧ୍ୟ କିଏ ଗରମ ହୁଏ ।
ଉ, ମୁଣ୍ଡ
8, କେଉଁ ଜିନିଷ କୁ ଆମେ ଦେଖ୍ ପାରୁ କିନ୍ତୁ ଛୁଇଁ ପାରୁ ନାହୁଁ ।
ଉ, ସ୍ବପ୍ନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *