ସୁପ୍ରିମ କୋର୍ଟ ର ସବୁଠୁ ବଡ ନିଷ୍ପତ୍ତି ! ବୋହୂ ବାପଘର ସବୁ ଜିନିଷ ଯୌତୁକ ।

Court

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଏହି ଖବର ଟି ଆମ ସମସ୍ତ ଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଅଟେ । ଆମେ ଆଜି ଏହି ଖବର ବିଷୟ ରେ ଜଣେଇବା ପାଇଁ ଯାଉଛୁ । ମିଡିଆ ରିପୋର୍ଟ ଅନୁସାରେ ବର୍ତମାନ ଘର ବନେଇବା ପାଇଁ ଟଙ୍କା ମାଗିବା କୁ ଅପରାଧ କୁହାଯିବ । ବର୍ତମାନ ସମୟ ରେ ଯୈତୁକ ପରିଭାଷା ପ୍ରବଳ ହେବ । ଏଥିପାଇଁ କନ୍ୟା ଘରୁ ଆସିଥିବା ସମସ୍ତ ଜିନିଷ ତଥା ଦାବି କରାଯାଉଥିବା ଜିନିଷ ଗୁଡିକୁ ଯୈତୁକ ଭାବେ ପରିଗଣିତ କରାଯିବ ।

women

ତେବେ ବନ୍ଧୁଗଣ ପ୍ରାଚୀନ କାଳରୁ ଆମ ହିନ୍ଧୁ ଧର୍ମ ରେ ବିବାହ ଯୈତୁକ ପ୍ରଥା ରହିଆସିଛି । ସେହିଥି ପାଇଁ ବର୍ତମାନ ସମୟ ରେ ବାପା ମାଆ ଝିଅ ଜନ୍ମ ହେବା ମାତ୍ରେ ଯୈତୁକ ଟଙ୍କା ସଞ୍ଚୟ କରୁଛନ୍ତି । ପୁଅ ବାଲା ଘର ଲୋକ ଯାହା ଡିମାଣ୍ଡ କରିବେ ତାହା କୁ ମାନିବା ପାଇଁ ଝିଅ ଘର ଲୋକ ବାଧ୍ୟ ଅଟନ୍ତି । ସେ ଟଙ୍କା ହେଉ କି ଗାଡି କିମ୍ବା ଘର ଦେବାକୁ ବାଧ୍ୟ ।

ହେଲେ ବନ୍ଧୁଗଣ ବର୍ତମାନ ସମୟ ରେ ଯୈତୁକ ବିପକ୍ଷରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱ ପୂର୍ଣ୍ଣ ରାୟ ସୁଣାଇଛନ୍ତି । ଜମି ବାଡି, ସମ୍ପତ୍ତି, ସୁନା ରୂପା ଓ ଘର ନିର୍ମାଣ ଜନିତ ସମସ୍ତ ଜିନିଷ ଯୌତୁକ ଜନିତ ଅପରାଧ ବୋଲି କୁହାଯିବ । ସୁପ୍ରିମକୋର୍ଟ ବିଚାର ପତି ଜଜ୍ ଏସଏନ ଭୋପାନ ଓ ଜଜ୍ ହିମା କୋହିଲିଙ୍କୁ ନେଇ ଗଠିତ ଏକ ବେଞ୍ଚ ଏହି ରାୟ ଶୁଣାଇ ଛନ୍ତି । ସଂମ୍ପତୀ ଜନିଷ ଯେକୈଣସି ଅର୍ଥାତ ଆଇପିସି ଧାରା 304B ଅନୁସାରେ ଆତ୍ମହତ୍ୟା ପାଇଁ ବି ଉତ୍ସାଇବା ଅପରାଧ ଅଟେ ।

Supreme Court

ଏହି ମାମଲା ରେ ବିଚାର କରି ଏସଏନ ଭୋପାନ ଓ ଜଜ୍ ହିମା କୋହିଲିଙ୍କୁ ନେଇ ଗଠିତ ଏକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ଜଣେ ମହିଳାଙ୍କ ଠାରୁ ଘର ନିର୍ମାଣ ପାଇଁ ଅଭିଯୁକ୍ତ ସ୍ଵାମୀ ଓ ଶଶୁର ବାରମ୍ବାର ଟଙ୍କା ଦାବି କରୁଥିଲେ ହେଲେ ମହିଳାଙ୍କ ପରିବାର ଲୋକେ ଟଙ୍କା ଦେବା ପାଇଁ ସମର୍ଥ ନଥିଲେ । ଏହା ପରେ ଅଭିଯୁକ୍ତ ସ୍ଵାମୀ ଟଙ୍କା ପାଇଁ ମହିଳାଙ୍କୁ ହଇରାଣ କରିବା ସହ ଶାରୀରିକ ଓ ମାନସିକ ଯନ୍ତ୍ରଣଣା ଦେଇଥିଲେ । ଯାହା ଫଳ ରେ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ । ସେହିଥି ପାଇଁ ଏହି ମାମଲା କୁ ନେଇ ସୁପ୍ରିମ କୋର୍ଟ ଏହି ନିସ୍ପତି ସୁଣେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *