କରୋନାର ତୃତୀୟ ଲହରରେ ମୋଦି ସରକାର ଦେଉଛନ୍ତି 5000 ଟଙ୍କା ? ଜାଣନ୍ତୁ ଏହି ଭାଇରାଲ ହେଉଥିବା ମେସେଜର ସତ୍ୟତା ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା ର ପ୍ରଥମ ଲହର ରୁ ତୃତୀୟ ଲହର ପର୍ଯ୍ୟନ୍ତ କେନ୍ଦ୍ର ସରକାର ପକ୍ଷରୁ ଅନେକ ପ୍ରକାରର ସୁବିଧା ଦିଆଜାଇଛି । ରାସନ ଠାରୁ ଆରମ୍ଭ କରି ପଇସା ଯାଏ ଅନେକ ସୁବିଧା ସୁଯୋଗ ମିଳିଛି । ଯାହା ଦ୍ୱାରା ଗରିବ ମାନଙ୍କୁ ଅସୁବିଧା ଭୋଗ କରିବାକୁ ପଡିବ ନାହିଁ । ଏହି ସବୁ କୁ ଏବେ ମାଧ୍ୟମ କରି ସାଇବର କ୍ରାଇମ୍ ସକ୍ରିୟ ହୋଇଛି । ଏବେ ସୋସିଆଲ ମିଡିଆ ଏମିତି ଅନେକ ପ୍ରକାରର ଖବର ଭାଇରଲ ହେଉଛି ।

ସରକାର ଦେଉଛନ୍ତି 5000 ଟଙ୍କା ?
ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ଏମିତି ଗୋଟିଏ ମେସେଜ୍ ରେ ଦାବି କରାଜାଇଛି କି କେନ୍ଦ୍ର ସରକାର କୋରନା ଫଣ୍ଡ ଅଧିନରେ 5000 ଟଙ୍କା ଧନ ରାଶି ଦେଉଛନ୍ତି । ଏମିତି ମେସେଜ୍ ଗୁଡିକ ର ଲିଙ୍କ୍ ମଧ୍ୟ ଆସୁଛି । ଏହା ଏହି ମେସେଜ୍ ରେ ଲେଖା ରହିଛି କି ଆପଣ ମାନେ ଯଦି 5000 ହଜାର ଟଙ୍କା ପାଇବା ପାଇଁ ଚାହାଁନ୍ତି ତେବେ ଶୀଘ୍ର ଫର୍ମ କୁ ପୂରଣ କରନ୍ତୁ ।

modi

ପିଆଇବି କଲା ଫ୍ୟାକ୍ଟ ଚେକ –
ଭାଇରଲ ହେଉଥିବା ଏହି ମେସେଜ୍ ଉପରେ PBI କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ କୁହାଗଲା ତେବେ ଏହି ମେସେଜ ସଂମ୍ପର୍ଣ୍ଣ ଭାବ ମିଥ୍ୟା ଅଟେ । PBI ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ରେ ସୂଚନା ଦେଇଛି ପିଆଇବି ତରଫରୁ ଟ୍ୱିଟ କରାଯାଇଥିବା ଏହି ମେସେଜର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କୈଣସି ପ୍ରକାରର ଜାଲିଆତିରୁ ବଞ୍ଚାଇବା ।

ତେବେ PBI ତରଫ ରୁ କରାଜାଇଥିବା ଟ୍ୱିଇଟ୍ ରେ ଲେଖା ରହିଛି କି ଗୋଟିଏ ମିଛ ମେସେଜ୍ ଦାବି କରାଜାଇଛି । ଭାରତ ସରକାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା କୋରନା ଫଣ୍ଡ ଅଧିନ ରେ 5000 ପ୍ରଦାନ ହୋଇଛି । ହେଲେ ଏହି ମେସେଜ୍ ସଂମ୍ପର୍ଣ୍ଣ ଭାବେ ନକଲି ଏବଂ ମିଥ୍ୟା ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *