ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସନ କାର୍ଡ ଧାରୀ ଙ୍କ ପାଇଁ ଖୁସୀ ଖବର ପ୍ରଥମ ଥର ପାଇଁ ରାସନ କାର୍ଡ ହିତାଧିକାରୀ ମାନଙ୍କୁ ସରକାର ଅନେକ ସୁବିଧା ଦେଉଛନ୍ତି । ଏହା ଅଧୀନ ରେ ଆପଣ ମାନେ ଘରେ ବସି ରାସନ ସମ୍ବଦ୍ଧିୟ ସେବା ପାଇବେ । ବର୍ତମାନ ସାରା ଦେଶରେ 3.7 ଲକ୍ଷ ରୁ ଅଧିକ ସାଧାରଣ ସେବା କେନ୍ଦ୍ର ରେ ରାସନ ସମମ୍ମନ୍ଧିୟ ସେବା ଉପଲବ୍ଧ ହେବ ।
ଏହି ସେବା ଗୁଡିକ ରେ ଆପଣ ମାନେ ଏକ ନୂତନ ରାସନ କାର୍ଡ ଆବେଦନ କରିବା ଏବଂ ଏହାକୁ ଆଧାର ସହିତ ଆପଡେଟ ଏବଂ ଲିଙ୍କ୍ କରିବା ଭଳି ସୁବିଧା ପାଇବେ । ସରକାର ଙ୍କର ଏହି ପଦକ୍ଷେପ ସାରା ଦେଶ ରେ ରାସନ କାର୍ଡ ଧାରୀ ଙ୍କୁ ଉପକୃତ କରିବ । ରାସନ କାର୍ଡ ରେ ଏହି ସବୁ ସୁବିଧା ମିଳିବ । ଆପଣମାନେ ଜାଣି ରଖନ୍ତୁ ସର୍ବ ପ୍ରଥମେ ଆପଣ ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ରାସନ କାର୍ଡ ଅପଡେଟ କରିପାରିବେ ।
ଆଧାର କାର୍ଡ ଲିଙ୍କ୍ ହୋଇ ପାରିବ । ଆପଣ ମାନଙ୍କ ରାସନ ର ଉପଲବ୍ଧତା ବିଷୟ ରେ ବି ଜାଣି ପାରିବେ । ଆପଣ ମାନେ ସାଧାରଣ କେନ୍ଦ୍ର ମାଧ୍ୟମ ରେ ରାସନ କାର୍ଡ ସମ୍ମନ୍ଧିୟ ଅଭିଯୋଗ ମଧ୍ୟ କରି ପାରିବେ । ଯଦି ଗୋଟେ ରାସନ କାର୍ଡ ହସିଯାଏ ତେବେ ନୂତନ ରାସନ କାର୍ଡ ଆବେଦନ କରି ପାରିବେ । ଡିଜିଟାଲ ଇଣ୍ଡିଆ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ସେବା କେନ୍ଦ୍ର ସୁବିଧା ସାକ୍ଷର କରିଛି ।
ଏହା ସହିତ ସାରା ଦେଶରେ 3.70 ଲକ୍ଷ ସିଏସି ଜରିଆରେ ରାସନ କାର୍ଡ ଉପଲବ୍ଧ ହେବ ସାରା ଦେଶରେ 23.64 କୋଟି ରୁ ଅଧିକ ରାସନ କାର୍ଡ ଧରି ଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି । ତେବେ କଣ ଏମିତି ହେଲେ ଆପଣ ଭାବୁଛନ୍ତି କି ଲୋକଙ୍କ ପାଇଁ ସୁବିଧା ହେବ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।\
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।