ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଲା ମାନେ ପାଠ ପଢନ୍ତୁ । ପରିକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ପରକ୍ଷା କେମିତି ସଠିକ୍ ଭାବେ ହେବ ସେହି ନେଇ ପ୍ରସ୍ତୁତି ଚାଲିଛି । ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏପରି ସୂଚନା ଦେଇଛନ୍ତି ।
ସେ ଏହି ଥିରେ ଆହୁରି ମଧ୍ୟ କହିଛନ୍ତି କି ଦଶମ ଏବଂ ଯୁକ୍ତ ଦୁଇ ପିଲା ମାନଙ୍କ ପାଇଁ ପରିକ୍ଷା ହେବ ତେଣୁ ସେମାନେ ପ୍ରସ୍ତୁତ ରୁହନ୍ତୁ । କୋରନା ଗ୍ରାଫ ତଳମୁହାଁ ହେଉଛି । ସ୍ଥିତି ର ସୁଧାର ଆସିଛି । ପରିକ୍ଷା କେମିତି ସଠିକ୍ ଭାବେ ହେବ ସେହି ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଖାସ କରି ପିଲା ମାନେ ପାଠ ପଢନ୍ତୁ ଏବଂ ପରିକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ ।
ମେଟ୍ରିକ ପ୍ରଥମ ସେମିଷ୍ଟିଭ ପରିକ୍ଷା ସରିଛି । ଫଳାଫଳ ଠିକ୍ ସମୟ ରେ ବାହାରିବ । ସୂଚନା ଯୋଗ୍ୟ କି ରାଜ୍ୟ ରେ କୋରନା ସଂଙ୍କ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ଆଗାମୀ ଦିନ ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରିକ୍ଷା କୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । କିନ୍ତୁ ଏହି ସବୁ ଦ୍ୱନ୍ଦ କୁ ଦୂର କରିଛନ୍ତି ମନ୍ତ୍ରୀ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।