ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣିପାଗ ବିଭାଗ ସୂଚନା ଅନୁସାରେ ପୁଣି 4 ଦିନ ହେବାକୁ ଯାଉଛି ବର୍ଷା । ଏହା ସହିତ ବିଶେଷ ଭାବେ ଉତ୍ତର ଓଡିଶାରେ ବର୍ଷା ହେବାକୁ ଯାଉଛି । ପୁରୀ ଏବଂ ଏହାର ଆଖ ପାଖ ଅଞ୍ଚଳ ରେ ବର୍ଷା ର ପରିମାଣ ଅଧିକ ପରିମାଣ ରେ ରହିବ ବୋଲି ଆକଳନ ହୋଇଛି । ଏହା ସହିତ ପାଣିପାଗ ବିଭାଗ ସୂଚନା ଅନୁସାରେ ଲଘୁଚାର ସୃଷ୍ଟି କାରଣ ରୁ ଏହି ବର୍ଷା ସମ୍ଭାବନା ରହିଛି । ଯାହା ଫଳ ରେ ଲୋକ ମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ କୁ ସୂଚନା ଦିଆଜାଇଛି ।
ତେବେ ବର୍ଷାର ପରିମାଣ ଅଧିକ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ ସମୟ ରେ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି । ଏହା ସହିତ ବର୍ଷାର ପରିମାଣ ଅଧିକ ଥିବାରୁ ଲୋକମାନଙ୍କୁ ସତର୍କ ସୂଚନା ଦିଆଜାଇଛି । ବର୍ଷା ସହିତ ଘଡଘଡି , ବଜ୍ରପାତ ର ସମ୍ଭାବନା ରହିଥିବାରୁ ଲୋକ ମାନଙ୍କୁ ସତର୍କ କରାଜାଇଛି ।
ପାଣିପାଗ ବିଭାଗ ଅନୁସାରେ ଢେଙ୍କାନାଳ,ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ତ୍ତମାନ କୁହୁଡି ଅଧିକ ରହିଛି। ଏହା ସହିତ ଅଧିକାଶଂ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଜିଲ୍ଲାର ଅନେକ ସ୍ଥାନ ଏହି ବର୍ଷାର ପ୍ରୋକପ ରେ ପଡିବାର ସମ୍ଭାବନା ରହିଛି ।
ଏହା ସହିତ ଅନ୍ୟ ସମସ୍ତ ଲୋକଙ୍କୁ ମଧ୍ୟ ଏହି ସମୟରେ ବାହାରକୁ ନ ଯିବା ପାଇଁ ମଧ୍ୟ କୁହା ଯାଇଛି। କାରଣ ଏହି ସମୟରେ ବଜ୍ରପାତ ଓ ଘଡଘଡି ହେବାର ସମ୍ଭାବନା ରହିଛି।ତେଣୁ ଲୋକମାନଙ୍କୁ ବାହାରକୁ ନ ଯିବା ପାଇଁ କୁହାଯାଇଛି।
ନଚେତ ସେମାନଙ୍କ ଜୀବନକୁ ବିପଦ ରହିବାର ମଧ୍ୟ ସମ୍ଭାବନା ରହିଛି। ସେହି କାରଣ ପାଇଁ ଲୋକ ମାନଙ୍କୁ ବାହାରକୁ ଯିବା ପାଇଁ ବାରଣ ହୋଇଛି । ଏହା ସହିତ ଆଗାମୀ 23 ତାରିଖ ରୁ ରାଜ୍ୟ ରେ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ରାଜ୍ୟ ରେ ଏହି ସମୟ ରେ ଲୋକମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।