ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ପ୍ରଧାନ ମନ୍ତ୍ରୀ ଙ୍କର ଚାଷୀ ବୀମା ଯୋଜନା 17 ଦିନରେ ପାଇବେ 17 ଶହ 70 କୋଟି । ଏଣିକି ଚାଷୀ ହେବେ ମାଲାମାଲ । ଅର୍ଥରାଶି ଫସଲ ବୀମା ଯୋଜନା । କୃଷକ ଙ୍କ ପାଇଁ ଖୁସି ଖବର । ଏହା ଦ୍ୱାରା ଉପକୃତ ହେବେ 30 ଲକ୍ଷ କୃଷକ । ଏହି ଯୋଜନାରେ ବହୁତ ଲୋକ ଲାଭବାନ ହୋଇ ପାରିବେ । ଆସନ୍ତା ସାତ ଦିନ ମଧ୍ୟରେ ଚାଷୀ ମାନେ ପଇସା ପାଇ ପାରିବେ । ତେବେ 29 ଲକ୍ଷ ଲୋକଙ୍କ ଚାଷ ଜମି ନଷ୍ଟ ହୋଇ ଥିବା ବେଳେ I 30 ଲକ୍ଷ ଲୋକ ଙ୍କୁ ମିଳିବ ଟଙ୍କା ।
ଏହି ଯୋଜନା ଟି ସାତ ଦିନ ମଧ୍ୟରେ ଲାଗୁ ହେବାକୁ ଯାଉଛି । ଏହି ସାତ ଦିନ ମଧ ରେ ଚାଷୀ ମାନଙ୍କ ଆକାଉଣ୍ଟ କୁ ଆସି ପାରେ ପଇସା । ତେବେ ଏବେ ଆପଣ ମାନେ ଖୁସି ତ । ଭଲ ହେଲା ଏହି କୃଷି ବୀମା ଯୋଜନା ଆସି ଗଲା । ନହେଲେ ବହୁତ ଲୋକ ଚାଷ ଜମି ହରାଇ ଆତ୍ମହତ୍ୟା କରି ଥାନ୍ତେ । ଏମିିତି ବହୁତ ଦେଖିବା ପାଇଁ ମିଳିଛି ଚାଷ କରିଥିବା ଲୋକ । ଆଉ ଶେଷ ରେ କେଉଁଠି ଆସିବ ବାତ୍ୟା ତ ଆଉ କେଉଁଠି ପ୍ରବଳ ରୁ ଅତି ପ୍ରବଳ ବର୍ଷା । ଆଉ ପରେ କୃଷକ ମାନଙ୍କ ଝାଳବୁହା ଧନ ସବୁ ପାଣିରେ ଚାଲିଯିବ ।
ସେହିଥି ପାଇଁ ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ । ଚାଷ ଜମି ମରିଗଲେ ସମସ୍ତେ ମରିଯିବେ । ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ । ହେଲେ ଏହି ବର୍ଷ ଏମିତି ଝଡ ଆସିଲା ଯେ ସବୁ ଧାନ ଫସଲ ନଷ୍ଟ ହୋଇଗଲା । ଆଉ କୃଷକ ମଧ୍ୟ ବହୁତ କଷ୍ଟ ପାଇଲେ । ବିଲରୁ ଧାନ ଆଣି ପାରିଲେ ନାହିଁ । କୃଷକ ମାନଙ୍କ ମୂଳ ଜମା ସବୁ ନଷ୍ଟ ହୋଇଗଲା । କିନ୍ତୁ ବନ୍ଧୁ ମାନେ ଏବେ ବ କିଛି ଡରିବାର ନାହିଁ । ଏବେ ହସିବ କୃଷକ ଏବଂ ପୁଣି ଚାଷ କରିବ କୃଷକ ।
ଆମ ଭାରତ ଆଜି ଯଦି ସବୁ ଦେଶ ସାମ୍ନା ରେ ଯଦି ମୁଣ୍ଡ ଟେକି ବାଟ ଚାଲି ପାରୁଛି , ତାହା କେବଳ କୃଷକ ମାନଙ୍କ ପାଇଁ । କୃଷକ ନ ଲେ ଦେଶ ଆଗେଇ ପାରିବ ନାହିଁ । ତେଣୁ ସରକାର ଆଜି ଯାହା କରିଛନ୍ତି ସମ୍ପୂର୍ଣ ଭଲ କରି ଛନ୍ତି । କୃଷକ ହସିଲେ ଏ ଦେଶ ମଧ୍ୟ ହସିବ । ଏବେ ପୁଣି ଥରେ କୃଷକ ମାନେ ତାଙ୍କ ଚାଷ ଜମିକୁ ଫେରି ଯିବ । ବନ୍ଧୁ ମାନେ ଆପଣ ମାନେ କୁହନ୍ତୁ । ଯଦି ଆପଣ ଲଗେଇ ଥିବା ପଇସା ଯଦି ଆପଣଙ୍କ ପାଖକୁ ଆସେ ନାହିଁ ତାହାଲେ ଆପଣ ଚାଷ କରିବେ କି । ସେଥି ପାଇଁ ଆଜି କେନ୍ଦ୍ର ସରକାର କିଛି ସହାୟତା କଲେ । ଚାଷୀ ଖୁସିରେ ରହିଲେ ଦେଶ ଖୁସିରେ ରହିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।